ସଂକ୍ଷେପରେ ଆଜିର ତାଜା ଖବର - Tuesday, 07 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦୁଇ କୋମଳମତି ଶିଶୁଙ୍କୁ ଅନ୍ୟ ଚର୍ମ ଦେଲା ଜୀବନ: ଓଡ଼ିଶାରେ କେବେ ସ୍କିନ ବ୍ୟାଙ୍କ୍ ?

ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା... More

କବି ବସନ୍ତ ମୁଦୁଲିଙ୍କ ୩୫ତମ ସ୍ମୃତି ସମାରୋହ; ପୁରସ୍କୃତ ହେଲେ ଯୁବକବି ନରେନ୍ଦ୍ର ଭୋଇ ଓ ଚିତ୍ତରଞ୍ଜନ ନାୟକ

ଭଦ୍ରକସ୍ଥ ସଂସ୍କୃତି ଭବନ ଠାରେ କବି ବସନ୍ତ ମୁଦୁଲିଙ୍କ ରାଜ୍ୟସ୍ତରୀୟ ୩୫ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହେଲେ ଯୁବକବି ନରେନ୍ଦ୍ର ଭୋଇ ଓ ଚିତ୍ତରଞ୍ଜନ ନାୟକ । More

ଅମ୍ବାଭୋନା ଥାନା ଭଙ୍ଗାରୁଜା: ବରଗଡରେ ବିଜେଡି ବନାମ ପୋଲିସ

ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ। More

Sports: ରାହୁଲ ଦ୍ରାବିଡ଼ଙ୍କ କୋଚିଂରେ ଭାରତ ଜିତିବ କି ବିଶ୍ୱକପ୍‌

ଜଣେ ଖେଳାଳି ଭାବେ ଅଧୁରା ରହିଯାଇଥିଲା ରାହୁଲ ଦ୍ରାବିଡ଼ଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ। ଦୁଇ ବର୍ଷ ହେଲା ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଦ୍ରାବିଡ଼ଙ୍କ ସେହି ସ୍ୱପ୍ନ ସାକାର ହେବ କି? ତାଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ଏଥର ଜିତିବ କି ବିଶ୍ୱକପ୍‌? More

ଭୋଟ୍ ହାତେଇବାକୁ ଆଉ କେତେ ଯୋଜନା ? ନବୀନ ଲୋଗୋରେ ଜମିବ ଖେଳର ମାହୋଲ୍‌

ଭୋଟ୍ ହାତେଇବାକୁ ନୂଆ ଫନ୍ଦି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ ଖେଳ କରିବେ ସରକାର ! ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନାଁରେ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦଠୁ ନେଇ ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ହେବ କ୍ରୀଡ଼ା ପ୍ରତିଯୋଗିତା । More

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି

ମହେଶ୍ୱରଙ୍କ ବିୟୋଗ ପରେ ଝୁରୁଛି କୁକୁର ମାକ୍ସ। ବାହୁନି କାନ୍ଦୁଛନ୍ତି ଡ୍ରାଇଭର୍। ଶୋକରେ ପରିବାର, ସଂପର୍କୀୟ, ସମର୍ଥକ ଓ ଶୁଭେଛୁ... More

ମହୋତ୍ସବରେ LIVE ମ୍ୟାରେଜ୍; ଲୋକ ଭାବୁଥିଲେ ମିଛ, ଚାଲିଥିଲା ସତ ବାହାଘର

ପରିବାର ପ୍ରିୟଜନ ସମ୍ପର୍କୀୟଙ୍କୁ ନେଇ ହେଉଥିବା ବିବାହ ତ ଆପଣ ମାନେ ଦେଖିଥିବେ ହେଲେ ୟେ ଏମିତି ବିବାହ ଯାହା ବୋଧେ ପ୍ରଥମ, ଯାହା ବୋଧେ ଅନନ୍ୟ । More

ମହିଳା ରହିପାରିବେ ତ ରାଜଧାନୀରେ ? ଘରୁ ବାହାରିଲେ ଜୀବନ ଯିବାର ଡ଼ର !

ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ । More

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି

ପୁରୀ ସ୍ୱର୍ଗଦ୍ୱାରରେ ମହେଶ୍ୱରଙ୍କ ଶେଷକୃତ୍ୟ ସମ୍ପର୍ନ୍ନ ହୋଇଛି । More

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନଭେମ୍ବର ୨୦ରେ ରାଷ୍ଟ୍ରପତି ଓଡ଼ିଶା ଆସୁଥିବା ସୂଚନା ମିଳିଛି । More

ଭଦ୍ରକର ଦୁଇ ପୀଡ଼ିତଙ୍କ ଦୁର୍ବିସହ କାହାଣୀ; ଅର୍ଥର ଅଭାବ ପାଇଁ କର୍କଟ ଚିକିତ୍ସାରେ ବାଧା

ଚାନ୍ଦବାଲି ବ୍ଲକ ମାଧପୁରର ମନୋରମା ଦାସଙ୍କ ପାଇଁ ବି ସଂସାର ଯାକର ଦୁଃଖ ଦେଇଛି ସ୍ତନ କର୍କଟ । ଥରେ ନୁହେଁ ଦୁଇ ଦୁଇ ଥର ସେ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । More

ଯନ୍ତ୍ରଣାଠୁ ବଳି ଯାଉଛି ଦାରିଦ୍ର୍ୟ, ଜୀବନ ଯନ୍ତ୍ରଣାରେ କ୍ୟାନସର ପୀଡିତ

ବେପରଓ୍ୱା ଜୀବନଶୈଳୀ ଏବଂ ରୋଗ ନିରୁପଣରେ ବିଳମ୍ବ ହିଁ କ୍ୟାନସରର ଭୟାବହତାକୁ ବଢାଇଥାଏ । More

ସଚେତନ ହେବା, କ୍ୟାନସର ଦୂରେଇବା

ନଭେମ୍ବର ୭...ଜାତୀୟ କର୍କଟ ସଚେତନତା ଦିବସ... ଯେ କୌଣସି ରୋଗ ହେଉନା କାହିଁକି ସଚେତନତା ହିଁ ସବୁକିଛି । More

ହସଖୁସିର ସଂସାରରେ ଦୁଃଖର କଳାବାଦଲ

ନୂଆ ନୂଆ ବିବାହ ...ହସ ଖୁସିର ସସାଂର ଭିତରେ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ହଠାତ ମାଡିଆସିଲା ଦୁଃଖର କଳାବାଦଲ । More

ଭୁବନେଶ୍ୱରରେ ବୀଭତ୍ସ ହତ୍ୟା; ମହିଳାଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ସହ ମୃତ ମହିଳା କ୍ରିଷ୍ଣାପୁରୀ କଲୋନୀରେ ରହୁଥିଲେ । ଗୋଠପାଟଣା ବଜାରରେ ସେ ଏକ ଜଳଖିଆ ଦୋକାନ କରିଥିଲେ । More

ଭୋଟ୍‌ ଦେଉଛି ଛତିଶଗଡ଼; ମାଓ ଇଲାକାରେ ସ୍ୱତନ୍ତ୍ର ସୁରକ୍ଷାରେ ନେତା ବାଛୁଛନ୍ତି ଜନତା

ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି । ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇ ପହଞ୍ଚିଛନ୍ତି । More

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି; ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି କାର୍ଯ୍ୟାଳୟରେ ମହେଶ୍ୱର ମହାନ୍ତିଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । More

Panchang Today 7th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ମଙ୍ଗଳବାର ଚନ୍ଦ୍ର- ସିଂହ ଅହୋରାତ୍ର, ତିଥି- ୧୦ମୀ ଅହୋରାତ୍ର, ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ More

ପୂର୍ବତମ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ । More

ଭୁବନେଶ୍ୱରରେ ଲଜ୍ଜା ! ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ

ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଘଟିଛି ଏହି ଲଜ୍ଜାଜନକ ଘଟଣା । More

ଯନ୍ତାରେ ବାଘ ଗାଁ ପାଖ ଜଙ୍ଗଲରେ ବୁଲୁଛି ବାଘୁଣୀ, ଭୟଭିତ ଗ୍ରାମବସୀ

କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ। More

ପ୍ରଭାବଶାଳୀ ବୋଲି ପୋଲିସ ଉପରେ ପଡୁଛି କି ଚାପ ! କେବେ ଜବାବ ଦେବେ ବିଶାଳ ?

ସେ ଥିଲା ଗାଁର ପଢୁଆ ଝିଅ । ପାଠପଢାରେ ଆଗରେ ଥିଲା । ଆଶା ରଖିଥିଲା ପାଠପଢି ଗାଁର ନାଁ ରଖିବ । ହେଲେ ସବୁ କିଛି ଯେମିତି ଚୁରମାର୍ ହୋଇଗଲା । ବହୁ ଚର୍ଚ୍ଚିତ ରେଞ୍ଜ ରୋଭର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରାଙ୍କ ଥିଲା ଏଇ ସ୍ୱପ୍ନ । More

'ଜଳସେଚନର ସୁବିଧା ନାହିଁ ତ ଭୋଟ୍ ନାହିଁ'

ଜମିକୁ କେନାଲ ଜରିଆରେ ଜଳସେଚନର ସୁବିଧା କରିଥିବା କହୁଛନ୍ତି ସରକାର। ହେଲେ ବର୍ଷା ଅଭାବ ଓ ଜଳ ସେଚନର ଅବ୍ୟବସ୍ଥାରୁ ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷ ଜମି। ପାଣି ନପାଇ ଜମି ଫାଟି ଆଁ କରିଛି। More

ଅମ୍ବାଭୋନା ଥାନା ଆକ୍ରମଣ ପଛରେ ବିଧାୟକ ସୁଶାନ୍ତ ସିଂ: ମନମୋହନ ସାମଲ

ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍‌ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି । More