ସଂକ୍ଷେପରେ ଆଜିର ତାଜା ଖବର - Sunday, 26 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଲବମ୍ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୃତ୍ୟରୁ କାରଣ ଜଣାପଡ଼ିନାହିଁ, ପୋଲିସ ତଦନ୍ତ ଆରମ୍ଭ ହୋଇଛି। More

ଶାରୀରିକ ଦକ୍ଷତା ପରୀକ୍ଷାରେ ପଛରେ ପଡ଼ିଯାଉଛନ୍ତି କି ଓଡ଼ିଆ ଝିଅ ?

ସମ୍ବଲପୁର ପୋଲିସ ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ୱାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ । ଅର୍ଥାତ୍ ମାତ୍ର ୧୧.୭୬ ପ୍ରତିଶତ ପୂରଣ ହେଲା, ୪୫ଟି ପଦବୀ ଖାଲି ପଡ଼ିଲା । More

‘ନିଶା ମଞ୍ଚରେ ଚଢ଼ିଲେ ତ ଆମେ ଓହ୍ଲାଇପଡ଼ିବୁ’

କେନ୍ଦ୍ରାପଡା ଯାତ୍ରା ମଞ୍ଚରେ ପରଫର୍ମ ନେଇ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଏହି ପ୍ରଚାର ତତାଇ ଦେଇଛି କଳାକାରଙ୍କୁ । ସମସ୍ତେ କ୍ଷୁବ୍ଧ । ସଫା ସଫା କହିଛନ୍ତି, ନିଶା ଷ୍ଟେଜକୁ ଚଢିଲେ ସେମାନେ ଯାତ୍ରା ମଂଚ ବର୍ଜନ କରିବେ । More

କେମିତି ହେଲା ଦୁର୍ଗାପ୍ରସାଦଙ୍କ ମୃତ୍ୟୁ ? ସନ୍ଦେହରେ ଗାର୍ଲଫ୍ରେଣ୍ଡ

ବିକାଶଙ୍କ ବାନ୍ଧବୀଙ୍କ ଜନ୍ମଦିନ ପାଳିବା ପାଇଁ ନିଜ ବାନ୍ଧବୀଙ୍କୁ ଧରି ରାତିରେ ଏହି ହୋଟେଲରେ ପହଞ୍ଚିଥିଲେ ଦୁର୍ଗାପ୍ରସାଦ । ବିକାଶ ଏବଂ ଦୁର୍ଗାପ୍ରସାଦ ୨ଟି ରୁମ୍ ବୁକ କରିଥିଲେ । ଆଉ ଠିକ୍ ରାତି ୧୨ଟା ହେବା କ୍ଷଣି ଆରମ୍ଭ ହୋଇଥିଲା ସେଲିବ୍ରେସନ । କଟାଯାଇଥିଲା ବାର୍ଥ ଡେ କେକ୍ । ତା’ପରେ ଆରମ୍ଭ ହୋଇଥିଲା ଖିଆପିଆ More

ଫୋକସରେ ଗଞ୍ଜାମ ! ସଭା ନା ନିର୍ବାଚନ କ୍ୟାମ୍ପେନ୍ ?

ପ୍ରଥମେ ପଶ୍ଚିମ ଓଡ଼ିଶା । ତାପରେ ଦକ୍ଷିଣ । ଆଉ ଏବେ ଫୋକସରେ ନିଜ ଜିଲ୍ଲା ଗଂଜାମ । କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ଆଜି ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ କାର୍ଯ୍ୟକ୍ରମ । ହେଲେ ସଭା ଦେଖି ଲାଗୁଥିଲା ଯେମିତି ନିର୍ବାଚନ କ୍ୟାମ୍ପେନ୍ । More

ମାତିଛି ମହାବଳ; ୪ ମଇଁଷିକୁ ମାରି ଖାଇଦେଲା

ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ବୁଲଥିବା ବେଳେ, ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । More

ବ୍ରହ୍ମପୁର MKCG ମେଡିକାଲରେ ନାହିଁ ବର୍ଣ୍ଣ କେୟାର ୟୁନିଟ୍

କଟକ ଦୂର ହୋଇଥିବାରୁ ଅଧିକ ଖର୍ଚ୍ଚାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ସେପଟେ ଏକ ଅଘଟଣରୁ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଦେହରେ ନିଆଁ ଲାଗିଯିବାରୁ ସେ ବି ନାହିଁ ନଥିବା ହଇରାଣ ହୋଇଛନ୍ତି । More

କାୟା ମେଲାଇଲାଣି କୋରୋନା: ଦିନକରେ ୧୮୯୦ ନୂଆ ପଜିଟିଭ୍‌

ଗତ ୨୪ ଘଣ୍ଟାରେ ଦେଶରେ ୧୮୯୦ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । More

