ସଂକ୍ଷେପରେ ଆଜିର ତାଜା ଖବର - Thursday, 19 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପରସ୍ପର ବିରୋଧରେ ଗୋହି ଖୋଳିଲେ ହ୍ୟୁମାନ-ଶ୍ରୀୟା

ପତ୍ନୀ ନିର୍ଯାତନା ମାମଲାରେ ବଢୁଛି ହ୍ୟୁମାନଙ୍କ ଅଡୁଆ More

କଟ୍‌ନୀ ଛଟ୍‌ନୀ ବିରୋଧରେ ଚରମ ଅସନ୍ତୋଷ, ପାଟିରେ ପାଳ ଧରି ହାତ ବାନ୍ଧି ଚାଷୀଙ୍କ ପ୍ରତିବାଦ

ବିରୋଧୀ କହିଲେ ଚାଷୀ ମାରଣରେ ମାତିଛନ୍ତି ରାଜ୍ୟ ସରକାର । ଏ ସରକାର ଅମଳରେ ମଣ୍ଡିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି କହିଲା ବିଜେଡି । More

ଆବାସ ହିତାଧିକାରୀ ଚୟନ ତ୍ରୁଟି : ଗାଁ ଗାଁରେ ଗଣ୍ଡଗୋଳିଆ ସ୍ଥିତି

ସମ୍ଭାବ୍ୟ ତାଲିକାରେ ଗୁରୁତର ଗଡ଼ବଡ଼ ଅଭିଯୋଗ । ଆନ୍ଦୋଳନ ପାଇଁ ସଜବାଜ ହେଉଛି ରାଜ୍ୟ ବିଜେପି । More

ଇ-ଆଡମିଶନ ବଦଳରେ ଅଫଲାଇନ୍‌ ନାମଲେଖା, ୪ କଲେଜ ଓ ୨ ୟୁନିଭରସିଟିରେ ଚଞ୍ଚକତା

କାଲି ସୁଦ୍ଧା ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଇଣ୍ଟରନେଟ୍ ସମସ୍ୟାକୁ ଦୋଷ ଲଦି ଖସିିବାକୁ ଉଦ୍ୟମ । More

ସଶକ୍ତ ହେଉଛନ୍ତି ମହିଳା : ରୋଜଗାର ଯୋଗାଉଛି ମିଶନ ଶକ୍ତି କାଫେ 

ବଡବଡ ସହର ଭଳି ଏବେ ଆପଣ ମଧ୍ୟ ବୌଦ୍ଧ ସହରକୁ ଆସିଲେ କାଫେରେ ବସି ସୁଆଦିଆ ଭୋଜନର ମଜା ନେଇ ପାରିବେ । More

ରାଜ୍ୟରେ ଚାଲିଛି ହକି ବିଶ୍ୱକପ୍ : ହେଲେ ଏବେ ବି ଧୂଳି ପଡ଼ିଆରେ ଖେଳାଳିଙ୍କ ଭବିଷ୍ୟତ..

ଦେବଗଡ ଜିଲ୍ଲାରେ ଅଛନ୍ତି ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ହକି ଖେଳାଳି । ମାତ୍ର ଭିତ୍ତିଭୂମିର ଅଭାବ ଯୋଗୁଁ ହକି ପ୍ରତିଭାଙ୍କୁ ଦେଶ ପାଇଁ ଖେଳିବାର ସ୍ୱପ୍ନ ସ୍ୱପ୍ନରେ ରହିଯିବାର ଆଶଙ୍କା ଘାରିଛି । More

କାମକୁ ମିଳିଲା ସମ୍ମାନ; ବନରକ୍ଷୀଙ୍କ ନାଁରେ ହେଲା ଜଙ୍ଗଲର ନାଁ

ଚର୍ଚ୍ଚାରେ କେନ୍ଦୁଝର ବନ ବିଭାଗ । ତଳିଆ କର୍ମଚାରୀଙ୍କୁ ଦେଲା ଶ୍ରେଷ୍ଠ ସମ୍ମାନ। More

ନିଆରା ଏ ହାଟ; ଏଠାରେ ମିଳେ ବାହାଘର ଜିନିଷ

ଝିଅ ବାହାଘର ଠିକ ହୋଇଗଲେ ବାପାମାଆଙ୍କ ଚିନ୍ତା ବଢିଯାଏ। ଶାଶୁଘର ପାଇଁ ଘରକରଣା ଜିନିଷ କେଉଁଠୁ କିଣିବେ। ଏ ଚିନ୍ତାକୁ କମାଇବା ପାଇଁ ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁରେ ବସୁଛି ବାହାଘର ହାଟ। ବାସନ-କୁସନଠାରୁ ଆରମ୍ଭ କରି ଶିଳଚକି ସବୁ କିଛି ମିଳୁଛି More

