ସଂକ୍ଷେପରେ ଆଜିର ତାଜା ଖବର - Wednesday, 12 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଘନେଇଲାଣି ଚିଟ୍‌ଫଣ୍ଡ ବାତ୍ୟା ! ସରକାର ଟଙ୍କା ଆଦାୟ କରୁଛନ୍ତି ହେଲେ ଲୋକଙ୍କୁ ଦେଉ ନାହାନ୍ତି

ଯଦି ଆମେ ଦସ୍ତାବିଜ ସବୁ ଦେଖିବା ତେବେ, ଜମିର ମାଲିକାନା ରହିଛି ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାଁରେ । ଜାତୀୟ ରାଜପଥ କଡ଼ରେ ଥିବା ୨ ଏକର ଜମିକୁ କୋଟିଏ ଟଙ୍କାରେ ବିକ୍ରି କରିଛି କମ୍ପାନୀ । More

ଉପନିର୍ବାଚନ ଜିତିବାକୁ ସବୁ ଦଳଙ୍କ ଷ୍ଟ୍ରାଟେଜୀ ! ଏଥର ଟର୍ଣ୍ଣିଂ ପଏଣ୍ଟ କହିଲା ବିଜେପି

ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ । କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ଟିକଟ୍ । More

ଫୁଟବଲ୍ ଫର୍ ସ୍କୁଲ ବନାମ ଫୁଟବଲ୍ ଫର ଅଲ୍ : ଗୋଟିଏ ଯୋଜନାକୁ ଭିନ୍ନ ନାଁ ଦେଇ ଶ୍ରେୟ ପ୍ରତିଯୋଗିତା

କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍ More

କେମିତି ଠିଆ ହେଲା ମାୟାବିନୀର ବିଶାଳ ସାମ୍ରାଜ୍ୟ ? ED ଓ EOW ରହସ୍ୟ ନଭେଦିବାକୁ ନେଇ ଉଠିଲା ପ୍ରଶ୍ନ

RBIଠୁ ମିଳିଛି ୫ବର୍ଷର ନେଣଦେଣ ତଥ୍ୟ: ଭୁବନେଶ୍ୱର ଡିସିପି More

‘ବାତ୍ୟା ଗୁଜବରେ ପୂର୍ଣ୍ଣଛେଦ, ସପ୍ତାହେ ଭିତରେ ଓଡ଼ିଶାକୁ ସାଇକ୍ଲୋନ୍ ବିପଦ ନାହିଁ ’

୧୭ରେ ଆଉ ଏକ ଘୂର୍ଣ୍ଣିବଳୟ, ୧୮ ବେଳକୁ ସ୍ପଷ୍ଟ ହେବ ଚିତ୍ର More

ଧାମନଗର ପାଇଁ ଅବନ୍ତୀଙ୍କ ନାଁ ଘୋଷଣା କଲା ବିଜେଡି

ଅବନ୍ତୀ ଦାସ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ । More

ମୂଷା ବନ୍ଦ କରିଦେଲା ବିଦ୍ୟୁତ୍‌ ସେବା, ଅନ୍ଧାରରେ ୮ଘଣ୍ଟା ରହିଲେ ୮ ପଞ୍ଚାୟତର ଲୋକେ

ନାକେଦମ୍‌ କଲା ମୂଷା, ଲାଗିଲା ନିଆଁ । ମୂଷା ପାଇଁ ୮ଘଣ୍ଟା ବିଦ୍ୟୁତ୍‌ ସେବା ଠପ୍‌ ହେଲା । More

ରୁଚିକା ଆତ୍ମହତ୍ୟା ମାମଲା; ରିପୋର୍ଟ ମାଗିଲେ ସଚିବ

ପୁଣି ଥରେ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ତନାଘନା । More

କାଲି ଷ୍ଟାଡିୟମକୁ ଛାଡ଼ିଲେନି, ଆଜି ମାନ ଭଞ୍ଜନ ପାଇଁ ଚେଷ୍ଟା

ଗତକାଲି ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ ମ୍ୟାଚ ଦେଖିବାକୁ ସୁର କଳିଙ୍ଗ ଷ୍ଟାଡିୟମ ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ଭିତରକୁ ଛାଡି ନଥିଲେ । More

'ଚାଉଳ ମିଳୁଛି, ପଇସା ମିଳୁଛି... ହେଲେ ଦିବ୍ୟାଙ୍ଗଙ୍କୁ ଶିକ୍ଷକ ମିଳୁନି କାହିଁକି?' 

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଗାଇଡଲାଇନ୍ ଜାରି କରିଛି କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ନିଷ୍ପତ୍ତି ହୋଇନି। More

ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ

ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ଗତକାଲି ବିଜେପି ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ଆଜି କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା କରିଛି । More

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା: ବିନ୍ଦାସ ଚିନୁଙ୍କୁ ଜେରା

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କୁ ଜେରା କରାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ ଫୋନ୍ କଲ୍ ରେକର୍ଡରେ ଥିଲା ଚିନୁଙ୍କ ନାଁ।  More

ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର ଅଭିଯୋଗ

କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରରେ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। More

ମିଆଓ୍ୱାକି ପ୍ଲାଣ୍ଟେସନର କମାଲ୍‌: ଦିନେ ଥିଲା ଟାଙ୍ଗରା ଭୂଇଁ, ଆଜି ଘଞ୍ଚ ଜଙ୍ଗଲ...

ମାତ୍ର ବର୍ଷକ ଭିତରେ ସୃଷ୍ଟି ହେଲା ଘଞ୍ଚ ଜଙ୍ଗଲ। ଲିମ୍ବ, ଅର୍ଜୁନ, ବେଲ, ଆମ୍ବ, ଶିଶୁ, ଚନ୍ଦନ, ଶାଳ, ଅଶୋକ, ଡିମିରିଠୁ ଆରମ୍ଭ କରି ବର ଓ ଅଶ୍ୱସ୍ତ ଓ ବାଉଁଶ ଗଛ ତା’ ସହ ଲାଗିଛି ଜାତି ଫଳ ଗଛ ଲଗାଯାଇଛି। More

ମନେ ପଡ଼ନ୍ତି ଅକ୍ଷୟ, ଏବେ ବି ଜୀବନ୍ତ ବୟସର କୃଷ୍ଣଚୂଡା, ଚନ୍ଦ୍ରମଲ୍ଲୀର ହସ

କେତେବେଳେ ରାଜଧାନୀ ରାଜଜେମାଙ୍କ ପ୍ରେମ ଆଉ ଧୋକା ତ କେତେବେଳେ ଡାକବାଲା ଗାଡି ଆଉ ଗାଁ ବୋହୂର ଧକଧକ ଛାତି। ପୁଣି କେତେବେଳେ ବାପଘର ଯିବା ପାଇଁ ରଙ୍ଗଲତାର ରାଗରୁଷା ତ କେବେକେବେ ବୟସର କୃଷ୍ଣଚୂଡା ରଙ୍ଗ... ତାଙ୍କ କଣ୍ଠରେ ସବୁ ହୋଇଉଠେ ଜୀବନ୍ତ। ସବୁ ଲାଗେ ମଧୁର ମଧୁର। More

ରାଜ୍ୟରେ ବିନା ସ୍ପେଶାଲ ଏଜୁକେଟରରେ ଚାଲୁଛି ସ୍କୁଲ୍, ଦିବ୍ୟାଙ୍ଗଙ୍କ ପାଇଁ ଶିକ୍ଷକ ନିଯୁକ୍ତି କେବେ ?

