ସଂକ୍ଷେପରେ ଆଜିର ତାଜା ଖବର - Sunday, 11 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦୁର୍ଗାପୂଜାକୁ ଟାର୍ଗେଟ୍ କରି ଛପାଯାଉଛି ଜାଲି ନୋଟ୍‌ !

କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି? କୁଆଡେ କୁଆଡେ ଯାଇଛି? More

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଲଟିଛି ବିଜେଡିର ପାର୍ଟି ଅଫିସ୍

ଏକଥା ଖାଲି ଆମେ କହୁନୁ, ବିଜେଡିର ଛାତ୍ର ଓ ଯୁବନେତାମାନେ ମଧ୍ୟ ଏନେଇ ସୋସିଆଲ୍ ମିଡିଆରେ ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି। More

ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ

ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ। ବେଶି ଚାପରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀ। NCERT ସର୍ଭେ ରିପୋର୍ଟର ତଥ୍ୟକୁ ନେଇ ଚିନ୍ତା। ସ୍କୁଲ୍‌ରେ କାଉନ୍ସେଲିଂ ଡେସ୍କ ପ୍ରତିଷ୍ଠା ଦାବି। More

ରାଣୀ ଏଲିଜାବେଥ୍‌ଙ୍କ ମୁକୁଟରେ ଖଚିତ ଦୁର୍ଲଭ ହୀରା ଶ୍ରୀଜଗନ୍ନାଥଙ୍କର

କୋହିନୂର ହୀରାକୁ ଭାରତ ଫେରାଇ ଆଣିବାକୁ ବଢ଼ିଲା ଦାବି। କୋହିନୂରର ଅସଲ ମାଲିକ ଶ୍ରୀଜଗନ୍ନାଥ ବୋଲି ଦାବି କରି ଦରକାର ହେଲେ ଅନ୍ତର୍ଜାତୀୟ ଅଦାଲତ ଯିବୁ ବୋଲି କହିଛି ଜଗନ୍ନାଥ ସେନା। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇବ କି କୋହିନୂର? More

କୋହିନୂର କାହାର: ବ୍ରିଟିଶରଙ୍କ ନାଁ ଭାରତୀୟଙ୍କ ?

ଏବେ ସମୟ ଆସିଛି କୋହିନୂରକୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହେଉ ବୋଲି କହିଛନ୍ତି। More

ନବଜାତ ବାଘ ଓ ସିଂହଛୁଆର ନାମକରଣ କଲେ କେନ୍ଦ୍ରମନ୍ତ୍ରୀ

ନନ୍ଦନକାନନ ଚିଡ଼ିଆଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ବାଘଛୁଆର ନାଁ ହିମାଂଶୀ ଓ ସିଂହ ଛୁଆର ନାଁ କାମିନୀ ରଖିଲେ More

ଚାନ୍ଦବାଲି ଏନ୍ଏସିରେ ଆବାସ ଯୋଜନା ଘୋଟାଲା : ମଲା ଲୋକଙ୍କୁ ଘର ମିଳିଛି, ଜୀବିତ ଯୋଗ୍ୟ ହିତାଧିକାରୀ ବଞ୍ଚିତ  

ଆବାସ ଯୋଜନାରେ ବ୍ୟାପକ ପ୍ରିୟାପ୍ରୀତି More

ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ପାଣି ପାଇପ୍‌

ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି। More

ସକାଳ ହେଲେ ବୁଲି ବୁଲି ଖବରକାଗଜ ବାଣ୍ଟନ୍ତି ବାପା : ଏବେ ଡ଼ାକ୍ତର ହେବ ପୁଅ

ପୁଅ ହେବ ତ ଏମିତି । ଗରିବ ବାପାଙ୍କ ଦୁଃଖ ବୁଝି କଠିନ ପରିଶ୍ରମ କରିଥିଲେ, ଆଜି ସେ ସଫଳତା ହୋଇଛନ୍ତି । More

ଲଗାଣ ବର୍ଷାରେ ବେହାଲ ଓଡ଼ିଶା; ବାଲେଶ୍ୱର ଓ ଢ଼େଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଏବଂ ପାଶର୍ବବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି । More

ସବୁ ପ୍ରକାର ସିଲେକ୍ସନ୍‌ ପ୍ରକ୍ରିୟା ପରେ ମିଳୁଛି ଚାକିରି, ହେଲେ ସରକାର ଆମକୁ ଗୋତି ଖଟଉଛନ୍ତି ?

