ସଂକ୍ଷେପରେ ଆଜିର ତାଜା ଖବର - Tuesday, 18 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ତୁଟିବ କି ମହାନଦୀ ଜଳ ବିବାଦ ? ୫ ବର୍ଷ ପରେ କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ଟିମ୍

ଫିଟିବ କି ଓଡିଶା-ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ବାଟ? ପୁଣି ତାଜା ହେଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ। More

ଲୁଣରେ ପୋତିଦେଲେ ସତରେ କ’ଣ ବଞ୍ଚିଯାଏ ମୃତ ଶିଶୁ ?

ଦେଢ଼ ବର୍ଷିୟ ପିଲାର ମୃତଦେହକୁ ଘେରି ରହିଛନ୍ତି ପରିବାର ଲୋକେ । ମୁଣ୍ଡକୁ ଛାଡ଼ି ବେକରୁ ପାଦ ଯାଏଁ ପୋତି ଦିଆଯାଇଛି ଲୁଣରେ। ଆଉ ତାହାରି ଚାରିକଡ଼େ ଅପେକ୍ଷାରତ ସମ୍ପର୍କୀୟ । ସମସ୍ତଙ୍କ ମନରେ ଆଶା, ହୁଏତ ପିଲାଟି ବଞ୍ଚିଯିବ, ମରଣଶେଯରୁ ଉଠି ଆସିବ । More

Breaking: ବଢ଼ିଲା ଛୁଟି ! ୧୯ ଓ ୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଥିଲା । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା । More

ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ VHPର ବନ୍ଦ ଡାକରା

ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । More

ସାରା ରାଜ୍ୟରେ ଲାଗିରହିିଛି ନିଆଁ ବର୍ଷା, ୪୨ ଡିଗ୍ରୀ ତାତିରେ ସିଝିଲେ ରାଜଧାନବାସୀ

୨୧ ଯାଏଁ ନିଦାଘରୁ ନିସ୍ତାର ନାହିଁ: ପାଣିପାଗ ବିଭାଗ । ଅସହ୍ୟ ଗୁଳୁଗୁଳିରେ ଡାକ୍ତରଖାନାରେ ଛଟପଟ ରୋଗୀ, ସଂପର୍କୀୟ । More

ଆମ ଛାଇ ଦେଖି ଡରୁଛନ୍ତି ରାଜ୍ୟ ସରକାର କହିଲେ ମନମୋହନ

ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ସୁରେଶ ପୂଜାରୀଙ୍କ ଧମକ । ୪ ଦିନ ପରେ କର୍ଫ୍ୟୁ ହଟାଇବାକୁ ସାହସ ଜୁଟାଇପାରୁନି ପ୍ରଶାସନ । ଜିଲ୍ଲାପାଳ ଓ ଏସ.ପିଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ । More

BJDର ବ୍ରାଣ୍ଡ ନ୍ୟୁ ପାର୍ଟି ଅଫିସ୍ ! ଫାଇଭ୍‌ ଷ୍ଟାର ହୋଟଲ୍‌ଠୁ କମ୍‌ ନୁହେଁ, ଦେଖନ୍ତୁ ଭିଡିଓ...

୨୩ରୁ ଆଲିସାନ କୋଠାରେ ଚାଲିବ ବିଜେଡି ମୁଖ୍ୟାଳୟ । କେଉଁଠୁ ଆସିଲା ଏତେ ପାଣ୍ଠି ପ୍ରଶ୍ନ ଉଠାଇଲା ବିଜେପି । More

ପିଇବା ପାଣି ପାଇଁ ଡହଳ ବିକଳ ସ୍ଥିତି: ନଳକୂପ ଥାଇ ବି ପାଣି ବାହାରୁନି

ଗୋଟିଏ ପଟେ ସାରା ରାଜ୍ୟରେ ତାତି ବଢିବାରେ ଲାଗିଛି ଆଉ ତା’ସାଙ୍ଗକୁ ତାଳ ଦେଇ ବଢିଚାଲିଛି ପିଇବା ପାଣିର ସମସ୍ୟା। More

ଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ ହଜାଇ ଦେଇଛି ଆଇନ ବିଭାଗ !

ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଚିଠି କରାଯାଇଛି । ଯଦି ଫାଇଲ ନମିଳେ, ତେବେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । More

ବିଜେପି ନେତାଙ୍କୁ ସମ୍ବଲପୁର ଯିବାକୁ ଦେଲାନି ପୋଲିସ, ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ହନୁମାନ ଜୟନ୍ତୀବେଳେ ହିଂସା ମାମଲାରେ ଧର୍ମେନ୍ଦ୍ର କହିଛନ୍ତି, ଗତବର୍ଷ ତୁଳନାରେ ପୋଲିସ୍ ଫୋର୍ସ ସଂଖ୍ୟା କମ ଥିଲା। ପୋଲିସ୍ କଣ ଜାଣିଶୁଣି ଏମିତି କଲା କି ? More

ଏମିତି ଆମ ବ୍ୟବସ୍ଥା ! ଶବକୁ ପୁଣି ଅସମ୍ମାନ; ମିଳିଲାନି ଗାଡ଼ି, ଷ୍ଟ୍ରେଚରରେ ବୋହିଲେ ୮ କି.ମି.

ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି । More

ନିଆରା ପରମ୍ପରା ନିଆରା ପର୍ବ ! ‘ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ’

ନିଆରା ପରମ୍ପରା ନିଆରା ପର୍ବ ! ‘ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ’ More

ବରଗଡ଼ରେ ଚାଞ୍ଚଲ୍ୟ ! ସ୍ୱାମୀ ଓ ଦୁଇ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ଘରେ ପଡ଼ିଛି ସ୍ୱାମୀ ଏବଂ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ More

ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା : ଶାଢ଼ୀରେ ଝୁଲି ପଡ଼ିଲେ ବିଏସସି ଛାତ୍ରୀ

ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ More

ରାଜଧାନୀରେ ଆଉ ତିନି ଅଗ୍ନିଶମ ସେବା କେନ୍ଦ୍ର, ଜାଣନ୍ତୁ କେଉଠି ?

୪୫ଟି ପଦବୀକୁ ଅନୁମୋଦନ ମିଳିଥିବା ବେଳେ ପ୍ରତି କେନ୍ଦ୍ରରେ ୧୫ କର୍ମଚାରୀ ରହିବେ । More

ଓଃ.. କି ଗରମ.. ! ୮ ଜିଲ୍ଲାକୁ ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ । More

ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର, ଶବକୁ ଲୁଣରେ ପୋତି ଝଡ଼ାଫୁଙ୍କା କଲେ...

ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର। ମେଡିକାଲ ପରିସରରେ ମୃତ ଶିଶୁର ଶରୀରକୁ ଲୁଣରେ ଘୋଡ଼ାଇ ବଞ୍ଚାଇବାକୁ ଉଦ୍ୟମ ଚାଲୁଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। More

ଯାଜପୁର ମୁଖ୍ୟ ଚିକିତ୍ସାଳୟର ଏ କି ଅବସ୍ଥା ? ଗରମରେ ଆଉଟୁପାଉଟୁ ରୋଗୀ, ସମ୍ପର୍କୀୟ ଘରୁ ଆଣୁଛନ୍ତି ଫ୍ୟାନ୍‌

ଅଭିଯୋଗ କଲେ ନିଜ ଉଦ୍ୟମରେ ଫ୍ୟାନ କିଣି ଆଣି ଲଗାଇବାକୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରାମର୍ଶ ଦେଉଥିବା ରୋଗୀ ଅଭିଯୋଗ କରିଛନ୍ତି । ସେପଟେ ସିଡିଏମଓ କହିଛନ୍ତି ୭୦ ରୁ ଊର୍ଦ୍ଧ୍ୱ ଫ୍ୟାନ ଖରାପ ହୋଇଛି । More

ସମ୍ବଲପୁର ଯାଉଥିଲେ, ବିଜେପି ନେତାଙ୍କୁ ଥାନାରେ ଅଟକ ପୋଲିସ୍‌

ନେତାମାନଙ୍କୁ ଠେଲକୁଲି ଥାନାରେ ଅଟକ ରଖିଲା ସମ୍ବଲପୁର ପୋଲିସ । More

ଛିଡ଼ିପଡ଼ିଲା ଫ୍ୟାନ୍; ୨ ଛାତ୍ର ଆହତ

ଉଭୟଙ୍କୁ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଆହତ ହୋଇଥିବା ଦୁଇ ଜଣ ଛାତ୍ର ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗର ବୋଲି ଜଣାପଡ଼ିଛି । More

‘ବାହାଘର ପରେ ମୋ ଝିଅ ଘରକୁ ଆସିଥାନ୍ତା, ହେଲେ ତା’ପୂର୍ବରୁ ତଣ୍ଟି ଚିପି ମାରିଦେଲେ’

ହାତରୁ ମେହେନ୍ଦି ଲିଭିନି, ପାଦରୁ ଅଳତା ବି ଛାଡ଼ି ନାହିଁ। ବିବାହର ମାସେ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲା ନବବଧୂ। More

ସୁଧୁରୁଛି ସମ୍ବଲପୁର; ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ସେହିପରି ଅପରାହ୍ନରେ ସାଢେ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି । ଗତକାଲି ହିଂସାକାଣ୍ଡ ଘଟଣାରେ ଆଉ ୬ଜଣ ଗିରଫ ହୋଇଛନ୍ତି । More

ମାଛ ବିକୁଥିଲେ, ହଠାତ୍‌ ଆସି ଚାପିଦେଲା କଣ୍ଟେନର...

ଭାରସାମ୍ୟ ହରାଇ ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। More

ଆଉ ୪ ଦିନ କଲବଲ କରିବ ତାତି ! ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା...

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ। More

ACF ସୌମ୍ୟରଂଜନ ହତ୍ୟା ମାମଲାର ପୁଣି ବିଚାର ହେବ

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି More

ପୁଣି ଆଟାକିଂ ମୋଡ୍‌ରେ ଅପରାଜିତା, ଖଣି ଦୁର୍ନୀତି କଥା କହି ସରକାରଙ୍କୁ କାଠଗଡ଼ାକୁ ଟାଣିଲେ

ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ସ୍ପଷ୍ଟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା । ଏହାଦ୍ୱାରା ପାଖାପାଖି ୫ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ଅପରାଜିତା ଅଭିଯୋଗ କରିଛନ୍ତି । More

ଜମୁଛି ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା; ଚାଙ୍ଗୁ ତାଳେ ତାଳେ ଶିହରଣ ସୃଷ୍ଟି କରୁଛି ବାଘ ନାଚ

ବ୍ରହ୍ମପୁରରେ ଏବେ ମାତିଛି ବାଘ। ସାହିକୁ ସାହି ବୁଲୁଛି । ଘରେ ଘରେ ଗର୍ଜନ କରୁଛି। ହେଲେ ଇଏ ସତସତିକା ବାଘ ନୁହେଁ, ବାଘ ରୂପି ମଣିଷ । ମା ବୁଢୀ ଠାକୁରାଣୀଙ୍କ ବାହନ ଓ ଶକ୍ତିର ପ୍ରତୀକ ବାଘ ବେଶରେ ସଜେଇ ହୋଇଛନ୍ତି ମାନସିକଧାରୀ। More

କାର୍ଯ୍ୟାଦେଶ SHG ନାଁରେ, କାମ କରୁଛନ୍ତି ଠିକାଦାର

କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ। More

ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ 'ବାପାଙ୍କ ହତ୍ୟାକାରୀଙ୍କ ସହ ଦିପାଳୀ ହାତ ମିଳାଇଛନ୍ତି'

ଝାରସୁଗୁଡ଼ା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସାଧାରଣ ଲୋକ ଏହି ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଟଙ୍କଧର । More