ସଂକ୍ଷେପରେ ଆଜିର ତାଜା ଖବର - Wednesday, 30 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌: ଯୋଗ ଦେବେ ୧୦୦ରୁ ଅଧିକ ଶିଳ୍ପପତି, ହେଲେ ପୁଞ୍ଜିନିବେଶ କେତେ?

ଏଥର ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମେଟାଲ ଓ ମିନେରାଲ୍ସ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟର ଭଳି ୭ଟି ପ୍ରମୁଖ କ୍ଷେତ୍ର ଉପରେ ଫୋକସ୍ ରଖାଯାଇଛି । More

ଖୁସି ଓ କ୍ଷୋଭର ନିଆରା କାହାଣୀ; ୪ ବର୍ଷ ପରେ ପହଞ୍ଚିଲା ସାବିତ୍ରୀ ଭାର

ରାଉରକେଲାରୁ ଟେନସା ଦୂରତା ପାଖାପାଖି ୯୫ କିଲୋମିଟର । ୨୦୧୮ ମେ’ ୯ ତାରିଖରେ ରାଉରକେଲା ସେକ୍ଟର-୧୯ ପୋଷ୍ଟ ଅଫିସରେ ୫ଶହ ଟଙ୍କା ମନିଅର୍ଡର କରିଥିଲେ ପ୍ରମୋଦ । ହେଲେ ଟଙ୍କା ଭଉଣୀ ପାଖରେ ପହଁଚିଛି କି ନାହିଁ, ଆଉ ବୁଝିନଥିଲେ । More

ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ବି ଜିଦ୍‌ରେ ଅଟଳ ଓକିଲ

ସମୟ ସକାଳ ପ୍ରାୟ ୧୦ଟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍‌ଡିପିଓ । More

ସ୍ଥଗିତ ହେଲା ଶିକ୍ଷକ ଆନ୍ଦୋଳନ

ତେବେ ଚତୁର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆଜି ବି ରାଜରାସ୍ତାରେ ବସି ରହିଥିଲେ ହଜାର ହଜାର ଶିକ୍ଷକ । ଆନ୍ଦୋଳନ ସ୍ଥଗିତ ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି । More

ପଦ୍ମପୁରରେ ନିର୍ଣ୍ଣାୟକ ହେବ କି କଂଗ୍ରେସ ଭୋଟ୍ ?

ବିଜେଡି ନା ବିଜେପି, କାହାକୁ ମିଳିବ ଫାଇଦା? ନିଜ ପଟକୁ ନେବା ଲାଗି ଉଭୟ ଦଳର ସ୍ୱତନ୍ତ୍ର ଷ୍ଟ୍ରାଟେଜି More

ASO ପରୀକ୍ଷାକୁ ନେଇ ପୁଣି ଏକ ମାମଲା

ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏଏସ୍‌ଓ ପରୀକ୍ଷାକୁ ନେଇ ଥମୁନି ଝାମେଲା। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି। More

ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି; ବଢ଼ିଲା ନମ୍ବର ପ୍ଲେଟ୍‌ ଅବଧି

ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ । More

Today Gold Price- 30th Nov 2022: ଆସିଲା ମ୍ୟାରେଜ୍‌ ସିଜିନ୍, କିଣନ୍ତୁ ସୁନା

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। More

ପୁଣି ନିରାଶ ହେଲେ ଅର୍ଚ୍ଚନା ! ଲେଡି ବ୍ଲାକମେଲରଙ୍କୁ ମିଳିଲାନି ଜାମିନ୍‌

ଭୁବନେଶ୍ୱର JMFC-୩ରେ ଜାମିନ୍ ଆବେଦନ ଖାରଜ More

ପୋଲିସ୍‌-ଓକିଲ ଧସ୍ତାଧସ୍ତି: ଓକିଲଙ୍କ ଟେଣ୍ଟ ଉପାଡ଼ି ଫିଙ୍ଗି ଦେଲା ପୋଲିସ୍‌

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖାଦେଇଛି। ଆନ୍ଦୋଳନରତ ଓକିଲ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।  More

Today Panchang 30th Nov 2022 : ଆଜି କେଉଁ ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରିବେ, ଜାଣନ୍ତୁ

ଜାଣନ୍ତୁ, ଆଜିର ଶୁଭ, ଅଶୁଭ ସମୟ More

ରାତି ଅଧରେ ରେଡ୍‌ କଲେ, ହେଲେ ଖାଲି ହାତରେ ଫେରିଲେ...

ଗତକାଲି ବିଳମ୍ବିତ ରାତିରେ ପଦ୍ମପୁରର ଜଣେ ଠିକାଦାରଙ୍କ ଘର ଯାଞ୍ଚ ହୋଇଛି। ରେଡ୍ ପରେ କିଛି ବି ହାତରେ ଲାଗି ନଥିବା ଜଣାପଡ଼ିଛି। More

କନ୍‌କ୍ଲେଭ୍‌ ପରେ କନ୍‌କ୍ଲେଭ୍‌, ହେଲେ ଫଳ ଶୂନ...ନା ଆସୁଛି ଆଖିଦୃଶିଆ ପୁଞ୍ଜି ନିବେଶ, ନା ସୃଷ୍ଟି ହେଉଛି କର୍ମ ନିଯୁକ୍ତି

ଓଡ଼ିଶା କନ୍‌କ୍ଲେଭ୍‌ ନାଁରେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଫଳ ଶୂନ।ପ୍ରତିଶ୍ରୁତି ମୁତାବକ ନା ଆଖିଦୃଶିଆ ପୁଞ୍ଜି ନିବେଶ ଆସୁଛି ନା ସୃଷ୍ଟି ହେଉଛି କର୍ମ ନିଯୁକ୍ତି।  More

ପଦ୍ମପୁରରେ ବିଜେଡିକୁ ମହଙ୍ଗା ପଡିପାରେ ଗୋଷ୍ଠୀ କନ୍ଦଳ !

ବରିହାପାଲିର ଏକ ସଭାରେ ବରିହା ଗୋଷ୍ଠୀ ମହେନ୍ଦ୍ରଙ୍କୁ ମଂଚରୁ ଓହ୍ଲାଇ ଦେଇଥିବା ଖବର ଚର୍ଚ୍ଚା ସୃଷ୍ଟି କରିଥିଲା। More

ପଦ୍ମପୁରରେ ରେଡ୍‌ ରାଜନୀତି: ଜିଏସ୍‌ଟି ଅଧିକାରୀ ପାଇଲେ କଣ ?

ନିର୍ବାଚନ ପୂର୍ବରୁ ଏ ଅତର୍କିତ ଚଢାଉକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି। More

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ଆପଣ କଣ ହିଟଲର ?

ପୁରାସଭାରେ ପ୍ରଦୀପ ଓରଫ କୁନା ପୁରୋହିତଙ୍କ ପୂର୍ବ କାମକୁ ବେସ୍ ବଖାଣିବା ସହ ସେ ହିଁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ଦର୍ଶାଇଥିଲେ ଧର୍ମେନ୍ଦ୍ର।  More

୨ ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡାଦେଶ

ଚକୋଲେଟ୍ ନେଇ ଫେରୁଥିବା ନାବାଳିକାକୁ ଦୁର୍ବୃତ୍ତ ଉଠାଇ ନେଇଥିଲେ। More

ରାଜଧାନୀରେ ଗୁରୁ ଗର୍ଜନ ! ଦାବି ପୂରଣ କର, ନହେଲେ ପଦ୍ମପୁରରେ ପରିଣାମ ଭୋଗିବ

ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନର ତୃତୀୟ ଦିନ, ରାଜଧାନୀରେ ଜାରି ରହିଛି ହଜାର ହଜାର ଶିକ୍ଷକଙ୍କ ଗର୍ଜନ । More