/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691465136.jpg)
Today Panchang
ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି - ୮ମୀ ରାତ୍ରି ୦୩.୫୨ ଗତେ ୯ମୀ । ଘାତ ଚନ୍ଦ୍ର- ମେଷ ଅହୋରାତ୍ର । ଘାତବାର- ମକର । ପୁଷ୍କର ଦୋଷ- ୧ ପାଦ- କୃଷିହାନୀ- ଭୂମିଦାନ ରାତ୍ରି ୦୧.୩୩ ଗତେ ୨ ପାଦ-କୃଷି ଓ ବଂଶହାନୀ-ଭୂମି ଓ ତିଳକାଞ୍ଜନ ଦାନ ।
Advertisment
ଶୁଭ ସମୟ
ଦିବା ୦୮.୪୦ରୁ ୧୦.୩୫
ଦିବା ୦୧.୦୯ରୁ ୦୧.୨୮
ଦିବା ୦୪.୪୦ରୁ ୦୫.୨୫
ସନ୍ଧ୍ୟା ୦୬.୧୬ରୁ ୦୭.୦୧
ରାତ୍ରି ୦୧.୪୪ରୁ ୦୩.୧୪
ଅଶୁଭ ସମୟ
ଋାହୁକାଳ- ଦିବା ୦୩.୦୪ରୁ ୦୪.୪୦
କାଳବେଳା- ଦିବା ୦୧.୨୮ରୁ ୦୩.୦୪
ବାରବେଳା- ପ୍ରାତଃ ୦୭.୦୪ରୁ ୦୮.୪୦
କାଳରାତ୍ରି- ରାତ୍ରି ୦୭.୪୦ରୁ ୦୯.୦୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)