ସଂକ୍ଷେପରେ ଆଜିର ତାଜା ଖବର - Wednesday, 07 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର

ସରକାର ଫୋର୍ ଜି ଛାଡ଼ି ଫାଇଭ୍-ଜି କଥା କହିଲେଣି, ହେଲେ ଏଠି ସ୍ଥିତି ପୂରା ଓଲଟା। More

ବିଜେଡିକୁ ଘାରିିଲାଣି ୨୪ ନିର୍ବାଚନ ଚିନ୍ତା

ବିଜେଡିରେ କିନ୍ତୁ ତୀବ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ। More

କିଏ ଜିତିବ ପଦ୍ମପୁର ବାଜି ? କାଲି ଆସିବ ଜନତାଙ୍କ ରାୟ

ଗଣତି ପୂର୍ବରୁ ପରିଣାମକୁ ନେଇ ବଢିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା। More

ନିଆରା ପ୍ରେମ କାହାଣୀ ! ବର ୬୩କୁ କନିଆ ୬୫

ପ୍ରେମ କେଉଁଠି କେତେବେଳେ ହେବ କହିହେବନି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦ । More

କିଏ ମାରୁଛି ଗୁଳି, କେଉଁଠୁ ଆସୁଛି ଗୁଳି...କେହି କିଛି ବି ଜାଣି ପାରୁ ନାହାନ୍ତି

ଗାଁରେ ପଡୁଛି ମେଞ୍ଚା ମେଞ୍ଚା ଗୁଳି। ଛକ, ବଜାର ଠାରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ଗୁଳି ପଡୁଛି। ଗୁଳି ମାଡ଼ ଏତେ ଅଧିକ ରହିଛି ଯେ, ଘରର ଆଜବେଷ୍ଟସ୍‌ କଣା ହୋଇଯାଇଛି। ଏହାସହ ଲୋକମାନେ ଆହତ ମଧ୍ୟ ହୋଇଛନ୍ତି। More

ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ! ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷା ହୋଇପାରେ

ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। More

ହୁତୁ ହୁତୁ ହୋଇ ଜଳୁଛି ହୋଟେଲ..

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ମାତ୍ରା ଏତେ ଅଧିକ ଯେ, ପାଖ ଦୋକାନକୁ ବ୍ୟାପିବାର ଆଶଙ୍କା ରହିଛି । More

ଫେଲ୍ ମାରିଲା IAS କୋଚିଂ, ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା

ବାଟବଣା ହେଲା ସରକାରୀ ଯୋଜନା । ହାତ ଟେକିଦେଲା ଘରୋଇ ସଂସ୍ଥା । More

ରାଗିଂ କରି ସବୁଦିନ ପାଇଁ କ୍ୟାମ୍ପସରୁ ସସ୍‌ପେଣ୍ଡ୍‌ ହେଲେ ୭ ଛାତ୍ର

ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ୭ ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସ୍‌ପେଣ୍ଡ୍‌ କରାଯାଇଛି। ଯଦି ସମ୍ପୃକ୍ତ ଛାତ୍ରମାନେ କ୍ୟାମ୍ପସକୁ ଆସନ୍ତି ତା’ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।  More

Today Panchang 7th Dec 2022: ଏହି ସମୟରେ କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଅଶୁଭ ଫଳ ମିଳିପାରେ...

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ, ବୁଧବାର। ଚନ୍ଦ୍ର  – ବୃଷ ଅହୋରାତ୍ର ତିଥି- ୧୪ଶୀ ଦିବା ୦୮/୦୧ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର- ବିଛା ଅହୋରାତ୍ର ଘାତ ବାର – କର୍କଟ। ଜାଣନ୍ତୁ, ଆଜି କେଉଁ ସମୟରେ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହେବ। More

ମନରେଗାରେ ମହାଦୁର୍ନୀତି ! ନକଲି ନାଁରେ ଉଠୁଛି ଅସଲି ଟଙ୍କା.. ଦେଖନ୍ତୁ ଦୁର୍ନୀତିର କାହାଣୀ

ଚଂଚଳଙ୍କୁ ପଚାରିଲେ ସେ କହୁଛନ୍ତି ମୁଁ କୌଣସି କାମ କରି ନାହିଁ କି ମୋତେ କେହି ଟଙ୍କା ଦେଇ ନାହାନ୍ତି । More

ବର୍ଷ ବର୍ଷ ଧରି ଚାଲିଛି ଷ୍ଟାଡିୟମ ତିଆରି, କାମ ସରୁନି କି କାମରେ ଲାଗୁନି

ବାସ୍କେଟବଲ, ବକ୍ସିଂ ଏବଂ ଭାରୋତ୍ତଳନରେ ବ୍ରହ୍ମପୁରର କ୍ରୀଡାବିତ୍ ରାଜ୍ୟ, ଦେଶ ତଥା ଦେଶ ବିଦେଶରେ ଭଲ ନାଁ କମାଇ ପାରିଛନ୍ତି । More

ନିକିତା-ହେମନ୍ତଙ୍କ ସଂଘର୍ଷମୟ କାହାଣୀ.. ଆପଣ ବି ପାଇବେ ପ୍ରେରଣା

ଗାଁ ଦାଣ୍ଡ ହେଉ କି ପାହାଡ଼ ପର୍ବତ । ଯେତେବେଳେ ଯେଉଁଠି ଯେମିତି ସୁଯୋଗ ମିଳିଲା ସବୁ ସମୟରେ ଦୁଇଜଣ କରିଚାଲିଛନ୍ତି ବ୍ୟାୟାମ । More

ଥରୁଛି କନ୍ଧମାଳ, ସାରା ରାଜ୍ୟରେ ପ୍ରବଳ ଜାଡ଼

କନ୍ଧମାଳ ଜିଲ୍ଲାରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଛୋଟ ପିଲାଠାରୁ ବୟସ୍କ ଲୋକେ ଶୀତରୁ ନିସ୍ତାର ପାଇବା ଲାଗି ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି । More

ପୋଲିସ୍‌କୁ ଅର୍ଚ୍ଚନାର ନିଶାନା ! ୬୦ ଘଣ୍ଟା ଥାନାରେ ଅଟକ ରଖି ଦେଇଥିଲେ ମାନସିକ ଚାପ

ଅର୍ଚ୍ଚନା ନାଗକୁ ଗିରଫ ସବୁ ନିୟମ ଅନୁସାରେ କରିଛୁ କହିଲେ ଭୁବନେଶ୍ୱର ଡିସିପି । More

ସ୍ମାର୍ଟ ସ୍କୁଲକୁ ଉପହାସ ! ପରୀକ୍ଷାରେ ପିଲାଙ୍କୁ ମିଳୁନି ପ୍ରଶ୍ନପତ୍ର, କବାଟରେ ଲେଖାଯାଉଛି ପ୍ରଶ୍ନ

ଧର୍ମଶାଳା ଅଣ୍ଟିଆ ହାଇସ୍କୁଲରେ କବାଟରେ ଲେଖାଯାଉଛି ପ୍ରଶ୍ନ । ଅଳକୁଣ୍ଡରେ କଳାପଟାରେ ପ୍ରଶ୍ନ ଲେଖି କାମ ଚଳାଇଲେ ଶିକ୍ଷକ । More

ରାଜ୍ୟକୁ କେନ୍ଦ୍ରର ଚେତାବନୀ, ଲୋକଙ୍କୁ ଜମି ପଟ୍ଟା ଦିଅ ନହେଲେ ଫେରିଯିବ ଆବାସ

ଅନିଶ୍ଚିତତାରେ ଭୂମିହୀନ ଆବାସ ଆଶାୟୀଙ୍କ ଭାଗ୍ୟ । ଡିସେମ୍ବର ୧୫ସୁଦ୍ଧା ହିତାଧିକାରୀଙ୍କୁ ଜମିପଟ୍ଟା ଦିଅ କହିଲା କେନ୍ଦ୍ର । More

ପରପୁରୁଷକୁ ଧରି ଫେରାର୍ ହେଲେ ସ୍ତ୍ରୀ; ସ୍ୱାମୀ କଲେ ଶୁଦ୍ଧିକ୍ରୀୟା

ସ୍ୱାମୀ ଥାଉ ଥାଉ ପରପୁରୁଷର ପ୍ରେମରେ ଅନ୍ଧ ହେଲେ ସ୍ତ୍ରୀ। ଦୁ‍ଇ ଛୁଆ ଆଉ ସ୍ୱାମୀକୁ ଛାଡି ହୋଇଗଲେ ଫେରାର୍। ସ୍ତ୍ରୀର ଏଭଳି କାଣ୍ଡ ପରେ ସ୍ୱାମୀ ଜୀଅନ୍ତା ସ୍ତ୍ରୀର କଲେ ଶୁଦ୍ଧିକ୍ରୀୟା। More

ରେକର୍ଡ ଭୋଟିଂ ! କାହାର ହେବ ପଦ୍ମପୁର ? ବିଜେଡିର ଦାବି ୫ ହଜାରରୁ ଅଧିକ ମାର୍ଜିନରେ ଜିତିବ

ବିଜେପିର ଦମ୍ଭୋକ୍ତି ୧୦ ହଜାର ଭୋଟ୍ ବ୍ୟବଧାନରେ ଜିତିବୁ । ୮ରେ ଫଳାଫଳ ଆସିବା ଆଗରୁ ହାତ ଟେକିଦେଲା ହାତ ଦଳ । More