ସଂକ୍ଷେପରେ ଆଜିର ତାଜା ଖବର - Tuesday, 08 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦାଦନରୁ ଡାକ୍ତର ହେଲେ, ଦିବ୍ୟାଙ୍ଗ ବି ନିଟ୍ ପରୀକ୍ଷାରେ କମାଲ କଲେ

ଦାଦନରୁ ଡାକ୍ତରୀ ଛାତ୍ର ହୋଇଥିବା ରାୟଗଡାର କୃଷ୍ଣ ଅଟକା ଏବଂ ପିଲାଟି ଦିନରୁ ଦିବ୍ୟାଙ୍ଗ ଯନ୍ତ୍ରଣା ଭୋଗୁଥିବା ଢେଙ୍କାନାଳର ଅଶ୍ରୁମୋଚନ ନାୟକ । ଆସନ୍ତୁ ଜାଣିବା ସଫଳତାର ଦୁଇଟି ଭିନ୍ନ କାହାଣୀ । More

ହତ୍ୟା ନା ଆତ୍ମହତ୍ୟା; ହୋଟେଲ ରୁମ୍‌ରେ କେମିତି ହେଲା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ?

କଳ୍ପନା ଛକ ନିକଟ ହୋଟେଲ୍ ଦୀପାଲି ଇଣ୍ଟରନ୍ୟାସନାଲରୁ ମିଳିଥିଲା ଶୁଭଲକ୍ଷ୍ମୀ ମୃତଦେହ । ଇତିମଧ୍ୟରେ ଘଟଣାକୁ ୪ ଦିନ ବିତିଯାଇଛି । କିନ୍ତୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ହଟୁନି ସସପେନ୍ସ । More

ହୋଟେଲ୍‌ରେ ବଢ଼ିଲା ମିଲ୍ସ ରେଟ୍‌ ! ଟମାଟୋ ପଡ଼ିଲେ ରେଟ୍‌ ବଢ଼ିବ

ମେନୁରେ ଥରେ ରେଟ୍ ଲେଖାହେଲେ ତାକୁ ବଦଳାଇବା ମୁସକିଲ୍। ତେଣୁ ବିନା ଟମାଟୋ ନଚେତ୍ ଅଳ୍ପ ଟମାଟୋରେ ତିଆରି ହେଉଛି ଖାଦ୍ୟ। More

ଟାଟା ପାୱାରର ଭୁଲ ପାଇଁ ବଳି ପଡ଼ିଲେ କି କର୍ମଚାରୀ ?

ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା । କଂପାନୀକୁ ଦାୟୀ କରି ବର୍ଷିଲା ଉପଭୋକ୍ତା ମହାସଂଘ । More

ଅନାସ୍ଥାକୁ ବିରୋଧ କରି ଅଡ଼ୁଆରେ BJD ! ନବୀନଙ୍କ ସମଦୂରତ୍ୱ ନୀତିକୁ ଜାତୀୟ ସ୍ତରରେ କଟାକ୍ଷ

ଦିଲ୍ଲୀ ସର୍ଭିସ୍ ବିଲ୍‌କୁ ସମର୍ଥନ ପରେ ବିଜେଡିକୁ ଟାର୍ଗେଟ୍ । ବାଧ୍ୟବାଧକତା କହି ବିରୋଧୀଙ୍କ ସମାଲୋଚନା । More

ଅନାସ୍ଥାକୁ ନେଇ PMଙ୍କୁ ଘେରିଲେ ବିରୋଧୀ ! BJD କହିଲା ବହୁତ ଦେଇଛି, ବିରୋଧ କେମିତି କରିବୁ ?

ମଣିପୁର ପ୍ରସଙ୍ଗରେ ସଂସଦରେ ଆସ୍ଥା-ଅନାସ୍ଥାର ଲଢ଼େଇ । ଅନାସ୍ଥା ବିତର୍କରେ ଭାଗ ନେଇ ପିଏମଙ୍କୁ ଘେରିଲେ ବିରୋଧୀ । More

ଅପେକ୍ଷା କାଲି ସଂଧ୍ୟାକୁ; ଶ୍ରୀଜିଉଙ୍କ ସୁନ୍ଦର ମୁଖ ଦର୍ଶନର ସୁଯୋଗ ପାଇବେ ଭକ୍ତ

ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । More

ଗୋଡ଼ରେ ମାରିବା ସ୍ପ୍ରେ, ପାଟିରେ କୁନି ପୁଅ ମାରିଦେଲା ମାଆ ! ତା’ପରେ...

ଭୁଲ ଔଷଧ ପାଇଁ ଏବେ ଶିଶୁ ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । More

ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ More

ସ୍କୁଲ୍‌ରେ ବିଧାୟକଙ୍କ ଜନ୍ମଦିନ ପାଳନ ପରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ମହଙ୍ଗା ପଡ଼ିଲା ସ୍କୁଲ୍‌ରେ ବିଧାୟକଙ୍କ ଜନ୍ମଦିନ ପାଳିବା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଯାଜପୁର ଜିଲ୍ଲା ବଜ୍ରଗିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି।  More

ଖୁବ୍‌ଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

ଖୁବ୍‌ଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ। ବହୁ ପ୍ରତୀକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। More

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ବନକଲାଗି ନୀତି । More

ଏତେ ନିର୍ଦ୍ଦୟ ! କୁକୁର ଉପରେ ଶୁଝାଇଲେ ମଣିଷ ରାଗ, ନୃଶଂସ ଭାବେ ପିଟିଲେ...

ବୁଲା କୁକୁରକୁ ମାଡ଼ ମାରିବାରୁ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱର ସହିଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ଏହି ଘଟଣା ଘଟିଛି। More

ଶୋଇଥିଲେ ସ୍ୱାମୀସ୍ତ୍ରୀ, ଘରେ ପଶି ଉଭୟଙ୍କୁ ବ୍ଲେଡରେ କାଟି ପକାଇଲା ଦୁର୍ବୃତ୍ତ

ରାତି ଅଧରେ ନିଶାସକ୍ତ ଅବସ୍ଥାରେ ଘରେ ପଶିଲା.. ସ୍ୱାମୀ ସ୍ତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ କଲା.. ସ୍ୱାମୀ ଗୁରୁତର, ସ୍ତ୍ରୀଙ୍କ ଅବସ୍ଥା ସୁଧୁରୁଛି More

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ  ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଶପଥ ପାଠ କରାଇଛନ୍ତି। More

‘ମୁଁ ଦିବ୍ୟାଙ୍ଗ ହୋଇଥିବାରୁ କେହି ଝିଅ ଦେଉ ନାହାନ୍ତି, ଜୀବନ ସାଥୀଟିଏ ଖୋଜି ଦିଅନ୍ତୁ’

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଜବ ଆବେଦନ। ନିଜ ପାଇଁ ଏକ ଜୀବନସାଥୀ ଖୋଜିଦେବା ପାଇଁ ଦରଖାସ୍ତ ଲେଖି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ। More

Today Panchang 8th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି - ୮ମୀ ରାତ୍ରି ୦୩.୫୨ ଗତେ ୯ମୀ । ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ More

ଏଣିକି ଆଉ ଛାଡ଼ ନାହିଁ ! ଓଡ଼ିଆରେ ନାମଫଳକ ନଲେଖିଲେ ୨୫ ହଜାର ଟଙ୍କା ଯାଏ ଗଣିବେ ଫାଇନ୍‌

ଓଡ଼ିଆରେ ନାମଫଳକ ନ ଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଗଣିବାକୁ ପଡ଼ିବ। ଖାଲି ଏତିକି ନୁହେଁ କୋର୍ଟ ବି ଦୌଡ଼ିବାକୁ ପଡ଼ିବ। More

ରାଜଧାନୀରେ ଖେଳାଇଥାନ୍ତେ ଆତଙ୍କ; ପ୍ଲାନ୍‌ ଫେଲ୍‌ କରି ମାଡ଼ି ବସିଲା ସ୍ପେଶାଲ ସ୍କ୍ୱାର୍ଡ

କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ପଂଝାରେ ପଡିଛନ୍ତି ଚାରି ଜଣ ଦୁର୍ଦ୍ଦାନ୍ତ ଅପରାଧୀ। ଦୀର୍ଘ ଦିନ ହେଲା ଖୋର୍ଦ୍ଧାରେ ସକ୍ରିୟ ଥିବା ଏହି ଗ୍ୟାଙ୍ଗ ରାଜଧାନୀରେ ବଡ଼ ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିଲେ। More

ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବୁଣାକାର

ଆଜି ଜାତୀୟ ହସ୍ତତନ୍ତ ଦିବସ। ଦେଶର ସାମାଜିକ ଆର୍ଥିକ ଉନ୍ନତିରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜାତୀୟ ସ୍ତରରେ ଏହି ଦିବସ ପାଳନ ହୋଇ ଆସୁଛି।ତେବେ ହସ୍ତତନ୍ତକୁ ପେଶା କରି ଚଳୁଥିବା ଆମ ରାଜ୍ୟର ବୁଣାକାର ପରିବାର ଆଜିର ଦିନରେ କିଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଜାଣିବା.. More

ଭଲ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି, କହିଲା ASI

ସଂରକ୍ଷଣ ଦୃଷ୍ଟିରୁ ମରାମତି ନିହାତି ଦରକାର । ଯେତେଶୀଘ୍ର ନିର୍ଦ୍ଦେଶ ଆସିବ ସେତେଶୀଘ୍ର କାମ ହେବ କହିଲା ASI More

ଫେଲ୍ ମାରିଛି କି ମୋ ଘର ଯୋଜନା ? ହିତାଧିକାରୀଙ୍କ ଭିତରେ ବଢୁଛି ଅସନ୍ତୋଷ

ଫେଲ୍ ମାରିଛି କି ମୋ ଘର ଯୋଜନା ? ବାଲେଶ୍ୱରରେ ୧୭ ହଜାର ଆବେଦନକାରୀଙ୍କ ସ୍ଥାନରେ ମାତ୍ର ୩ । More

ସରକାରଙ୍କ ଫୋକସ୍‌ରେ ଯୁବପିଢି ! ଭୋଟ୍‌ ହାତେଇବାକୁ କଲେଜ୍‌ରେ ସ୍ପେଶାଲ ଡ୍ରାଇଭ୍‌ ଫନ୍ଦି?

ପ୍ରଥମ ଥର ଲାଗି ଅଭିନବ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି । More