ସଂକ୍ଷେପରେ ଆଜିର ତାଜା ଖବର - Tuesday, 15 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲାଇସେନ୍ସ ରଦ୍ଦ ଚେତାବନୀ ପରେ ନରମିଲେ ଓକିଲ ସଂଘ

ଓକିଲମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚେତାବନୀ ଦିଆଯାଇଥିଲା। More

ବାପାଙ୍କ ଗୋଡ଼ କଟିବା ପରେ ଅଚଳ ହୋଇଗଲା ପୁରା ପରିବାର, ଏବେ ଝିଅ ଅଣ୍ଟା ଭିଡ଼ିଛି

ବାପା ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ଆଉ ଦିବ୍ୟାଙ୍ଗ ଝିଅର ପାଠ ପଢା ବି ହେଉଥିଲା । ହେଲେ ଏବେ ତାହା ସବୁ ସ୍ୱପ୍ନ ପାଲଟିଯାଇଛି । More

ରୋଚକ ମୋଡ଼ରେ ପଦ୍ମପୁର ଫାଇଟ୍ ! ଚାଷୀ କାର୍ଡ ଖେଳୁଛନ୍ତି ଉଭୟ BJD-BJP

ଫସଲ ବୀମା ରାଶି କ୍ଲେମ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୨ଶହ କୋଟିର ଇନପୁଟ୍ ସବ୍ସିଡି ଘୋଷଣା କଲେ ନବୀନ । More

ବିଜେଡିରେ କୁହୁଳୁଛି ବିଦ୍ରୋହ ! ସଞ୍ଜୟଙ୍କ ବିସ୍ଫୋରକ ଭାଷଣ, ଓଡ଼ିଶାକୁ ଲୁଟିବାକୁ ବିଦେଶୀ ଶକ୍ତି କରୁଛନ୍ତି ଷଡ଼ଯନ୍ତ୍ର

ହନୁ ମଲାବେଳେ ସତ କହେ କହିଲା ବିଜେପି । କଂଗ୍ରେସ ଛାଡ଼ିଲା ତେରଛା ବାଣ । More

ପଦ୍ମପୁର ଫାଇଟ୍‌ରେ ରୋଚକ ମୋଡ଼: କିଏ ଆଗ ଭରିବ ପ୍ରାର୍ଥିପତ୍ର ?

ବିଜେପି ପ୍ରାର୍ଥୀ ଗତକାଲି ପାଟ ପଟୁଆରରେ ଉପଜିଲ୍ଲାପାଳଙ୍କ ଅଫିସ୍ ନିକଟକୁ ଯାଇ ନାମାଙ୍କନ ନଭରିବା ନେଇ ତେଜିଛି ରାଜନୀତି। More

ଜିଆ ଦିବ୍ୟାଙ୍ଗ ! ହେଲେ ଚିଲିକାରେ ପହଁରୁଛନ୍ତି ଅହରହ

ଜିଆ ଦିବ୍ୟାଙ୍ଗ ହୋଇଥିଲେ ହେଁ ତାର ଉତ୍ସାହ ଓ ପ୍ରତିଭା ପାଇଁ ଏକାଧିକ ସନ୍ତରଣ ପ୍ରତିଯୋଗିତାରେ ସାମିଲ ହେବାରେ ସେ ସଫଳ ହୋଇପାରିଛି । More

ବିଲିରେ କଟକ ବାଲିଯାତ୍ରା ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶୁଣନ୍ତୁ..

ନେଟ୍‌ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ । ଏଥର ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି ବୋଲି କହିଛନ୍ତି ମୋଦି । More

କେନ୍ଦ୍ର କୃଷିମନ୍ତ୍ରୀ ଟ୍ୱିଟ୍‌ କରୁ କରୁ ସହାୟତା ଘୋଷଣା କଲେ ନବୀନ

ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । More

ଐତିହାସିକ ବାଲିଯାତ୍ରା ଦିନଟେ ବଢ଼ିଲା

ଗୋଟିଏ ଦିନ ବୃଦ୍ଧି ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । More

ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ୍‌ ! ଯିଏ ଯାହା ନିଷ୍ପତ୍ତି ନେବ, ଆମେ ମାନି ପାରିବୁନି

ରତ୍ନ ଭଣ୍ଡାର ଓ ଖଣି ଲୁଟ୍‌ ପାଇଁ ଷଡ଼ଯନ୍ତ୍ର କରୁଛି ବିଦେଶୀ ଶକ୍ତି More

ଆଜିଠୁ ପାରାଦୀପ ଉପକୂଳରେ ନୌସେନାର ସମରାଭ୍ୟାସ

ସାମୁଦ୍ରିକ ସୀମାରେ ଆତଙ୍କି ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ । More

ଆସିଛି ଶୀତ, ହସୁଛି ଅଳସୀ କ୍ଷେତ; କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେଉଛନ୍ତି ପର୍ଯ୍ୟଟକ

ଶୀତ ଋତୁ ଓ କୋରାପୁଟ ସହର । ବୁଢ଼ିଆଣୀ ଜାଲ ଭିତରେ ଥୋପାଥୋପା କାକର । ନଭେମ୍ବର ଛୁଇଁଲେ ଏ ସହର ଏମିତି କୁହୁଡ଼ିରେ ଭର୍ତ୍ତି ହୋଇ ଯାଏ ଯେ, ବୁନ୍ଦା ବୁନ୍ଦା କାକର ଲାଗେ ସତେକି ମୁକ୍ତାର ଫୁଲ ପରି । ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ଶୀତ ଆସିଲେ ଶିମିଳିପାଳ ଜାତୀୟ ଉଦ୍ୟାନର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପଯର୍ୟଟକଙ୍କ ଭିଡ ଜମୁଛି । More

ଆତ୍ମହତ୍ୟା କଲେ ଓଡ଼ିଆ RAW ଅଫିସର ! ଦଶ ମହଲାରୁ ଡେଇଁ ପଡ଼ିଲେ . . .

୧୦ ମହଲାରୁ ଡେଇଁ ଓଡ଼ିଆ RAW ଅଫିସର୍‌ଙ୍କ ଆତ୍ମହତ୍ୟା More

ଏବେ କ’ଣ କରିବେ ଏଇ ତିନି ଅନାଥ ଛୁଆ ! ୨ ଭଉଣୀ ଜଣେ ଭାଇ ରହିବେ କାହା ଭରସାରେ ?

ନାତି-ନାତୁଣୀଙ୍କ ମୁହଁରେ ଆହାର ଦେଇ ପାଳି ପୋଷି ଆସୁଥିଲେ କିନ୍ତୁ ଏଇ ୩ ମାସ ତଳେ ଆଇଙ୍କ ମୃତ୍ୟୁ ପରେ ଅନାଥରୁ ସମ୍ପୂର୍ଣ୍ଣ ଅସହାୟ ପାଲଟି ଯାଇଛନ୍ତି ତିନି ଭାଇ-ଭଉଣୀ । More

ପଦ୍ମପୁର ଭୋଟ୍ ବେଳେ ନେତାଙ୍କ ତଣ୍ଟିରେ ଧାରଣା କଣ୍ଟା !

ଫସଲବୀମା ଓ ଜିଲ୍ଲା ମାନ୍ୟତା ଦାବିକୁ ନେଇ ଡବଲ୍ ଧାରଣା । More

ପଦ୍ମପୁର ଉପନିର୍ବାଚନ: ଅନୁକଂପା ସହ ମହିଳା କାର୍ଡ ଖେଳିଲା BJD, ନାମାଙ୍କନ ଭରିଲେନି ପ୍ରଦୀପ

ସ୍ୱର୍ଗତ ବିଜୟରଞ୍ଜନଙ୍କ ବଡ଼ଝିଅ ବର୍ଷାଙ୍କୁ ପଦ୍ମପୁର ପ୍ରାର୍ଥୀ କଲା ବିଜେଡି । ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧରେ ପ୍ରଦୀପ ଭରିଲେନି ପ୍ରାର୍ଥୀପତ୍ର । More

ଭିଜିଲାନ୍ସ ପଞ୍ଝାରେ କୋଟିପତି ଯନ୍ତ୍ରୀ: ଇଂଜିନିୟରଙ୍କ ଆଲିସାନ କୋଠା, ଗହଣାଗାଣ୍ଠି ସହ ଅମାପ ସଂପତ୍ତି . . .

ବାର ଦେଖି ପିନ୍ଧୁଥିଲେ ଦାମୀ ଘଣ୍ଟା, ରୁପା ଗ୍ଳାସରେ ପିଉଥିଲେ ପାଣି...ସମୁଦି ଘରୁ ଜବତ ହେଲା ୨୫ଲକ୍ଷ... More

ୟୁଟ୍ୟୁବରେ ୧ ଲକ୍ଷ ସବସ୍କ୍ରାଇବର୍ ଛୁଇଁଲା ଓଟିଭି ଇଂଲିଶ ଚ୍ୟାନେଲ୍

ଓଟିଭି ଇଂଲିଶ ଚ୍ୟାନେଲକୁ ୟୁଟ୍ୟୁବ ପକ୍ଷରୁ ସିଲଭର ପ୍ଲେ ବଟନ୍ ପୁରସ୍କାର ପ୍ରଦାନ କରାଯାଇଛି More