ସଂକ୍ଷେପରେ ଆଜିର ତାଜା ଖବର - Sunday, 30 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚିଲିକାରେ ବିଦେଶୀ ଅତିଥିଙ୍କ ସମାଗମ: ମଙ୍ଗଳାଯୋଡ଼ି, ନଳବଣରେ ୫୦ରୁ ଅଧିକ ପ୍ରଜାତିର ପକ୍ଷୀ

ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ଥିବାରୁ ଏଥିପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। More

ନିଜ ବିରୋଧରେ ନିଜେ ମାମଲା ରୁଜୁ କଲେ ପୋଲିସ ବାବୁ !

ଖୋର୍ଦ୍ଧା ବାଲିପାଟଣା IIC ନିଜ ନାଁରେ ମାମଲା ରୁଜୁ କଲେ । ନିଜ ବିରୋଧରେ ନିଜେ ମାମଲା ରୁଜୁ କଲେ ପୋଲିସ ବାବୁ । More

ଧାମନଗର ଉପନିର୍ବାଚନ: ଫୋକ୍ସରେ SHG ଗ୍ରୁପ୍‌, ବୁଲି ବୁଲି BJD ପାଇଁ ବାଣ୍ଟୁଛନ୍ତି ଟଙ୍କା !

SHG କୁ ବିଜେଡି ବ୍ୟବହାର କରୁଥିବା ବିରୋଧୀଙ୍କ ଅଭିଯୋଗ । More

ଧାମନଗର ଉପନିର୍ବାଚନ: କାମ କରୁନି ନେତାଙ୍କ ପ୍ରତିଶ୍ରୁତି, ଗୋଲାପୀ ସ୍ୱପ୍ନ ଦେଖାଇଲେ ବି ଅଣଆଡ଼ିଆ ଭୋଟର

ପ୍ରଚାରରେ ଉଠୁଛି ପଡୁଛି ଧାମନଗର । ଲୋକଙ୍କୁ ମୋଦିଙ୍କ ମନ୍ କି ବାତ୍ ଶୁଣାଇଲା ବିଜେପି । More

ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: କେତେବେଳେ ଡ଼ଙ୍ଗାଭସା, କହିଲେ ଜ୍ୟୋତିର୍ବିଦ

ପୁରୀ ମୁକ୍ତି ମଣ୍ଡପ ଅନୁମୋଦିତ ରାଧାରମଣ ପ୍ରେସ ପଂଜିକାରେ ନଭେମ୍ବର ୮ ର ଚନ୍ଦ୍ରଗ୍ରହଣ ସଂପର୍କିତ ତଥ୍ୟ ଭୁଲ ଅଛି। More

ପୁଅ କୁଆଡ଼େ ଚାଲିଯାଇଛି, ତାର ପତ୍ତା ମିଳୁନି ! ଏବେ ମାଆ ତାରିଣୀଙ୍କ ଶରଣରେ ପୁରା ପରିବାର

କାମ କରୁ କରୁ ସେ ନିଖୋଜ ହୋଇଯାଇଥିବା ନେଇ ଠିକାଦର ତାଙ୍କ ଘରକୁ ଫୋନ୍ କରିଥିଲେ । More

ଏମିତି ଭାଇ ଭାଗ୍ୟରେ ଥିଲେ ମିଳେ, ମାଆ ପରି କରୁଛି ଦୁଇ ଭଉଣୀଙ୍କ ସେବା

ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ । More

ଅର୍ଚ୍ଚନା ମାମଲାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣା । ବିଜେଡି ସରକାରକୁ ଟାର୍ଗେଟ କଲେ ପିସିସି ସଭାପତି । More

ଡାକ୍ତର ଭଲ କରିପାରିଲେନି ବୋଲି ଲୋକେ ଗୁଣିଆ ପାଖକୁ ଗଲେ, ଦେଖନ୍ତୁ କେମିତି ଚାଲିଛି ଚିକିତ୍ସା..

ଯେଉଁଠି ଡାକ୍ତର ଫେରାଇ ଦେଉଛି ରୋଗୀଙ୍କୁ, ସେଇଠି ଗୁଣିଆ କେମିତି କହୁଛି ଭଲ କରିଦେବ । ଆଉ ଆଜିକା ଦିନରେ ବି ଲୋକେ ଗୁଣିଆ କଥା କେମିତି ବିଶ୍ୱାସ କରୁଛନ୍ତି । କାରଣ ଆମକୁ ବି ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲା । More

ସଉତୁଣୀ ସାଜିଛି ଶାନ୍ତିଲତାଙ୍କ ଭଉଣୀ ! ପୁଅ-ବୋହୁ ପଚାରିଲେନି କ୍ୟାବିନ୍‌ରେ କଟୁଛି ଦିନ

ପୁଅ-ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ହେଲେ କେହି ପଚାରିନୁହନ୍ତି । ଖାଲି ପଚାରିଲେନି ତାହା ନୁହେଁ ବରଂ ଘରୁ ବାହାର ବି କରିଦେଲେ । More

ଭୁଶୁଡ଼ିଲା ବ୍ରିଜ୍, ଚାପି ହୋଇଗଲା ୨ଟି କାର୍

ଦୈନିକ ବହୁ ଗାଡ଼ି ଯାତାୟତ କରୁଥିବା ବେଳେ, ବ୍ରିଜ ଗଳିପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। More

ପୁଣି ଜଲ୍‌ୱା ଦେଖାଇଲେ ରାନୀ: ହଟ୍‌ ଡ୍ୟାନ୍ସ କଲେ, ଫ୍ଲାଇଂ କିସ୍ ଦେଇ ଅଣ୍ଟାରେ ଟଙ୍କା ଖୋସିଲେ...

ପୁଣି ଝଲକ ଦେଖାଇଲେ ରାନୀ। ଭଦ୍ରକ ପରେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀଙ୍କ ହଟ୍‌ ଡ୍ୟାନ୍ସ। More

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ଅଳିଆ ଗାଡ଼ି, ତାତିଲେ ଲୋକେ...

ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଉଥିବା ଏକ ଗାଡ଼ି ସାଇକେଲ ଆରୋହୀଙ୍କୁ ଧକ୍କା ଦେବାକୁ ତାଙ୍କର ମୃତ୍ୟୁ ହୋଇଛି। ଉତ୍ତ୍ୟକ୍ତ ଲୋକେ କଟକ-ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି।  More

ନିଜ ନାଁରେ ନିଜେ ଏତଲା ଦେଲେ IIC, ଦଳିତ ଯୁବକଙ୍କୁ ଥାନାରେ ମାଡ଼ ମାରିଥିଲେ ପୋଲିସ୍‌ ବାବୁ...

ମହଙ୍ଗା ପଡ଼ିଲା ଥାନାରେ ଦଳିତ ଯୁବକଙ୍କୁ ମାଡ଼ ମାରିବା। ଶେଷରେ ନିଜ ଓ ସହକର୍ମୀଙ୍କ ନାଁରେ ଏତଲା ଦେଲେ ନିଜେ ଆଇଆଇସି।  More

ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣା: ବନ୍ଧା ହେଲେ ମନ୍ତ୍ରୀଙ୍କ ପୁତୁରା

କାର୍‌ ଓଭରଟେକିଂ ବିବାଦକୁ ନେଇ ପ୍ରତାପନଗରୀ ଅଞ୍ଚଳରେ ରାସ୍ତା ଉପରେ ସର୍ବ ସମ୍ମୁଖରେ କିଛି ଯୁବକ ଜଣେ ଯୁବକଙ୍କୁ ଆଣ୍ଠେଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଯୁବକକମାନେ ଆକ୍ରମଣ କରିଥିଲେ।  More

ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନେଇ କଳାକାର-ଆୟୋଜକ ମୁହାଁମୁହିଁ

ନୃତ୍ୟ ଆଳରେ ଅଙ୍ଗ ପ୍ରଦର୍ଶନକୁ ନେଇ ଏବେ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ। More

ଗୁଇନ୍ଦା ବିଭାଗ ଫେଲ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘରେ ପଶି ଅଣ୍ଡା ମାଡ଼ କଲା ଛାତ୍ର କଂଗ୍ରେସ

କିଛି ସମୟ ପାଇଁ ଫରେଷ୍ଟ ପାର୍କ ଅଞ୍ଚଳ ପାଲଟି ଯାଇଥିଲା ରଣକ୍ଷେତ୍ର। More

ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର, ଅଘଟଣର ଆଶଙ୍କା କଲେ ସେବାୟତ

ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ସ୍ଥିତି। ଏମିତି କି ମନ୍ଦିର ଉପରେ ମାଙ୍କଡ଼ ଡିଆଁ ଡେଇଁରେ ବି ପଥର ଖସି ଅଘଟଣର ଆଶଙ୍କା କରୁଛନ୍ତି ସେବାୟତ। More

ହାଇକୋର୍ଟ ମୁଖ୍ୟ ବିଚାରପତି ଓ 5T ସଚିବଙ୍କ ଫଟୋ ଭାଇରାଲ୍ ପ୍ରସଙ୍ଗ: ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରିର ସ୍ପଷ୍ଟୀକରଣ

ଓଡ଼ିଶା ହାଇକୋର୍ଟର ଜଣେ ଆଇନଜୀବୀଙ୍କ ପ୍ରରୋଚନାରେ ମନ୍ଦ ଉଦ୍ଦେଶ୍ୟରେ ଏହି ଫଟୋକୁ ଭାଇରାଲ୍ କରାଯାଇଥିବା ଏଥିରେ ଦର୍ଶାଯାଇଛି। More

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା ! ବ୍ଲାକ୍‌ ବୋର୍ଡ ଲମ୍ବ ୩୦ ପୁଟ୍, ଭାଗ ଭାଗ ହୋଇ ବସୁଛନ୍ତି ୫ ଶ୍ରେଣୀର ପିଲା

ସରକାର ସ୍ମାର୍ଟ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏଠି କିନ୍ତୁ ଭୟଙ୍କର ଅବସ୍ଥା । ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଘରେ ପାଠ ପଢୁଛନ୍ତି ୧ମରୁ ୫ମ ଶ୍ରେଣୀ ଯାଏଁ ପିଲା । More