ସଂକ୍ଷେପରେ ଆଜିର ତାଜା ଖବର - Friday, 30 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଲିଉଡ ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ, ଭିଡ଼ିଓ ଭାଇରାଲ୍

ଭାଇରାଲ୍ ଫଟୋ ସମ୍ପର୍କରେ ଅକ୍ଷୟ ପ୍ରତିକ୍ରିୟା ଦେବାକୁ ବି ଏଡ଼ାଇ ଯାଇଛନ୍ତି  କିନ୍ତୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଭିଡ଼ିଓରେ ଯେଉଁ ଯୁବତୀ ଅଭିଯୋଗ ଆଣିଛନ୍ତି। More

ଆସୁନାହାନ୍ତି ଦେଶୀ କି ବିଦେଶୀ ପର୍ଯ୍ୟଟକ! ମହକ ହରାଉଛି କି ରାଜ୍ୟ ପର୍ଯ୍ୟଟନ ?

ବେଳାଭୂମି, ଐତିହ୍ୟ ଓ ମନୋରମ ପରିବେଶ ସବୁକିଛି ଥାଉ ଥାଉ, ଆମ ରାଜ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏତେ ପଛରେ କାହିଁକି? ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ଅଭାବ ପାଇଁ ଫିକା ପଡ଼ୁଛି କି ଆକର୍ଷଣ? କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ  ୨୦୨୧ରେ ଉଭୟ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ, ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ସ୍ଥାନ ପାଇନି ଓଡ଼ିଶା । More

ଜଗନ୍ନାଥ ନୁହଁନ୍ତି ବରଂ ନବୀନ ଓଡ଼ିଶାର ପରିଚୟ କହି ଚର୍ଚ୍ଚାରେ ଶିଳ୍ପମନ୍ତ୍ରୀ

ଯାହାଙ୍କୁ ଟାର୍ଗେଟ୍ ପାଇଁ ଏତେ ଆୟୋଜନ, ସେଠି କିନ୍ତୁ ମୁହଁରେ ତାଲା। More

ବିଜେପିର ୨୪ ମିଶନ୍: ବିଜେଡି ମୁକ୍ତ ଓଡ଼ିଶା ପାଇଁ ନଡ୍ଡାଙ୍କ ଆହ୍ୱାନ

ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ନାଁ ନେଇ ରାଜ୍ୟ ସରକାର ଉପରେ ହମଲା More

ଗାଡ଼ି ଚାଳକ ଓ ମାଲିକଙ୍କୁ ସାମୟିକ ଆଶ୍ୱସ୍ତି : ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଡେଡଲାଇନ୍

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଡେଡଲାଇନ୍ ବଢ଼ାଇଲା ଏସଟିଏ More

OCS ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ରାଜ୍ୟ କ୍ୟାବିନେଟ

ଆଉ ୨ଟି ନୁହେଁ, ଏଣିକି ଗୋଟିଏ ଅପସନାଲ୍ ବିଷୟ ଆଶାୟୀ ବାଛିବେ। More

ବିଜେଡିମୁକ୍ତ ଓଡ଼ିଶା ପାଇଁ ଆହ୍ବାନ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

 କହିଛନ୍ତି, କାମ କରୁଛି ଜଣେ, ବାହାବା ନେଉଛି ଆଉ ଜଣେ। More

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌: ମାସେ ଟେନ୍‌ସନ୍‌ ଫ୍ରି

ଆଉ ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମହଲତ। ଆଜି ସରୁଥିବା ଡେଡ୍‌ଲାଇନ୍‌କୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି।  More

‘ଅକ୍ଷୟ ପରିଜା ଜବରଦସ୍ତି ମୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ନ୍ୟୁଡ୍‌ ଫଟୋ ରଖି ବ୍ଲାକ୍‌ମେଲିଂ କରୁଛନ୍ତି’

ଅଭିନେତ୍ରୀ କରାଇବା ଆଳରେ ପ୍ରଯୋଜକ ଅକ୍ଷୟ ପରିଜା ଯୌନ ନିର୍ଯାତନା ଦେଉଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଛନ୍ତି। More

ଏମିତି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ ! ତିନିତିନି ଜଣଙ୍କ ଜୀବନ ଗଲା, ଏବେ ସ୍ୱାମୀ ବି ଗାୟବ

ତିନିତିନି ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ କଳ୍ପିତ । ଏମିତିକି ୪ ମାସ ହେଲା କାହା ସହ ଠିକ୍‌ରେ କଥା ହେଉନଥିଲେ କି ଔଷଧ ଖାଉନଥିଲେ । More

ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା, ବାପାମା’ ଓ ୨ ଛୁଆକୁ ହାଣି ଫିଙ୍ଗିଦେଲେ

ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବୁଧବାର ଦିନ ଛତିଶଗଡ଼ ଦୁର୍ଗ ଜିଲ୍ଲାର ଟଣ୍ଡନବାଡ଼ି ଗାଁରେ ଏଭଳି ଛାତି ଥରାଇଲା ଭଳି ଘଟଣା ଘଟିଛି।  More

ବଢ଼ିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି

ବଢ଼ିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି। ସ୍ଲଟ୍‌ ବୁକିଂ ପାଇଁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି। More

ବାପ୍‌ରେ ବାପ୍‌ ଏତେ ଗଞ୍ଜେଇ ! ଯୁଆଡ଼େ ଦେଖିବ ଖାଲି ଗଦା ହୋଇଛି ବସ୍ତା, ଆଉ ରଖିବାକୁ ବି ଯାଗା ନାହିଁ..

ମାଲଖାନା, ହାଜତ ଆଉ ଜବତ ହୋଇଥିବା ଗାଡ଼ି ଚାରିଆଡ଼େ ଗଦା ହୋଇଛି ବସ୍ତା ବସ୍ତା ଗଞ୍ଜେଇ । More

ପରୀକ୍ଷା ଦେଇ ଘରକୁ ଫେରିଲେ, ଛାତ ଉପରୁ ମିଳିଲା ମୃତଦେହ

ଛାତ୍ର ଜଣକ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ଏହାପରେ ତାଙ୍କ ମୃତଦେହ ଛାତ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। More

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଚିନ୍ତା: ଏହିସବୁ ଗାଡ଼ି ନମ୍ବର ପ୍ଲେଟ୍‌ର ଆଜି ସରୁଛି ଡେଡ୍‌ଲାଇନ୍‌, କାଲିଠୁ ଫାଇନ୍‌

ନୂଆ ନମ୍ବରପ୍ଲେଟ୍ ଲଗାଇ ନଥିଲେ ବି ଯଦି କୌଣସି ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିନଥିବେ ତେବେ ଆସନ୍ତାକାଲିଠୁ ସେମାନଙ୍କଠୁ ଜରିମାନା ଆଦାୟ କରାଯିବ। ଅନ୍ୟପକ୍ଷେ, ସ୍ଲଟ୍‌ ବୁକିଂରେ ଲୋକମାନେ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ହୋଇଛି।  More

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ, ତଥାପି ସ୍ଥିତି ସୁଧୁରୁନି ! ଏବେ ବି ଲୋକେ ଡହଳ ବିକଳ..

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଉଦେଶ୍ୟରେ । ହେଲେ ସ୍ଥିତି ସୁଦୁରୁନି । More

ପୂଜା ମଉଜକୁ ଫିକା କରିବ ବର୍ଷା ! କାଲିଠୁ ଅଷ୍ଟମୀ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨ ତାରିଖରୁ ଅର୍ଥାତ୍‌ ମହାସପ୍ତମୀରୁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  More

ଏୟାରପୋର୍ଟଠୁ ଅଧିକ ଆକର୍ଷଣୀୟ ଦିଶିବ ରେଳ ଷ୍ଟେସନ୍

ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ୍‌ରେ ରହିବ କେଉଁସବୁ ଆଧୁନିକ ସୁବିଧା, ଜାଣନ୍ତୁ More

କାର ପଛରେ ବସିଲେ ବି ବାନ୍ଧିବାକୁ ହେବ ସିଟ୍ ବେଲ୍ଟ: ନହେଲେ ଗଣିବେ ହଜାରେ ଟଙ୍କା ଫାଇନ୍

ପଛ ସିଟ୍ ବେଲ୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ସ୍ୱାଗତ କରିଛି ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକ୍ଚର୍ସ। More

ରାଜଧାନୀରେ ବିଜେଡିର ପାଓ୍ୱାର ସୋ ! ‘ନଡ୍ଡାଙ୍କ ଗସ୍ତବେଳେ ନବୀନଙ୍କ ଅନୁପସ୍ଥିତିରେ ସମ୍ମିଳନୀ’

ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ଅପରାଜିତା । ୨୦ ବର୍ଷର ଶାସନ ପରେ ବି ଡର ଲାଗୁଛି କି ପଚାରିଲେ ଅପରାଜିତା  । More

'ଭ୍ରଷ୍ଟାଚାରରେ ବୁଡ଼ିଥିବା ରାଜ୍ୟ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଆହ୍ୱାନ'

ରକ୍ଷକ-ଭକ୍ଷକ କଥା ଉଠାଇ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ବି ତୀବ୍ର ହମଲା କରିଛନ୍ତି ନଡ୍ଡା। More

ଅଜବ ଦୃଶ୍ୟ ! ବିଜେଡି ସମ୍ମିଳନୀରେ ଉଠ୍‌ବସ୍‌ ହେଲେ ଯୁବ-ଛାତ୍ର ନେତା, ହେଲେ କାହିଁକି ?

ବିଜେଡି କର୍ମୀଙ୍କୁ ଲିଡରସିପ୍ ଜ୍ଞାନ ଦେବାବେଳେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । More