ସଂକ୍ଷେପରେ ଆଜିର ତାଜା ଖବର - Wednesday, 15 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅମଳ ବେଳେ ଚିନ୍ତାରେ ଚାଷୀ; ହଜାର ହଜାର ହେକ୍ଟର ଜମିରେ ଚରିଗଲେଣି ଚକଡ଼ା

କୁଚିଣ୍ଡା.. ଅମଳ ସମୟରେ ପାଳଗଦା ପାଲଟିଥିବା ଏଦୃଶ୍ୟ ସମ୍ବଲପୁର କୁଚିଣ୍ଡା ପତ୍ରପାଲି ଅଂଚଳର । ସାରା ବିଲରେ ଚରିଯାଇଛି ଚକଡା । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲକୁ ଖାଇ ଖୋଳ କରିଦେଇଛନ୍ତି । More

ସରକାରଙ୍କ ନାଲି ଆଖି ସତ୍ତ୍ୱେ ଦୁର୍ବାର ଆନ୍ଦୋଳନ, ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି ଦିଦି

ଦାବି ପୂରଣ ନହେବା ଯାଏଁ ବାରମ୍ବାର ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ । ଝାଞ୍ଜ ଓ ଖୋଳ ବଜାଇ ସଂକୀର୍ତ୍ତନ କରି ଲୋକକଳା ପରିଷଦର ଆନ୍ଦୋଳନ । More

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

କାଲିଠୁ ମରାମତି ଆରମ୍ଭ ଲାଗି ASIକୁ ଉଚ୍ଚ ନ୍ୟାୟାଳୟଙ୍କ କଡ଼ା ନିର୍ଦ୍ଦେଶ । ପ୍ରତି ୧୫ ଦିନରେ ଆମିକସକ୍ୟୁରି ଦେବେ ମରାମତି କାମର ଷ୍ଟାଟସ୍ ରିପୋର୍ଟ । More

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

୨୦୨୦ ମସିହା ବାଲିଗୁଡ଼ା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ମାମଲା ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । More

ସରଳ ହେବ ହସ୍ପିଟାଲ ବ୍ୟବସ୍ଥା, ସୁବିଧାରେ ସେବା ପାଇବେ ରୋଗୀ

ସରଳୀକରଣ ହେବ ହସ୍ପିଟାଲ ବ୍ୟବସ୍ଥା । ‘ଆମ ହସ୍ପିଟାଲ’ ଯୋଜନାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । More

ସିନେମା ହଲରେ ହରଉସଫୁଲ, ଏବେ ଫ୍ରିରେ ଦେଖନ୍ତୁ ପୁଷ୍କରା

ପ୍ରେମିକର ନାଁ ପୁଷ୍କରା। ଯିଏ ଶପଥ ନିଏ କେବେ ବିବାହ କରିବନି। ହେଲେ କ’ଣ ପାଇଁ ? More

'ନାଟ ମଣ୍ତପ ଓ ଜଗମୋହନ ମରାମତିକୁ ନେଇ ଆସିଲା ବଡ଼ ରାୟ'

ନାଟମଣ୍ଡପ ଓ ଜଗମୋହନ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ । More

ରାଜଧାନୀରେ ଗର୍ଜିଲା ଘଣ୍ଟ ଘଣ୍ଟା, ସଂକୀର୍ତ୍ତନ କଳାକାରଙ୍କ ହଲ୍ଲାବୋଲ୍

ରାଜଧାନୀରେ ଭାରତୀୟ ମଜଦୁର ସଂଘର ଗର୍ଜନ । ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନୱାଡ଼ି, ପାଚିକା, ଆଶା କର୍ମୀଙ୍କ ମିଳିତ ସମାବେଶ । ସେପଟେ ଲୋୟର ପିଏମଜିରେ ୫ ଦଫା ଦାବି ନେଇ ହଜାର ହଜାର କଳାକାରଙ୍କ ସଂକୀର୍ତ୍ତନ ଆନ୍ଦୋଳନ । More

ଘର କାମ ପାଇଁ ଆଣିଥିଲେ ବାଲି, ଭିତରୁ ବାହାରିଲା ଶିବ ପାର୍ବତୀଙ୍କ ବିରଳ ମୂର୍ତ୍ତି

ଭଣ୍ଡାରୀପୋଖରୀ ବ୍ଲକ ସାହାରାଗଡିଆ ଗାଁର ମାୟାଧର ବେହେରାଙ୍କ ଘର କାମ ପାଇଁ ଆସିଥିବା ବାଲିରୁ ଉଦ୍ଧାର... More

କାର୍ ଧକ୍କାରେ ୨ ସାଇକଲ ଆରୋହୀ ମୃତ,କ୍ଷତିପୂରଣ ଦାବିରେ ରାସ୍ତାରୋକ

ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ, ଉତ୍ତେଜନା ..କ୍ଷତିପୂରଣ ଦାବିରେ ରାସ୍ତାରୋକ, ପୋଲିସର ବୁଝାସୁଝା.. More

Today Panchang 15th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ... More

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲେ, ଶେଷରେ ବିଲରେ ନିଆଁ ଲଗାଇଦେଲେ ..

ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳର ଘଟଣା...ନିଅଣ୍ଟିଆ ବର୍ଷା ଯୋଗୁଁ ୪ ଏକର ଫସଲ ଶୁଖି ନଷ୍ଟ ହୋଇଯାଇଛି..ଅଞ୍ଚଳରେ ଜଳସେଚନ ସୁବିଧା ନଥିବାରୁ ଉଜୁଡ଼ିଗଲା ଫସଲ... More

ଯୋଡ଼ା ମୁଣ୍ଡରୁ ଅଲଗା ଶିଶୁ ଜଗା ଏବେ ସମ୍ପୂର୍ଣ୍ଣ ସୁସ୍ଥ : ଖେଳୁଛି, ବୁଲୁଛି, ମର୍ଣ୍ଣିଂ ୱାକରେ ଯାଉଛି..

ଫୁଲବାଣୀ ମେଡ଼ିକାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହୁଛି ଜଗା...ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲେ ବି ତା’ମୁଣ୍ଡରେ ଦ୍ୱିତୀୟ ଅସ୍ତ୍ରୋପ୍ରଚାର ହେବାର ଅଛି। More

ବୁଲିବାକୁ ଯାଉଥିଲେ ଶାଶୁଶ୍ୱଶୁର ଓ ଝିଅଜ୍ୱାଇଁ: ଘାଟିରୁ ଖସିପଡ଼ିଲା କାର, ଚାଲିଗଲା ୩ ଜୀବନ

କାର୍‌ଟି ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା...କାର୍‌ରେ ଶାଶୁ, ଶ୍ୱଶୁର ଏବଂ ଝିଅ-ଜ୍ୱାଇଁ ଯାଉଥିଲେ.. More

ଆଜିଠୁ ପ୍ରବଳ ବର୍ଷିବ...୧୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷା ସମ୍ଭାବନା....ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ... More

ବିଗ୍ ବିଙ୍କ ଆଗରେ ମହା ଠକେଇର ଭାଣ୍ଡାଫୋଡ୍ କଲେ ଓଡ଼ିଆ ଟ୍ୟୁସନ୍ ସାର୍

ବାଲେଶ୍ବର ଶ୍ରୀଙ୍ଗାରପୁରର ଟ୍ୟୁସନ ସାର୍ ଶେକ୍ ଅଜମତ୍ ଖୋଲିଲେ ଗୁମର । ଖୋଲିଦେଲେ ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତିର ପୋଲ୍ । More

ଦୁଃଖ ଦେଇଗଲା ଦୀପାବଳି ! ସ୍ୱାମୀଙ୍କ ବିୟୋଗରେ ମ୍ରିୟମାଣ ପତ୍ନୀ ହାରିଦେଲେ ଜୀବନ

ଶେଷକୃତ୍ୟ ସରୁ ସରୁ ଆତ୍ମହତ୍ୟାର ପଥ ବାଛିନେଲେ ପତ୍ନୀ । ଅବେଳରେ ଅନାଥ ହୋଇଗଲେ ବୋଲଗଡ଼ ବେଣାଗାଡିଆର ୨ କୁନି ଝିଅ । More

ଛିଡୁନି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସମୀକରଣ ! ଅକଳରେ ପଡ଼ିଛି ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା

ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ କଣ୍ଟାବାଡ଼ରେ ଲୁଗା ପକାଇ ବିଜେଡି କରୁଛି କଳି ! More

୨୪ ଭୋଟ୍ ପୂର୍ବରୁ ବିଜେପିର ହଲ୍ଲାବୋଲ ! ଅଳିଆ ଢାଳିଲେ, ଗୋବର ମାଡ଼ କଲେ...

ଆଗାମୀ ୧୮ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ । ବିଜେଡି କହିଲା, ଏହାର କୌଣସି ପ୍ରଭାବ ପଡ଼ିବନି । More

ଜୀବନ ନେଇଗଲା ମୃତ୍ୟୁର ଯନ୍ତା ପକାଇଥିବା ବୋରୱେଲ୍ ଗାତ

ରେସ୍କ୍ୟୁ ଟିମ୍‌ର ୫ଘଣ୍ଟାର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ବଞ୍ଚିଲେନି ବୃଦ୍ଧା । More