ଛେଚୁଛି ବର୍ଷା । ଆନ୍ଦୋଳନ କରୁଛନ୍ତି ଠିକା କର୍ମଚାରୀ । More

ସରକାର ଶୁଣିଲେନି, ଗାଁ ରାସ୍ତା ତିଆରି ପାଇଁ ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ

ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି। More

ପିଲାଙ୍କୁ ପାଠ ପଢ଼ାଉଛନ୍ତି ଅଣତାଲିମପ୍ରାପ୍ତ ଶିକ୍ଷକ : ତାଲିକା ମାଗିଲା କେନ୍ଦ୍ର ଶିକ୍ଷା ବିଭାଗ

ଗଣଶିକ୍ଷା ବିଭାଗକୁ ଘାରିଲା ଅଣ ତାଲିମପ୍ରାପ୍ତ ଶିକ୍ଷକଙ୍କ More

ବର୍ଷାକୁ ଖାତିର ନାହିଁ, ଲୋୟର୍ ପିଏମଜିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଜୋରଦାର ଆନ୍ଦୋଳନ

ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ଦାବିରେ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି More

ବ୍ୟବସାୟୀଙ୍କ ଘରୁ ମିଳିଲା ୧୭କୋଟି : ଘର ଭିତରେ ଟଙ୍କାର ପାହାଡ଼

ମୋବାଇଲ୍ ଗେମିଂ ଫ୍ରଡର ତଦନ୍ତ ବେଳେ ମିଳିଲା ଟଙ୍କା More

ମୁଣ୍ତ ଗଡ଼ାଉଛି ଅଜଣା ରୋଗ; ଗୋଟିଏ ପରିବାରର ୪ ମୃତ

ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁକୁ ନେଇ ଚନ୍ଦାହାଣ୍ଡି ଗମ୍ଭାରୀଗୁଡା ଭୋଇପାରା ସାହିରେ ଚାଞ୍ଚଲ୍ୟ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । More

ଅବପାତରେ ପରିଣତ ହେବ ଲଘୁଚାପ;୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସମ୍ଭାବ୍ୟ ବର୍ଷାକୁ ନେଇ ବିଭିନ୍ନ ଜିଲ୍ଲା ଲାଗି ସତର୍କତା ଜାରି କରାଯାଇଛି । More

ଶବ ପାଇଁ ଶ୍ମଶାନ ନମିଳିବାରୁ ଉତ୍ତେଜନା: ୧୪୪ ଧାରା ଜାରି, ପୋଲିସ୍‌ର ଲାଠି ଚାର୍ଜ

ଗତକାଲି ଉମରକୋଟ ସହର ୱାର୍ଡ ନଂ-୮ ଡଙ୍ଗରି ସାହିର ଜଣେ ଯୁବତୀଙ୍କ ମୃତଦେହକୁ ଏକତାଗୁଡ଼ା ଗ୍ରାମ ରାସ୍ତା ପାର୍ଶ୍ୱରେ ପ୍ରଶାସନର ସହଯୋଗରେ ପୋତାଯାଇଥିଲା। More

୪୦ ବର୍ଷ ତଳେ ଓଡ଼ିଶା ଆସିଥିଲେ ବ୍ରିଟେନ୍‌ର ନୂଆ ରାଜା ଚାର୍ଲସ

ପଇଡ଼ ପିଇ ଗାଁ ଲୋକଙ୍କ ସହ ଖୁସି ମିଜାଜ୍‌ରେ ସମୟ କାଟିଥିଲେ ଚାର୍ଲସ। More

ଓଡ଼ିଶା ରାସ୍ତାରେ ଆଉ ଗଡ଼ିବନି ୧୫ରୁ ୨୦ବର୍ଷର ପୁରୁଣା ଗାଡ଼ି

ପୁରୁଣା ଗାଡିମାଲିକମାନେ ନିଜ ଗାଡ଼ିକୁ ସ୍ରାପ ଦରରେ ବିକ୍ରି କଲେ ସେମାନଙ୍କୁ କିଛି ମୂଲ୍ୟ ଦେବାକୁ ଧାର୍ଯ୍ୟ କରିଛନ୍ତି ସରକାର। ପୁରୁଣା ଗାଡିର ମୂଲ୍ୟ ସେହି ଗାଡିର ଏକ୍ସ ସୋରୁମ୍ ମୂଲ୍ୟର ୬ ପ୍ରତିଶତ ରହିବ। More

ସୂର୍ଯ୍ୟମନ୍ଦିର ବାଲିମୁକ୍ତ ଯୋଜନାର ପରିଣାମକୁ ନେଇ ସଂଶୟ

କେଉଁଠି କେତେ ବାଲି ଦବିଛି ? ସେହି ବାଲିକୁ କେମିତି କାଢ଼ିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ? More

ଟି-୨୦ ମହାକୁମ୍ଭରେ ଏସିଆ କପ୍ ଦଶା ଭୋଗିବନି ତ ରୋହିତ ସେନା

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୨ ପୂର୍ବରୁ ଏସିଆ କପ୍ ପ୍ରସ୍ତୁତି ସଦୃଶ ଥିଲା। ମନେ ହେଉଥିଲା ଯେମିତି ଟିମ୍ ଇଣ୍ଡିଆ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିଲା। ଏବେ ଭୟ ଘାରିଲାଣି, ଟି-୨୦ ମହାକୁମ୍ଭରେ ଏସିଆ କପ୍ର ଦଶା ଭୋଗିବନି ତ ରୋହିତ ସେନା? More