ରାଜ୍ୟରେ ବିନା ସ୍ପେଶାଲ ଏଜୁକେଟରରେ ଚାଲୁଛି ସ୍କୁଲ୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନିଯୁକ୍ତ ହେଉନାହାଁନ୍ତି ସ୍ବତନ୍ତ୍ର ଶିକ୍ଷକ। More

୨୮ ତାରିଖରେ ହେବ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ନିର୍ବାଚନ

ଓସିଏର ସଭାପତି, ସଂପାଦକ ସହ ମୋଟ ୫ଟି ପଦବୀ ପାଇଁ ଏହି ନିର୍ବାଚନ କରାଯିବ। More

ସୁନା ହାର ଜବତ କଲା ପୋଲିସ୍‌, ହେଲେ ଫେରାଇଲେ ଖାଲି ସୂତା !

ଲୁଟ୍‌ ଗହଣା ଜବତ ପରେ ଏହାକୁ ନଦେଇ ନିଜ ପାଖରେ ରଖିଦେଲା ପୋଲିସ୍‌। ମନମୁଣ୍ଡା ପୋଲିସ୍‌ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି।  More

ହରଡ଼ଘଣାରେ ପଡ଼ିବେ ସରକାର ! ଚିଟ୍‌ଫଣ୍ଡ ଟଙ୍କା ଫେରାଇବାକୁ କି ପଦକ୍ଷେପ ନେଇଛନ୍ତି ପଚାରିଲେ ସୁପ୍ରିମ୍‌କୋର୍ଟ

ଠକଙ୍କଠାରୁ ଟଙ୍କା ତ ଆଦାୟ ହୋଇଛି ହେଲେ କାହିଁକି ଟଙ୍କା ଫେରସ୍ତ ପାଉ ନାହାନ୍ତି ଜମାକାରୀ ? More

ନାମାଙ୍କନ ବେଳେ ସୂର୍ଯ୍ୟବଂଶୀଙ୍କ ଶକ୍ତିପ୍ରଦର୍ଶନ, ପଦଯାତ୍ରା କରି କାଉଣ୍ଟର କଲା ବିଜେଡି

ଧାମନଗର ଉପନିର୍ବାଚନ ପାଇଁ ବଢୁଛି ଉଷ୍ମତା, ନାମାଙ୍କନ ଭରିଲେ ସୂଯର୍ୟବଂଶୀ । ବିଜେପି କହିଲା ୨୪ ପୂର୍ବରୁ ଆମ ପାଇଁ ଇଏ ସେମିଫାଇନାଲ୍ । More

ନିଶା ଦେଇ ସୁଟ୍ ହେଉଥିଲା ନଗ୍ନ ଭିଡ଼ିଓ ! ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଫାଶର ଏନ୍ତୁଡ଼ିଶାଳ

ଖୋଲୁଛି ଅର୍ଚ୍ଚନା ନାଗର ପାପ ପେଡ଼ି ! ଭିଡ଼ିଓ କନଫରେନ୍ସିଂରେ ହାଜର, ଲାଗିଛି ୧୬ ଦଫା । More

ହାଇସିକ୍ୟୁରିଟି ନମ୍ବରକୁ ନେଇ ଏସଟିଏକୁ କଡ଼ା ତାଗିଦ ଗଲା ପରିବହନ ବିଭାଗ

ଇଣ୍ଟରନେଟ୍ ଓ ବିଜୁଳି ସଂଯୋଗ ନ ଥିବା ଉପାନ୍ତ ଅଞ୍ଚଳର ଲୋକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।  More

ହରିଶଙ୍କର ବନ୍ଦ ! ପର୍ଯ୍ୟଟକ ନିରାଶ, ଜଳ ସତ୍ୟାଗ୍ରହରେ ସ୍ଥାନୀୟ ଲୋକେ

ପାଂଚ ଜଣ ଜଳ ସତ୍ୟାଗ୍ରହ କରୁଥିବା ବେଳେ ଆଲୋକ ବୁଡେକ ନାମକ ଜଣେ ଆନ୍ଦୋଳନକାରୀଙ୍କ ଅବସ୍ଥା ଗୁରୁତର ହୋଇଛି । More