ସଂକ୍ଷେପରେ ଆଜିର ତାଜା ଖବର - Wednesday, 05 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସିଡ୍‌ ବଲ୍‌ କ୍ୟାମ୍ପେନ୍‌: 'ଘଞ୍ଚ ଅରଣ୍ୟ ସୃଷ୍ଟି କରିବ ବିହନଯୁକ୍ତ ମାଟି ଗୋଳା'

ବିଦ୍ୟାର୍ଥୀମାନେ ବିଭିନ୍ନ ବୃକ୍ଷର ବିହନକୁ ମାଟି ଗୋଳା ମଧ୍ୟରେ ଭର୍ତ୍ତି କରି  ଛୋଟ ଛୋଟ ବଲ୍‌ ପ୍ରସ୍ତୁତ କରିଥିଲେ More

କାଲିଠୁ OJEE କାଉନସେଲିଂ; କ୍ୟାରିୟରକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

OJEE ରେଜଲ୍ଟ ପ୍ରକାଶନକୁ ମାସେ ପୁରିଲା । ହେଲେ ଆସନ୍ତାକାଲିଠାରୁ ଆରମ୍ଭ ହେବ କାଉନ୍ସେଲିଂ । More

MKCG ର ବିକଳ ଚିତ୍ର; ସକାଳେ ଲାଇନ୍ ଦେଲେ ସନ୍ଧ୍ୟାରେ ମେଡିସିନ୍

ସକାଳୁ ସନ୍ଧ୍ୟା ଯାଏଁ ଭିଡ଼ ଏମିତି ଯେ, ବୃଦ୍ଧ, ମହିଳା କିମ୍ବା ରୋଗୀଟିଏ ଯଦି ଔଷଧ ପାଇଁ ଅପେକ୍ଷା କଲା, ତେବେ କଥା ସରିଲା । ଏ ସ୍ଥିତି ଦିନ ଅଧର ନୁହେଁ, ସବୁ ଦିନିଆ । More

ଏତେ ଉତ୍ପାଦନ ହେଉଛି, ରେଟ୍‌ କାହିଁକି ବଢୁଛି ?

ଦେଶ ତୁଳନାରେ ଓଡ଼ିଶା ଖାଉଟିଙ୍କୁ ୟୁନିଟ୍ ପିଛା ଦେବାକୁ ପଡୁଛି ଅଧିକ ୭୯ ପଇସା । More

DN ଗ୍ରୁପରେ ଇନକମ୍ ଟ୍ୟାକ୍ସ ରେଡ୍, କର୍ମଚାରୀଙ୍କ ଘରୁ ମିଳିଲା ୩ ଟ୍ରଙ୍କ ନଗଦ ଟଙ୍କା

ତେବେ କେଉଁଠି ଲାଗିଛି କେତେ ଟଙ୍କା ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ? More

ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବିଜେପି କରୁଛି ବ୍ଲୁ-ପ୍ରିଣ୍ଟ

ବିଜୟର ମନ୍ତ୍ର ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ରାଜ୍ୟ ବିଜେପିର ପୂରା ଟିମ୍ ଗୌହାଟୀ ଯାଇଛି। More

ମାଇକ୍ରୋ ଫାଇନାନ୍ସ କଂପାନୀଙ୍କ ଜୁଲମ ପାଇଁ ବଢୁଛି କି ଆତ୍ମହତ୍ୟା ?

ଚିଟ୍‌ଫଣ୍ଡ ପରେ ମାଇକ୍ରୋ ଫାଇନାନ୍ସ କଂପାନୀ । ସହରଠୁ ଗାଁ, ଛତୁ ଫୁଟିଲା ଭଳି ଖୋଲିଲାଣି ମାଇକ୍ରୋ ଫାଇନାନ୍ସ ଅଫିସ୍ । ଋଣ ଦେଉଛନ୍ତି, ଜୋର ଜବରଦସ୍ତ ସୁଧ ଆଦାୟ କରୁଛନ୍ତି । More

ମନ୍ତ୍ରୀଙ୍କ ଘରକୁ ଟମାଟୋ ଓ ଭେଣ୍ଡି ମାଡ଼

ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରତିବାଦରେ ବୁଧବାର ଛାତ୍ର କଂଗ୍ରେସ କର୍ମୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। More

'ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସ କୋଡ୍‌'

କାଳିଆ ଦର୍ଶନ ପାଇଁ ଯାଉଥିବା ମହିଳା ମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ । ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ବି ପିନ୍ଧିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। More

5T ସଚିବଙ୍କୁ ଅଣ୍ଡାମାଡ଼ ପରେ ବୌଦ୍ଧରେ ମିଳୁନି ଅଣ୍ଡା

ପରିସ୍ଥିତି ଏଭଳି ହୋଇଛି ଯେ ଘରପାଇଁ ଅଣ୍ଡା କଣିବାକୁ ଆସିଥିବା ଅନେକ ଲୋକ ଏ ଦୋକାନରୁ ସେ ଦୋକାନ ଘୁରିବୁଲି ଅଣ୍ଡା ନପାଇ ହତାଶ ହୋଇ ଘରକୁ ଫେରୁଥିବା ଦେଖାଯାଇଛି। More

କାଲି ସୋନପୁର, ଆଜି ବୌଦ୍ଧ; ପୁଣି 5T ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼ !

ବୌଦ୍ଧ କଚେରୀ ଛକ ନିକଟରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଛି । More

ଛାତରୁ ଖସୁଛି ପ୍ଲାଷ୍ଟର୍‌, ହେଲମେଟ ପିନ୍ଧି ଚିକିତ୍ସା କରୁଛନ୍ତି ଡାକ୍ତର

ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଅଜବ ଦୃଶ୍ୟ, ଡାକ୍ତରଙ୍କ ମୁଣ୍ଡରେ ହେଲେମେଟ୍‌.. More

ଫୁଲବାଣୀରେ ଚାଞ୍ଚଲ୍ୟ, ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା

ମୃତକ ଖିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମର, ହତ୍ୟାର କାରଣ ଅସ୍ପଷ୍ଟ More

ବ୍ୟବସାୟିକ ପ୍ରତିଷ୍ଠାନ 'ଡିଏନ୍ ଗ୍ରୁପ' ଉପରେ ଆଇଟି ରେଡ୍

ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ସୂଚନା More

ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ଦମ୍ପତି, ଉଦ୍ଧାର କରି ହସ୍ପିଟାଲ୍‌ ନେଲେ ବ୍ରହ୍ମଗିରି ବିଧାୟକ...

ମାନବିକତା ଦେଖାଇଲେ ବ୍ରହ୍ମଗିରି ବିଧାୟକ। ବାଇକ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦମ୍ପତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇ ଥିଲେ ବିଧାୟକ। More

ସମୁଦ୍ରକୂଳରେ ଚାଲିଛି ଦେହ ବ୍ୟବସାୟ ! ଗ୍ରାହକଙ୍କ ଠାରୁ ୫୦୦ରୁ ୫,୦୦୦ ଟଙ୍କା ଯାଏ ଡିଲ୍...

ବେଳାଭୂମିରେ ଦେହଜୀବୀଙ୍କ ଦଲାଲମାନେ ଛୋଟ ଛୋଟ କୁଡ଼ିଆ ଘର କରି ଦେହ ବ୍ୟବସାୟ ଚଳାଇଛନ୍ତି। ଖାଲି ଏତିକି ନୁହେଁ ଗ୍ରାହକଙ୍କଠାରୁ ୫ ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୁଲଚାଲ ମଧ୍ୟ କରାଯାଉଛି।  More

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ !

ଘୂର୍ଣ୍ଣିବଳୟ  ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିପାରେ। ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। More

ନବୀନଙ୍କ ୨୩ ବର୍ଷର ଶାସନରେ ଓଡ଼ିଶା ଏବେ କେଉଁଠି? ସରକାରଙ୍କୁ ବର୍ଷି ଉତ୍ତର ରଖିଲେ ବିଜେପି ନେତା

ରାଜ୍ୟରେ ମଦ ବିକ୍ରି ବଢୁଥିବା ଏବଂ ୩୦ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଇଥିବା ଦର୍ଶାଇ ଓଡ଼ିଶାର ପ୍ରକୃତ ସ୍ଥିତି କଣ ବୋଲି ଆକଳନ କରିବାକୁ କହିଛନ୍ତି ଅନୀଲ। More

ଥମୁନି ଶ୍ରୀଜଗନ୍ନାଥଙ୍କ ନାଁରେ ଠକେଇ: ‘ଉତ୍ସବ’ ପରେ ମାତିଛି ‘ଶାଲିଗ୍ରାମ ଶାଳ’ ମୋବାଇଲ୍ ଆପ୍

ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ କରୁଛି ମହାଲୁଟ୍। ପୂଜା, ହୋମଯଜ୍ଞ, ବ୍ରାହ୍ମଣ ଭୋଜନ ଆଦି ନାଁରେ ଅନଲାଇନରେ ବିଜ୍ଞାପନ ଦେଇ ଚଢ଼ା ଦାମ୍ ରେ ଚଳାଇଛି ଚଳାଇଛି ଚିଟିଂ। ଭଲ କରି ଦେଖନ୍ତୁ ସେହି ଶାଲିଗ୍ରାମ୍ ଡଟ୍ କମ୍ ନାଁରେ ଖୋଲିଥିବା ୱେବସାଇଟକୁ। More

ଭୁଲ୍ ସିଗନାଲିଂ ପାଇଁ ଘଟିଗଲା ବାହାନଗା ଟ୍ରେନ୍ ଟ୍ରାଜେଡି, ତଦନ୍ତ ରିପୋର୍ଟରେ ମାନବୀୟ ତ୍ରୁଟି

ଗୋଟିଏ ନୁହେଁ ସିଗନାଲିଂ ଓ ଟେଲି କମ୍ୟୁନିକେଶନ୍ ବିଭାଗର ବିଭିନ୍ନ ସ୍ତରରେ ଥିବା ତ୍ରୁଟିର ବି ଉଜାଗର କରିଛି ଏହି ରିପୋର୍ଟ More

MKCG ବନାମ VIMSAR ! ‘ୟୁଫୋରିଆ’ ବେଳେ ଦୁଇ ଡାକ୍ତର ଛାତ୍ରଗୋଷ୍ଠୀ ମଧ୍ୟରେ ମାରପିଟ୍‌

ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ । More

ACF ସୌମ୍ୟ ମୃତ୍ୟୁ ମାମଲା; ପତ୍ନୀ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି

ପୂର୍ବରୁ ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିଲେ । ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୋଲିସ ଯାଇଥିଲେ ବି ବିଦ୍ୟାଭାରତୀଙ୍କୁ ପୋଲିସ ପାଇନଥିଲା । More