୨୦୨୪ରେ ଲୋକେ ବିକଳ୍ପ ଭାବେ ବିଜେପି ସରକାର ଗଢ଼ିବେ : ମନମୋହନ ସାମଲ

ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ଅଫିସରେ ସ୍ୱାଗତ ସମ୍ବର୍ଦ୍ଧନା । More

ମିଛ କାମ ହେଲେ ସତ ଟଙ୍କା ଉଠାଣ : ଟ୍ରେଞ୍ଚ ନଖୋଳି ଲକ୍ଷାଧିକ ଟଙ୍କା ଚଳୁ

ଶ୍ରମିକମାନେ ଆଦୌ କାମ କରିନଥିବା ବେଳେ କିଭଳି ସେମାନଙ୍କ ନାଁ କିଭଳି ମଷ୍ଟର ରୋଲରେ ଚଢାଗଲା More

ଜେଡି ଆନୁଆଲ ଆୱାର୍ଡ଼ ପ୍ରୋଗ୍ରାମ: ଡିଜାଇନର ପୋଷାକ ପିନ୍ଧି ରାମ୍ପରେ ଚାଲିଲେ ମଡେଲ୍‌

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଭୁବନେଶ୍ୱରରେ ଉଦ୍‌ଯାପିତ ହୋଇଛି ଜେଡି ଆନୁଆଲ ଆୱାର୍ଡ଼ ପ୍ରୋଗ୍ରାମ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ଟେଲିଭିଜନ ନେଟ୍‌ୱର୍କର ହେଡ୍ ଅଫ୍ ବିଜନେସ୍ ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଥିଲେ।  More

ଡାକଘରେ ଟଙ୍କା ରଖୁଥିଲେ ସାବଧାନ ! ଜମା ଟଙ୍କା ଫେରି ପାଉ ନାହାନ୍ତି ଜମାକାରୀ, ଆସିଲା ସାଂଘାତିକ ଅଭିଯୋଗ...

ଆପଣ ପୋଷ୍ଟାଲ୍‌ ଅର୍ଥାତ୍‌ ଡାକଘରେ ଟଙ୍କା ରଖିଛନ୍ତି କି ? କିମ୍ବା ଟଙ୍କା ରଖିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ଡାକଘରେ ଟଙ୍କା ଜମା ରଖିଥିବା ଶତାଧିକ ଜମାକାରୀ ନିଜ ଜମା ଟଙ୍କା ଫେରି ପାଉନଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। More

ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର

ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀକୁ ପୋଲିସ୍‌ ଏନ୍‌କାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଏନ୍‌କାଉଣ୍ଟର କରାଯାଇଛି। More

ରାଜଧାନୀରେ ବନବାସୀଙ୍କ ଶକ୍ତି ପ୍ରଦର୍ଶନ; ଜନଜାତି ସଂରକ୍ଷଣରୁ ବାଦ୍ ଦେବାକୁ ଦାବି

ଗଞ୍ଜାମ ଖେମୁଣ୍ଡିଖୋଲରୁ ଆସିଥିବା ବନବାସୀ ନରସିଂହ ମଣ୍ଡଳ । ଧର୍ମ ପରିବର୍ତ୍ତନ ପରେ ବି ଜନଜାତି କୋଟାର ଫାଇଦା ନେଉଥିବା ବ୍ୟକ୍ତିଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ନରସିଂହ । More

ଭାରତୀୟ ନାରୀର ଆଉ ଏକ ରୂପ; ଅଗ୍ନିବୀରରେ ମହିଳା

ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ । More

ଋଣ ନେଇନାହାନ୍ତି ଚାଷୀ; ଖାତାରେ ଗଡ଼ୁଛି ଲକ୍ଷ ଲକ୍ଷ ଟଙ୍କାର ୠଣ

କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ ୨ ହଜାର ଟଙ୍କାର ଋଣ ରାଶି । More

ମେ’ରେ ମରିଯିବ କି ମହାନଦୀ ? ୬୦ ବର୍ଷରେ ସର୍ବନିମ୍ନ ଜଳସ୍ତର ରେକର୍ଡ

୪ ଦିନରେ ହୀରାକୁଦରେ କମିଲାଣି ଏକ ଫୁଟ୍ ଜଳସ୍ତର More

ମାଆମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ଆସିଲେ ଦେଶ ଆଗକୁ ଯିବ : ଜଗି ମଙ୍ଗତ ପଣ୍ଡା

ସମାଜସେବା କ୍ଷେତ୍ରରେ ଆଗେଇ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ More