ସଂକ୍ଷେପରେ ଆଜିର ତାଜା ଖବର - Friday, 16 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ହକି ଫିଭର୍: ପୂଜା ମଣ୍ଡପରେ ଲାଗିବ ଏଲ୍ଇଡି ସ୍କ୍ରିନ, ଖେଳାଳିଙ୍କ କଟଆଉଟ୍

ହକି ଓ୍ୱାର୍ଲଡ କପ୍ ଆୟୋଜନରେ ସହରର ସମସ୍ତଙ୍କୁ ସାମିଲ କରିବାକୁ ଆରମ୍ଭ କରାଯାଇଛି ଚକ୍ ଦେ କାର୍ଯ୍ୟକ୍ରମ।  More

ମଶା ଦୌରାତ୍ମ୍ୟରେ ତ୍ରାହି ତ୍ରାହି ଡାକିଲେଣି ଟ୍ୱିନସିଟି

ମଶାରୀ ଭିତରେ ପଶି ମେୟର ଓ କମିଶନରଙ୍କ ମୁଖା ପିନ୍ଧି ଧାରଣାରେ ବସିଥିଲେ ବିଜେପି କର୍ମୀ। More

ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ: ମିଶନ୍ ୨୪ ପାଇଁ ହେବ ରୋଡ୍‌ମ୍ୟାପ୍‌

ପଦ୍ମପୁର ଫର୍ମୁଲାରେ ୨୦୨୪ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି ବିଜେଡି। More

ମହରଗକୁ ଯାଇ କାନ୍ତାରରେ ପଡ଼ିଲେ ମହକିଲ: ଓକିଲ ନଥିବାରୁ ହୋଇପାରୁନି କୋର୍ଟ କାମ

ପ୍ରଥମଥର ପାଇଁ ସମ୍ବଲପୁର କୋର୍ଟରେ ଏଭଳି ଅଭାବନୀୟ ସ୍ଥିତି ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛି ବିଜେପି।  More

ଉଜୁଡି ଯାଉଛି ରାଜୁ ପରି ନିରୀହଙ୍କ ପରିବାର; ସ୍ଥିର କିନ୍ତୁ ରାଜ୍ୟ ମୁଖିଆ

ଗୋଟିଏ ପଟେ ହକି ବିଶ୍ୱକପ୍ ପାଇଁ ରାଜଧାନୀ ସଜ ହେଉଥିବା ବେଳେ ସେପଟେ ଉଜୁଡି ଯାଉଛି କେତେକଙ୍କ ସଂସାର। ରାସ୍ତାକଡ ଦୋକାନ ଉପରେ ମାଡିଯାଉଛି ସରକାରୀ ବୁଲ୍‌ଡୋଜର୍। ପ୍ରଶ୍ନ ହେଉଛି ସରକାର ସେମାନଙ୍କ ରୋଜଗାର, ଜିବୀକା ଛଡାଇନେଇ ସେମାନଙ୍କ ପ୍ରତି ଅନ୍ୟାୟ କରୁ ନାହାଁନ୍ତି ତ… ଏଠାରେ ମାନବିକତାର ଉଲଙ୍ଘନ ହେଉ ନାହିଁ ତ… More

ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ: ମନ୍ଦିରକୁ ଦାନ କଲେ ଜୀବନଯାକର ସଞ୍ଚିତ ଧନ

ଜୀବନବ୍ୟାପି ଭିକ୍ଷା ମାଗି ବ୍ୟାଙ୍କରେ ରଖିଥିବା ଟଙ୍କାଙ୍କୁ ସେ ପ୍ରଭୁ ଜଗନ୍ନାଥଙ୍କୁ ଦାନ କରିଛନ୍ତି। More

ଚିକିତ୍ସା ବେଳେ ନର୍ସଙ୍କୁ କିସ୍‌ କରିଦେଲେ ଯୁବକ

ମହଙ୍ଗା ପଡ଼ିଲା ନର୍ସଙ୍କୁ କିସ୍‌ କରିବା। ଚିକିତ୍ସା କରୁଥିବା ଷ୍ଟାଫ୍‌ ନର୍ସଙ୍କୁ କିସ୍‌ କରି ବନ୍ଧା ହେଲେ ଯୁବକ। More

ନବୀନଙ୍କୁ ଟାର୍ଗେଟ କଲେ ସୁରେଶ; କହିଲେ, ସମ୍ବଲପୁର ସ୍ଥିତି ପାଇଁ ସରକାର ଦାୟୀ

ରାଜ୍ୟ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥିଲେ ପରିସ୍ଥିତି ଏଡ଼ାଇ ହୋଇଥାନ୍ତା ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି । More

ଶିମିଳିପାଳରେ ହାତୀ ମୃତ୍ୟୁ: ଯିଏ ସବୁ ଦେଖିଥିଲେ, ସେ ଆଜି ଆଖି ବୁଜିଲେ...

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ହୋଇଛି। ଗତ ୧୧ ତାରିଖରେ ବିଷ ପିଇ ଗୁରୁତର ଅବସ୍ଥାରେ ତାଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିଲା। More

ଦିନେ କେହି ଆଡ଼ ଆଖିରେ ଚାହୁଁ ନଥିଲେ, ଆଜି ନୂଆ ରୂପ ନେବାକୁ ଯାଉଛି ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ

ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ପୋଖରୀ ଏବେ ହେବାକୁ ଯାଉଛି ପଦ୍ମ ପୋଖରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ପ୍ରାୟ ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ ଏବେ ନୂଆ ରୂପ ନେବାକୁ ଯାଉଛି। More

ଆଜିଠୁ ମାସେ ଯାଏଁ ମହାପ୍ରଭୁଙ୍କ ଲାଗି ହେବ ପହିଲି ଭୋଗ

ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିବ। More

ପୋଲିସ୍ ବାବୁଙ୍କ ଅମାପ ସମ୍ପତ୍ତି: ଯେତେ ଖୋଜିଲେ, ସେତେ ବାହାରୁଛି...

ଭିଜିଲାନ୍ସ ଜାଲରେ ଫସିଥିବା କୋଟିପତି ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ସମ୍ପତ୍ତିର ଖୋଳତାଡ଼ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଛି।  More

ଦୁଇଟି ସେସନ୍‌ରେ JEE ମେନ୍‌ ଏଣ୍ଟ୍ରାନ୍ସ; ୨୦୨୩ ଜାନୁଆରୀରେ ପ୍ରଥମ ସେସନ୍‌

ଓଡ଼ିଆକୁ ମିଶାଇ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହେବ । More

ଓଃ କି ଥଣ୍ତା..ରାଜ୍ୟରେ ଆହୁରି ଖସିବ ପାରଦ

ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି । More

ବୋରିଗୁମ୍ମାରେ ଶିଶୁ ମଡ଼କ! ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ

କୋରାପୁଟର ବୋରିଗୁମ୍ମା ବ୍ଳକ୍‌ରେ ଶିଶୁମୃତ୍ୟୁକୁ ନେଇ ଗାଁ ଗାଁରେ ଦୁଃଖ ଯେତିକି ତାଠୁ ଅଧିକ ଭୟ ଘାରିଛି। More

ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ର ପରୀକ୍ଷଣ

ଏହା ଓଡ଼ିଶା ଆକାଶରେ ଦେଖାଦେଉଥିବାରୁ ଲୋକେ ଏନେଇ ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ। More

ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ କିନ୍ତୁ ଇନ୍ସ୍ୟୁରାନ୍ସକୁ କାହିଁକି ଅମଙ୍ଗ ରାଜ୍ୟ ସରକାର ?

ରାଜ୍ୟରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଚାଲିଥିବା ଅଭିଯୋଗ ଆଣି ପୁଣି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ପ୍ରସଙ୍ଗ ଉଠାଇଛି ବିଜେପି । More

ଭିଜିଲାନ୍ସ ଜାଲରେ କୁବେର SI ! ରାଜଧାନୀରେ ୪ ମହଲା କୋଠା, ୮ ପ୍ଲଟ୍ 

ଭୁବନେଶ୍ୱର ତମାଣ୍ଡୋ ଥାନା ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀ । ୬ ବର୍ଷରେ ଧରାପଡ଼ିଲେଣି ୪୫ ପୋଲିସ ଅଧିକାରୀ । More

ଆଗୁଆ ହେବ ନିର୍ବାଚନ ! ବିଜେଡିରେ ପଦ୍ମପୁର ମଡେଲ୍ ମାନିଆ, ପ୍ରତି ଭୋଟରକୁ ଭେଟିବେ ନେତା

ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଓହ୍ଲାଇବ ବିଜେପି । ୮୦ ପ୍ରତିଶତ ଯୁବ ପ୍ରାର୍ଥୀ ଦେବ କଂଗ୍ରେସ । More