ବୋହୂ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ମାଆ

ଧର୍ମାନ୍ତରୀକରଣ ଅଭିଯୋଗ ସଂପୂର୍ଣ୍ଣ ମିଛ... More

ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଛ କହିଲେ ଗାୟକ More

'ଝିଅର ତଣ୍ଟିଚିପି ମାରିଦେବାକୁ ଚେଷ୍ଟା କରିଥିଲେ ହ୍ୟୁମାନ ସାଗର'

ଡର ଲାଗୁଛି, କାଳେ ଭବିଷ୍ୟତରେ ପୁଣି କିଛି ନକରିଦେବ। More

ଥାନାରେ ଗାୟକ ହ୍ୟୁମାନ୍‌ ସାଗର

ପୋଲିସ୍‌ ସମନ ପାଇ ଗାୟକ ହ୍ୟୁମାନ୍‌ ସାଗର ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି। More

OTV ରିପୋର୍ଟରଙ୍କୁ ପୋଲିସ୍‌ବାବୁଙ୍କ ଧମକ- ‘ଚିହ୍ନିଛୁ ମୁଁ କିଏ ? ମାରି ଆଣି ଶୁଆଇ ଦେବି’

ସାମ୍ବାଦିକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ମାରି ଆଣି ଶୁଆଇ ଦେବି ବୋଲି ଧମକ ଦେଇଛନ୍ତି। OTV ପ୍ରତିନିଧିଙ୍କୁ ଯାଜପୁର ଥାନାଧିକାରୀଙ୍କୁ ଏହି ଧମକ ଦେଇଛନ୍ତି।  More

କ୍ଷେତରେ ଫଳାଇଲେ ସୁନା ! ଦେଖିବାକୁ ଆସିଲେ କୃଷି ବିଜ୍ଞାନୀ

ତାଙ୍କ ସଫଳତା ଦେଖି ଅନ୍ୟ ଚାଷୀମାନେ ଚାଷ କରିବାକୁ ମନ ବଳାଇଛନ୍ତି।  More

ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ

ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି।  More

କଡ଼ା ସୁରକ୍ଷା ସତ୍ତ୍ୱେ ରାଜଧାନୀରେ ଲଜ୍ଜା : ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗର ଦୁଇଦିନ ପରେ ଜଣେ ଗିରଫ

ଆଇନ୍ ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ... ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଘେରି ଛାତ୍ର କଂଗ୍ରେସର ଅଣ୍ଡାମାଡ଼... More

ଦାଣ୍ଡରେ ଗଡୁଛି ଓଲିଉଡ୍ କଳାକାରଙ୍କ ଦାମ୍ପତ୍ୟ କଳି : ଅନୁଭବ ଓ ବାବୁସାନଙ୍କ ପରେ ହ୍ୟୁମାନ ସାଗରଙ୍କ ଅଡୁ‌ଆ ବଢ଼ିଲା

କଟକ ମହିଳା ଥାନାରେ ପତ୍ନୀଙ୍କ ଅଭିଯୋଗ More

ମିଳୁନି ହକି ଟିକେଟ୍; ନିରାଶ ପ୍ରକୃତ ହକିପ୍ରେମୀ

କୁଆଡ଼େ ଯାଉଛି ବିଶ୍ୱକପ୍ ହକି ଟିକେଟ୍ ? ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍ ସୋଲ୍ଡ ଆଉଟ୍। ମ୍ୟାଚ୍ ବେଳେ ଫାଙ୍କା ପଡୁଛି ଗ୍ୟାଲେରି। ସୋସିଆଲ୍ ମିଡିଆରେ ୧୦ ଗୁଣା ଚଢ଼ା ଦରରେ ଟିକେଟ୍ ବିକ୍ରି ଅଭିଯୋଗ ପରେ ୫ କଳାବଜାରୀ ଗିରଫ। More

କାମରେ ଆସୁନି ଇ-ଡେସ୍‌ପାଚ୍ ବ୍ୟବସ୍ଥା; ଆଇଟି ସଚିବଙ୍କୁ କିନ୍ତୁ ପଦୋନ୍ନତି

୪ ବର୍ଷ ହେଲା ଇ-ଡେସପାଚ୍ ଅଚଳ। ଅନ୍‌ଲାଇନ୍‌ରେ ପଠାଯାଉନି ବିଭାଗୀୟ ଚିଠି। ଏବେବି ଚାଲିଛି ହାତରେ ଫାଇଲ ଦେବା ନେବା କାମ। ଏଥିରୁ ମୁକ୍ତି ପାଇନି ଆଇଟି ବିଭାଗ। More

ଓଡିଶା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ : ଫୋକସରେ ୧୮ରୁ ୨୫ ବର୍ଷୀୟ ଯୁବ ଭୋଟର୍

ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର More