ସଂକ୍ଷେପରେ ଆଜିର ତାଜା ଖବର - Thursday, 06 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ; ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ ଏମିତିକି ଆଇ-ଡ୍ରପ୍କୁ ବି ବ୍ୟବହାର କରନ୍ତୁ ନାହିଁ । ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ । ସୁଇମିଂ ପୁଲ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ । More

+2 କଟ୍ ଅଫ୍ ତାଲିକା; ସବୁ ଷ୍ଟ୍ରିମରେ ଆଗରେ ରେଭେନ୍ସା, କାଲିଠୁ ପ୍ରଥମ ପର୍ଯ୍ୟାୟ ନାମଲେଖା

ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ତାଲିକା । ବିଜ୍ଞାନରେ ୯୧.୬୭% ସହ କଟକ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । ଦ୍ୱିତୀୟରେ ୯୦% ସହ ବାଲେଶ୍ୱର ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ୍ ଓ ୮୯% ସହ ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି । More

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ ! ଶଙ୍ଖଭବନରେ ତାଳିପକା ଉଦ୍ୟମ

ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ଜୋରଦାର ପ୍ରୟାସ ଶଙ୍ଖ ଦଳର ଏହି ପ୍ରୟାସ ଭିତରେ ପ୍ରଥମେ ପଡିଛି ସମ୍ବଲପୁରର ପାଳି । ନିକଟରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଦଳର ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗସ୍ତବେଳେ ଦେଖିବାକୁ ମିଳିଥିଲା ଗୋଷ୍ଠୀ ବିବାଦ । More

ଷ୍ଟାଚ୍ୟୁ ଲୋଟି ପଡିଥିଲା ଏବେ ଭୁଶୁଡିପଡିଲା କାନ୍ଥ, ବିଶ୍ୱର ୧ ନମ୍ବର ହକି ଷ୍ଟାଡିୟମର ନିର୍ମାଣ କାମକୁ ନେଇ ପ୍ରଶ୍ନ

ମାସେ ହେଲାଣି ସେମିତି ମାଟିରେ ଲୋଟି ପଡିଛି ସହରର ସବୁଠୁ ଆକର୍ଷଣ ଓ ସେଲଫି କର୍ଣ୍ଣର ପାଲଟିଥିବା ଏହି ପ୍ରତିମୂର୍ତ୍ତି। ଖାଲି ସେତିକି ନୁହେଁ, ଷ୍ଟାଡିୟମର ୬ ନମ୍ବର ଗେଟକୁ ଲାଗି ରହିଥିବା କାନ୍ଥରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି। ଫୁଟପାଥର ଅନେକ ସ୍ଥାନରେ ଟାଇଲ୍ ବି ଦବି ଗଲାଣି।  More

୧୮ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ: ବର୍ଷା ଅଭାବରୁ ଚାଷ କାର୍ଯ୍ୟରେ ଗୁରୁତର ବାଧା

ରାୟଗଡ଼ା, ମାଲକାନଗିରି ଓ ଗଜପତିରେ ଉଣା ଅଧିକେ ସବୁଠି ସମାନ ସ୍ଥିତି। କୋଉଠି ହାଲୁକା ବର୍ଷା ପରେ ଏବେ ଏବେ ଜମି ହଳ ହେଉଛି ତ କେଉଁଠି ଖରାରେ ତଳି ଶୁଖି ଜଳିଗଲାଣି। ଆଗକୁ ଭଲ ବର୍ଷା ନହେଲେ, ଚାଷକୁ ଆଉ ଚାଷୀର ଭରସା ପାଉନି। More

DN Groupରେ ୩୬ ଘଣ୍ଟା ହେଲା ଚାଲିଛି ରେଡ୍, ତଥାପି ସରିବାର ନାଁ ଧରୁନି...!

୩ ଟ୍ରଙ୍କ ଟଙ୍କା ଉପରୁ ଫିଟୁନି ରହସ୍ୟ, ଚାଲିଛି ଆୟକର ଖୋଳତାଡ଼ । DN GROUPର ଥାର୍ଡ ଫ୍ଲୋର ଲିଙ୍କ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ । More

ଭାତ କି ରୁଟି ନୁହଁ; ବରଂ ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ

ଲକ୍ଷ୍ମୀପ୍ରିୟା ଏବେ ଚତୁର୍ଭୁଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ। ବଡ଼କଥା ହେଉଛି ଆଜି ପର୍ଯ୍ୟନ୍ତ ସେ କେବେ ଭାତ କି ରୁଟିର ଧାର ଧରିନାହାନ୍ତି। ଏପଟେ ସ୍କୁଲରେ ମଧ୍ୟାନ୍ନ ଭୋଜନରେ ମଧ୍ୟ ସେ ଭାତ ଖାଉନଥିବାରୁ ତାଙ୍କ ପାଇଁ ମୁଢ଼ିର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। More

୨୦୨୪ ପାଇଁ ଗୌହାଟୀରେ ହେଲା ପ୍ଲାନ୍‌; ଓଡ଼ିଶାରେ ହେବ ଇମ୍ପଲିମେଣ୍ଟ… !

ବିଜେପି ଫୋକସରେ ୨୪ ସାଧାରଣ ନିର୍ବାଚନ । ପୂର୍ବାଂଚଳ ରାଜ୍ୟ ଗୁଡିକରୁ ଅଧିକ ସିଟ୍ ଜିତିବାକୁ ଆରମ୍ଭ ହେଲା ଷ୍ଟ୍ରାଟେଜି । କେନ୍ଦ୍ରରେ ହାଟ୍ରିକ୍ ବିଜୟ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । More

ବୟସ ସାଜିପାରିନି ବାଧକ : ୫୦ ବର୍ଷରେ ବି ଷ୍ଟଣ୍ଟ କରି ଦେଖାଉଛନ୍ତି କମାଲ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଶିଆଡିହି ଗ୍ରାମର ୫୦ ବର୍ଷୀୟ ପ୍ରଶାନ୍ତ କୁମାର ବେହେରା । ଗାଁର ଅଧିକାଂଶ ଲୋକ ତାଙ୍କୁ ଷ୍ଟଣ୍ଟ୍ ମ୍ୟାନ ଭାବେ ଜାଣନ୍ତି । ନିଜ ସାଇକେଲରେ ବାଇକର ବିଭିନ୍ନ ଯନ୍ତ୍ରାଂଶ ଲଗାଇ ବାଇକର ରୂପ ଦେଇଛନ୍ତି । ପ୍ରଶାନ୍ତଙ୍କ ଏହି ଦୁଃସାହସିକ ଷ୍ଟଣ୍ଟ ଦେଖିବାକୁ ଦର୍ଶକଙ୍କ ଭିଡ଼ ବି ଲାଗୁଛି । More

୧୮ ବର୍ଷ ପରେ ମିଳିଲା ସ୍ତ୍ରୀ...ପୁଣି ମନ୍ଦିରରେ ହେଲା ବାହାଘର

ବର୍ଷ ପରେ ବର୍ଷ ବିତିଯାଇଥିଲା ହେଲେ ପୁରା ପରିବାର ଉର୍ମିଳାଙ୍କୁ ଖୋଜି ନୟାନ୍ତ ହୋଇଥିଲେ । ନିଖୋଜର ୧୨ ବର୍ଷ ବିତିଯାଇଥିବାରୁ ଶେଷରେ ଗାଁ ପୂଜକଙ୍କ ପରାମର୍ଶ କ୍ରମେ ଶୁଦ୍ଧିକ୍ରିୟା ପାଇଁ ଯୋଜନା କଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଉର୍ମିଳାଙ୍କୁ ଏବେ ତାଙ୍କ ପରିବାର ଲୋକେ ପାଇଛନ୍ତି । More

ମାଆ ଚାଲିଗଲା, ବାପା ନିଖୋଜ...ଫଟୋ ଧରି କାନ୍ଦୁଛନ୍ତି ଭାଇ-ଭଉଣୀ

ବାପା ଘରୁ ଯାଇଛନ୍ତି ଯେ ଯାଇଛନ୍ତି । ମାସେ ହେଲା ସାଇକେଲ ନେଇ କେଉଁ ଆଡେ ଚାଲିଯାଇଛନ୍ତି ଯେ ଆଉ ଘରକୁ ଫେରୁନାହାନ୍ତି । ଏଣେ ଛୁଆ ଦୁଇଟା ବିକଳ ହୋଇ ସବୁଆଡ଼େ ଖୋଜି ଖୋଜି ନୟାନ୍ତ ହେଲେଣି । ପେଟକୁ ଦାନା ଖଣ୍ଡେ ଦେବା ପାଇଁ ଝିଅଟି ପର ଘରେ ମୂଲ ଲାଗିଲାଣି । ଏବେ ଖାଲି କାନ୍ଦିବା ଛଡା ସେମାନଙ୍କ ପାଖରେ ଆଉ ଯେମିତି କିଛି ଚାରାନାହିଁ । More

ଆଶ୍ଚର୍ଯ୍ୟ ! କ୍ଷୀର ପିଉଛି ପଥର ବୃଷଭ

ଗଛ ମୂଳରେ ପୂଜା ପାଉଛନ୍ତି ମହାଦେବ । ପାଖରେ ରହିଛି ଏକ ପଥର ନିର୍ମିତ ବୃଷଭ । ସନ୍ଧ୍ୟା ସମୟରେ ପୂଜା କରୁଥିବା ଜଣେ ମହିଳା ପଥର ବୃଷଭ ନିକଟରେ ଆଞ୍ଜୁଳିରେ ପାଣି ଦେଇଥିଲେ । ଆଉ କିଛି ସମୟ ମଧ୍ୟରେ ପାଣି ସରି ଯାଇଥିଲା More

ମେଡିକାଲ ବାରଣ୍ଡାରେ ପଚୁଛି ଶବ !

ଆନନ୍ଦପୁର ମେଡିକାଲ ବାରଣ୍ଡାରେ ଗତକାଲିଠାରୁ ପଡ଼ି ରହିଛି ଯୁବକଙ୍କ ଶବ । More

CMO ଏବେ କରପସନ୍ ମୋବିଲାଇଜେସନ ଅଫିସ୍: ବିଜେପି

ଡିିଏନ କମ୍ପାନୀ ଉପରେ ଆଇଟି ରେଡ୍ ପ୍ରସଙ୍ଗକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ। ବ୍ୟବସାୟୀଙ୍କ ସହ ତୃତୀୟ ମହଲାର ସଂପର୍କ ରହିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। More

ପ୍ରକାଶ ପାଇଲା +୨ ପ୍ରଥମ କଟ୍‌ଅଫ୍‌ ମାର୍କ; ଜାଣନ୍ତୁ କେଉଁ କଲେଜ୍‌ରେ କେତେ ?

କଳା, ବିଜ୍ଞାନ ଓ ବାଣିଜ୍ୟ କଟ୍‌ଅଫ୍‌ ମାର୍କରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି । More

ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ

ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ ହୋଇଛି । More

ଭେଳିକି ସାଜିଛି CMC ର ୨୪ ଘଣ୍ଟିଆ କଲ୍ ସେଣ୍ଟର୍

ଫୋନ କଲରେ ହେବ ସମସ୍ୟାର ସମାଧାନ । ତୁରନ୍ତ ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରିବେ ସିଏମସି ଅଧିକାରୀ। ଆଉ ଏଥିପାଇଁ ସିଏମସି ପକ୍ଷରୁ ଖୋଲାଯାଇଛି ୨୪ ଘଣ୍ଟିଆ କଲ୍ ସେଣ୍ଟର। ହେଲେ କଲ୍ କରି କରି ଲୋକେ ନିରାଶ ହେଉଛନ୍ତି ପଛେ ସିଏମସି କର୍ମଚାରୀଙ୍କ ଦେଖା ଦର୍ଶନ ମିଳୁନି... More

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ,ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା । More

ଗୌହାଟୀରେ ବିଜେପିର ବଡ଼ ବୈଠକ, ଫୋକସରେ ରହିଛି ଓଡ଼ିଶା

ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳ ରାଜ୍ୟକୁ ନେଇ ମାନସମନ୍ଥନ । ଆଜି ଗୌହାଟୀରେ ବିଜେପିର ବଡ଼ ବୈଠକ, ଫୋକସରେ ରହିଛି ଓଡ଼ିଶା । More

ସିଡ୍‌ ବଲ୍‌ କ୍ୟାମ୍ପେନ୍‌: 'ଘଞ୍ଚ ଅରଣ୍ୟ ସୃଷ୍ଟି କରିବ ବିହନଯୁକ୍ତ ମାଟି ଗୋଳା'

ବିଦ୍ୟାର୍ଥୀମାନେ ବିଭିନ୍ନ ବୃକ୍ଷର ବିହନକୁ ମାଟି ଗୋଳା ମଧ୍ୟରେ ଭର୍ତ୍ତି କରି  ଛୋଟ ଛୋଟ ବଲ୍‌ ପ୍ରସ୍ତୁତ କରିଥିଲେ More

କାଲିଠୁ OJEE କାଉନସେଲିଂ; କ୍ୟାରିୟରକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

OJEE ରେଜଲ୍ଟ ପ୍ରକାଶନକୁ ମାସେ ପୁରିଲା । ହେଲେ ଆସନ୍ତାକାଲିଠାରୁ ଆରମ୍ଭ ହେବ କାଉନ୍ସେଲିଂ । More

MKCG ର ବିକଳ ଚିତ୍ର; ସକାଳେ ଲାଇନ୍ ଦେଲେ ସନ୍ଧ୍ୟାରେ ମେଡିସିନ୍

ସକାଳୁ ସନ୍ଧ୍ୟା ଯାଏଁ ଭିଡ଼ ଏମିତି ଯେ, ବୃଦ୍ଧ, ମହିଳା କିମ୍ବା ରୋଗୀଟିଏ ଯଦି ଔଷଧ ପାଇଁ ଅପେକ୍ଷା କଲା, ତେବେ କଥା ସରିଲା । ଏ ସ୍ଥିତି ଦିନ ଅଧର ନୁହେଁ, ସବୁ ଦିନିଆ । More

ଏତେ ଉତ୍ପାଦନ ହେଉଛି, ରେଟ୍‌ କାହିଁକି ବଢୁଛି ?

ଦେଶ ତୁଳନାରେ ଓଡ଼ିଶା ଖାଉଟିଙ୍କୁ ୟୁନିଟ୍ ପିଛା ଦେବାକୁ ପଡୁଛି ଅଧିକ ୭୯ ପଇସା । More

DN ଗ୍ରୁପରେ ଇନକମ୍ ଟ୍ୟାକ୍ସ ରେଡ୍, କର୍ମଚାରୀଙ୍କ ଘରୁ ମିଳିଲା ୩ ଟ୍ରଙ୍କ ନଗଦ ଟଙ୍କା

ତେବେ କେଉଁଠି ଲାଗିଛି କେତେ ଟଙ୍କା ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ? More