ସଂକ୍ଷେପରେ ଆଜିର ତାଜା ଖବର - Saturday, 29 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସାପକୁ ଧରି ମେଡିକାଲରେ ପହଞ୍ଚିଲେ ମହିଳା ରୋଗୀ

ସାପ କାମୁଡ଼ାରେ ଗୁରୁତର ଥିବା ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର More

ନକ୍ସଲଙ୍କୁ ବଟି ଦେଉଛନ୍ତି ବିଜେଡି ନେତା, ଟ୍ରକ ମାଲିକ ସଂଘର ଅଭିଯୋଗ ପରେ ତଦନ୍ତ ଦାବି କଲେ ବିରୋଧୀ

ବିଜେଡି ନେତାଙ୍କର ଯେ କେତେ ରୂପ ତାହା ଗୃହ ମନ୍ତ୍ରୀଙ୍କୁ ପଚାରିଲେ ଜଣାପଡ଼ିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ। More

ରଂଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। More

ସଂଜୟ ଦାସବର୍ମାଙ୍କୁ ନବୀନ ନିବାସ ଡାକି ଟିକଟ୍ ଅଫର ଚର୍ଚ୍ଚା

ଦୁଇ ବର୍ଷ ହେବ ଅଲୋଡ଼ା ସଞ୍ଜୟ ଏବେ କାହିଁକି ଲୋଡ଼ା ପଡ଼ିଲେ? କିଛି ପ୍ୟାଚ୍ ଅପ୍ ପାଇଁ ଉଦ୍ୟମ ହେଉଛି କି ? କେବଳ ଦଳ ନୁହେଁ ରାଜ୍ୟ ରାଜନୀତିରେ ବି ଏସବୁ ପ୍ରଶ୍ନକୁ ନେଇ ନାନା କଳ୍ପନାଜଳ୍ପନା। ତାର କାରଣ ବି କିଛି ରହିଛି। More

ଖୋଲୁଛି କଟକର ଭଣ୍ଡ ମୌଲାନାର କଳା କାରନାମା : ସୁନା ଇଟା ନାଁରେ ଯୁବକଙ୍କୁ ୫ ଲକ୍ଷ ଠକେଇ

ହୀରା ବ୍ୟବସାୟ ନାଁରେ କଟକର ମହିଳାଙ୍କୁ ୧୫ ଲକ୍ଷର ଚୂନା । ଥାନାରେ ଆଉ ଦୁଇ ମାମଲା ପରେ ପୋଲିସର ତନାଘନା । More

ସମ୍ବଲପୁର ହିଂସା: ଗୁଇନ୍ଦା ରିପୋର୍ଟକୁ ଅଣଦେଖା; OTV ହାତରେ ଚାଞ୍ଚଲ୍ୟକର ଡକ୍ୟୁମେଣ୍ଟ  

ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ। ୧୨ରେ ହିଂସା ଘଟିଥିବା ବେଳେ ୧୧ରେ ଚିଠି କରିଥିଲେ ଗୁଇନ୍ଦା ଏସପି। More

ଆସିବ କି ଖରାଦିନିଆ ବାତ୍ୟା ? ମେ' ପ୍ରଥମ ସପ୍ତାହରୁ ଆସୁଛି ଲଘୁଚାପ

ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ପ୍ରାକ୍ ମୌସୁମୀ ସମୟର ମେ ଓ ମୌସୁମୀ ପରବର୍ତ୍ତୀ ନଭେମ୍ବର ମାସ ହେଉଛି ବାତ୍ୟାର ସବୁଠୁ ପ୍ରକୃଷ୍ଟ ସମୟ। ଏପରିକି ମେ ରେ ଫନି, ୟଶ, ଅମ୍ପନ ଭଳି ବାତ୍ୟା ରାଜ୍ୟକୁ ଲଗାତର ଭାବେ ପ୍ରଭାବିତ କରିଛି। More

JEE ମେନ୍‌ ରେଜଲ୍ଟ ପ୍ରକାଶ: ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିବେ, ସେମାନେ ସେମାନଙ୍କର ରେଜଲ୍ଟ କେମିତି ଜାଣିବେ.... More

ଟ୍ରାକ୍‌କୁ ଫେରୁଛି ଅଜିଙ୍କ୍ୟ ରାହାଣେଙ୍କ କ୍ୟାରିଅର୍‌

ଅଜିଙ୍କ୍ୟ ରାହାଣେଙ୍କ ୨.୦ ଅବତାରକୁ ନେଇ ଏବେ ବେଶ୍ ଚର୍ଚ୍ଚା। ସେ ଆଇପିଏଲ୍ ୨୦୨୩ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଥିବା ବେଳେ ନିକଟରେ ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍ ପାଇଁ ୧୫ ମାସର ବ୍ୟବଧାନ ପରେ ଭାରତୀୟ ଟେଷ୍ଟ୍‌ ଟିମ୍‌ରେ ସ୍ଥାନ ପାଇଛନ୍ତି। ଏବେ ଟ୍ରାକ୍‌କୁ ଫେରୁଛି ରାହାଣେଙ୍କ କ୍ୟାରିଅର। More

ତାଳଚେରରେ ବଡଧରଣର ଜିଏସଟି ଚଢାଉ

ଅନୁଗୁଳ ଓ କଟକ ଡିଭିଜନ ଜିଏସଟିର ମିଳିତ ଚଢାଉ More

ରାସନ୍ କାର୍ଡଧାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଉଳ ହଡପ୍, ଗରିବ ଦୁଃଖ ବୁଝିବ କିଏ ?

ପିଡିଏସ୍ ବଣ୍ଟନରେ ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଯୋଗୁଁ ହଇରାଣ ହେଉଛନ୍ତି ବିପିଏଲ୍ ହିତାଧିକାରୀ । More

ନୂଆ କରିବେ କହି ପୁରୁଣା ଭାଙ୍ଗିଦେଲେ, ନା ଛିଡ଼ା ହେବା ପାଇଁ ଛାଇ ଟିକେ ଅଛି ନା ବସିବା ପାଇଁ ଜାଗା...

ନବୀକରଣ ନାଁରେ ଭାଙ୍ଗି ଦେଲେ ପୁରୁଣା ବସ୍‌ଷ୍ଟାଣ୍ଡ। ହେଲେ ଏଯାଏ ନୂଆ ବସ୍‌ଷ୍ଟାଣ୍ଡ କାମ ଆରମ୍ଭ ହୋଇପାରୁନି। ଡହ ଡହ ଖରାରେ ହନ୍ତସନ୍ତ ଯାତ୍ରୀ। ନା ଛିଡ଼ା ହେବା ପାଇଁ ଛାଇ ଟିକେ ଅଛି ନା ବସିବା ପାଇଁ ଜାଗା ଟିକେ ଅଛି। ପୁରୁଣା ବସ୍‌ଷ୍ଟାଣ୍ଡ ଭାଙ୍ଗିବା ପରେ କେନ୍ଦ୍ରାପଡ଼ା ବସ୍‌ଷ୍ଟାଣ୍ଡରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।  More

ଶନିଙ୍କ ବିପରିତ ଗତି ଯୋଗୁଁ ୫ ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଆସିବ ବଡ଼ ସଂକଟ

ଲୋକେ ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅତି ନିଷ୍ଠାର ସହ ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି । More

Today Panchang 29th April 2023: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ସଜେଇ ହେଉଛି ରାଷ୍ଟ୍ରପତିଙ୍କ ଗାଁ, ରାତାରାତି ତିଆରି ହେଉଛି ରାସ୍ତା...

ବଦଳୁଛି ଗାଁର ରୂପରେଖ, ମାଟି ରାସ୍ତା ହେଉଛି ପିଚୁ । ମେ ୪ ତାରିଖରେ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ । More

ମାଡ଼ି ଆସୁଛି କାଳବୈଶାଖୀ, ଏହି ସବୁ ଜିଲ୍ଲାରେ ନିର୍ଧୁମ ବର୍ଷିବ

ରାଜ୍ୟରେ ଆଜି ବି କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ୧୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । More

ସମ୍ବଲପୁର ହିଂସା: ହିନ୍ଦୁ ସମାଜ ପ୍ରତି ଅତ୍ୟାଚାର ବଢୁଛି କହିଲେ ଧର୍ମେନ୍ଦ୍ର

ସମ୍ବଲପୁର ହିଂସାକୁ ନେଇ ଥମୁନି ବିବାଦ। ଏଥିପାଇଁ କିଏ କରିଥିଲା ଷଡ଼ଯନ୍ତ୍ର? ପୋଲିସ, ଗୁଇନ୍ଦା, ଓ ପ୍ରଶାସନିକ ବିଫଳତା ଦାୟୀ କି? More

ଆତଙ୍କ ଦୁନିଆରୁ ଫେରିଆସିଲେ ୬ ଓଡ଼ିଆ, ବଖାଣିଲେ ଅଙ୍ଗେଲିଭା କଥା

ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି। More

ଗୁପ୍ତଧନ ଆଳରେ ତନ୍ତ୍ରବିଦ୍ୟାର ମିଛ ନାଟକ: କଟକରେ ଭଣ୍ଡ ମୌଲାନା ଗିରଫ

ମହଙ୍ଗା ପଡ଼ିଲା ତନ୍ତ୍ରବିଦ୍ୟାର ମିଛ ନାଟକ...ଭାଣ୍ଡାଫୋଡ୍ ହେଲା ଗୁପ୍ତଧନ ନାଁରେ କଳା ବେପାର। ବିଡ଼ା ବିଡ଼ା ଟଙ୍କା ଆଉ ମାଳ ମାଳ ମୋବାଇଲ।କେବଳ ଟଙ୍କାକି ମୋବାଇଲ ନୁହଁ। ନାମୀ ଦାମୀ ଗାଡ଼ି ଚଢ଼ୁଥିଲେ ମୌଲାନା କୈଫି ଖାନ୍। More

ଝାରସୁଗୁଡ଼ା ଉପନିର୍ବାଚନ: କାହା ପାଖକୁ ଯିବ ଆଦିବାସୀ ଓ ଅଘରିଆ ଭୋଟ୍ ?

କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକଙ୍କୁ ଧରି ବିଜେଡି ଆଦିବାସୀ ଭୋଟ୍ ନେବାକୁ ରଣନୀତି କରିଛି। ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କୁ ବିଜେପି ସାମିଲ କରି ଆଦିବାସୀ ଭୋଟ ନେବାକୁ ଉଦ୍ୟମ କରିଛି। More

ନ୍ୟାୟ ମିଳିବା କଥା ଯାହା କହୁଛନ୍ତି, ଭଗବାନ ଅଛନ୍ତି: ଦୀପାଳି ଦାସ

ବାପା ତ ଚାଲିଗଲେ, ତାଙ୍କୁ ତ ଆଉ ଫେରାଇ ଆଣି ହେବନି। କାରଣ ଯାହା ବି ଥାଉ, ଏହା ବିଧିର ବିଧାନ ଥିଲା... More