ସଂକ୍ଷେପରେ ଆଜିର ତାଜା ଖବର - Saturday, 03 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗୋଟିଏ ବି ସରକାରୀ ସ୍କୁଲରେ ନାହାନ୍ତି ସ୍ପେଶାଲ୍ ଏଜୁକେଟର: ରାଜ୍ୟରେ କେମିତି ପଢୁଛନ୍ତି ଦିବ୍ୟାଙ୍ଗ ଶିଶୁ?

କେନ୍ଦ୍ର ସରକାରଙ୍କ ୨୦୨୦-୨୧ ବର୍ଷ ୟୁଡିଆଇଏସ୍ଇ ପ୍ଲସ୍ ରିପୋର୍ଟର ତଥ୍ୟ ଅନୁସାରେ ରାଜ୍ୟରେ ମୋଟ୍ ୧ ଲକ୍ଷ ୩ ହଜାର ୫୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି। More

ପୁଅର ଚିକିତ୍ସା ଲାଗି ବନ୍ଧା ପଡ଼ିଲା ରାସନ୍, ଭତ୍ତା କାର୍ଡ

ଅଣ୍ଟିରେ କାଣିକଉଡ଼ିଟିଏ ବି ନଥିବାରୁ କାନ୍ଦ କାନ୍ଦ ହୋଇ ଘରକୁ ଫେରିଆସିଲେ ମାଆ-ପୁଅ। More

ଅଜବ କଟକଣା: ପୁଅ ଝିଅ ବାହା କଲେ ଗଣିବାକୁ ହେବ ଅର୍ଥ ଦଣ୍ଡ

ସ୍ୱାଧୀନତାର ୭୫ ବର୍ଷ ପରେ ବି ପରାଧୀନ ଜୀବନ। ଘାରୁଛି ସମାଜର ଭୟ, କୁଳ ପକ୍ଷରୁ ଅର୍ଥତଣ୍ଡର ଡର। ୮୫ ପରିବାର ଉପରେ ୭୦ ବର୍ଷର ବାସନ୍ଦ ବୋଝ। ତାଲିବାନୀ କଟକଣା ଯୋଗୁଁ ଆଖପାଖରେ ଦେଇହେଉନି ଝିଅ, କରିହେଉନି ପୁଅ ବାହା। More

ଟିମ୍ ଇଣ୍ଡିଆର ଟ୍ରମ୍ପ୍ କାର୍ଡ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା!

ଏକଦା ଟିମ୍ ଇଣ୍ଡିଆ ପାଇଁ ଏକପ୍ରକାର ଅଲୋଡ଼ା ହୋଇଯାଇଥିବା ଅଲ୍ଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏତେ ଲୋଡ଼ା ପଡ଼ିଲେଣି କାହିଁକି? ତାଙ୍କ ବିନା ଚୂଡ଼ାନ୍ତ ଏକାଦଶ ମଜଭୁତ ହୋଇ ପାରୁନି କି? ଟି-୨୦ ବିଶ୍ୱକପ୍ ୨୦୨୨ ରେ ସେ ଟିମ୍ ପାଇଁ ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି? ହୋଇପାରନ୍ତି କି ଭାରତୀୟ ଟିମ୍ର ଉପ-ଅଧିନାୟକ? ଜାଣିବା ପାଇଁ ପଢନ୍ତୁ… More

୨୦୨୪ ପାଇଁ ନିଅଁ ପକାଇବେ ବିଜେଡି, ବିଜେପି, କଂଗ୍ରେସ୍

ମୟ ଥାଉ ଥାଉ ପାଗ ନଭିଡିଲେ କାଳେ କିଏ ପଛରେ ପଡିଯିବେ ସେ ଭୟ ବି ଅଛି। More

ଭୁବନେଶ୍ୱର, ପୁରୀରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ'

ଏଭଳି ସୋ ଓଡ଼ିଶାର ଯୁବପିଢିଙ୍କୁ ଏୟାରଫୋର୍ସରେ ଯୋଗ ଦେବାକୁ ଅଧିକ ଉତ୍ସାହିତ କରିବ। More

୩୦ରେ ସରୁଛି ମାଗଣା କରୋନା ଟିକା

ତୁରନ୍ତ ଟିକା ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ More

ହଜିଲା ପୁଅକୁ ୮ ବର୍ଷ ପରେ ଫେରି ପାଇଲେ ବାପାମା’

୮ ବର୍ଷର ପୁଅକୁ ଫେରି ପାଇଲେ ବାପାମାଆ । ହଠାତ୍ ପୁଅକୁ ଦେଖି ବିଶ୍ୱାସ କରିପାରିଲେନି ପରିବାର ଲୋକେ । ଖୁସିରେ ଅବାକ୍ ହୋଇଗଲେ । ତାପରେ ପରିବାରରେ ଖେଳିଗଲା ଖୁସିର ଲହରୀ । More

ଏକତରଫା ପ୍ରେମ ! ଯୁବତୀଙ୍କ ଗଳାକାଟି ମାରିଦେଲା

ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। More

ପକ୍ସୋ କୋର୍ଟ ଜଜ୍‌ଙ୍କ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ, ଆତ୍ମହତ୍ୟା ନୁହେଁ ହତ୍ୟା !

ସୁବାସଙ୍କ ମୃତଦେହ ତାଙ୍କୁ ଦେଖିବାକୁ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । More

ବାତ୍ୟା ନେଇ କିଛି ଆକଳନ ହୋଇନି: ପାଣିପାଗ ବିଜ୍ଞାନୀ

ବାତ୍ୟା ସଂପର୍କରେ IMD କୌଣସି ସୂଚନା ଜାରି କରି ନାହିଁ। ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। More

ଛତିଶଗଡ଼ରୁ ଡାଲି-ଗହମ ଲୁଟ୍ କରି କାକଟପୁରରେ ଧରାପଡ଼ିଲା ଟ୍ରକ୍

୧୮ ଲକ୍ଷ ଟଙ୍କା ମୂଲ୍ୟର ଡାଲି ଓ ଗହମ ବୋଝେଇ ଟ୍ରକ୍ ଆସୁଥିଲା । କାକଟପୁର ଅଞ୍ଚଳରୁ ଟ୍ରକ୍ ଜବତ, ୨ ଗିରଫ  । More

ତେନ୍ତୁଳି ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ, ନାକେଦମ୍ ହେଲା ପୋଲିସ୍‌

ସ୍ତ୍ରୀ ଓ ଝିଅ କାମ କରୁଥିବା ବେଳେ ନିକଟସ୍ଥ ତେନ୍ତୁଳି ଗଛରେ ଦଉଡ଼ି ଦେଇ ଭଗବାନ ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚି ଭଗବାନଙ୍କ ମୃତଦେହ ତଳକୁ ଓହ୍ଲାଇ ଘରକୁ ଆଣିଥିଲେ।  More

୬ ତାରିଖରେ ପ୍ରବଳ ବର୍ଷିବ ! ୮ ଜିଲ୍ଲାକୁ ଚେତାବନୀ

୫ ତାରିଖରୁ ବର୍ଷା ଆରମ୍ଭ ହୋଇ ୬ ତାରିଖରେ ବଢ଼ିବ। ପ୍ରବଳ ବର୍ଷା ସମ୍ଭାବନା ନେଇ ସେପ୍ଟେମ୍ବର ୬ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।  More

କି ନିର୍ଦୟ ଏ ଦଇବ ! ୧୦ ଦିନ ଭିତରେ ଆରପାରିରେ ବାପା-ମା, ଦୁଇ କୁନି ଛୁଆ ଏବେ ଅନାଥ

ମାତ୍ର ୧୦ ଦିନ ବ୍ୟବଧାନରେ ଉଭୟ ବାପ-ମାଆ ତାଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ଯାହାଫଳରେ ଦୁଇ କୁନି ଛୁଆ ଏବେ ସମ୍ପୂର୍ଣ୍ଣ ଅନାଥ । More

ହଟିଲା କଟକଣା, ଫେରିଲା ପାର୍ବଣ ମାହୋଲ: ଗଣପତିଙ୍କ ଆଗମନରେ ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମ

୨ ବର୍ଷ ପରେ କରୋନା କଟକଣା ହଟିବା ପରେ ଜୀବନଜୀବିକା ଏବେ ଟ୍ରାକ୍‌କୁ ଫେରିଥିବା ଦେଖିବାକୁ ମିଳିଛି। ପାର୍ବଣ ପାଇଁ ଚାରିଆଡ଼େ ଉତ୍ସବ ମୁଖର ହୋଇଥିବା ବେଳେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କଳାକାରଙ୍କ ପାଖରେ ଏବେ ତର ନାହିଁ।  More

ଦୁଇ ମାସ ହେବ ପ୍ରେମ ବିବାହ କରିଥିଲେ, ଏବେ ବିଷ ପିଇଦେଲେ !

ବାଲେଶ୍ୱରରେ ବିଷ ପିଇ ନବ ଦମ୍ପତିଙ୍କ ଆତ୍ମହତ୍ୟା! ସଦର ଥାନା ଚଷାଖଣ୍ଡି ପଞ୍ଚାୟତ ମଧୁପୁରା ଗାଁର ଘଟଣା । More

ଓଡ଼ିଶାରେ କମିବ ଗରିବୀ ! ଆରମ୍ଭ ହେଲା ସର୍ଭେ...

ରାଜ୍ୟରେ ଗରିବୀ ହାର ୨୯%ରୁ ୧୦%କୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦୨୩  ମସିହା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ୪ ହଜାର ୫୬ ଗ୍ରାମ ପଞ୍ଚାୟତରେ ସର୍ଭେ ହେବ। More

୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର, କୋଲକତା-ରାଞ୍ଚି-ପାଟନାରେ ବି ପିଲା ଦେବେ ପରୀକ୍ଷା

ଚଳିତବର୍ଷ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଦୈନିକ ୪ଟି ସିଫ୍ଟରେ ପରୀକ୍ଷା  । More

କେମିତି ହେଲା ଜଜ୍‌ଙ୍କ ମୃତ୍ୟୁ ? ଆତ୍ମହତ୍ୟା ନା ଆଉ କିଛି !

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି । ଆଜି ମଧ୍ୟାହ୍ନରେ ବିଚାରପତିଙ୍କ ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ କ୍ୱାଟର୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଛି । More

ଆରପାରିରେ ଆଉ ଜଣେ ଅକ୍ଷୟ ମହାନ୍ତି

ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତିଙ୍କ ଆଜି ସକାଳ ସାତଟା ସମୟରେ ପରଲୋକ ଘଟିଛି । More

ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେବ କି ଐତିହାସିକ ବାଲିଯାତ୍ରା ?

ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ପ୍ରସିଦ୍ଧ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ କରିବେ କି ସରକାର? More

ଶୁଭଶ୍ରୀ ମୃତ୍ୟୁ ମାମଲାରୁ ହଟିଲା ପରଦା, ବନ୍ଧାହେଲା ବଦମାସ ବୟଫ୍ରେଣ୍ଡ

ଶୁଭଶ୍ରୀ ଓ ଚିତ୍ତରଂଜନ ସ୍କୁଲ ବେଳର ସାଙ୍ଗ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମ୍ପର୍କ ଥିଲା। More

କି ଦୁର୍ଭାଗ୍ୟ ! ବିନା ଦୋଷରେ ଜେଲ ଗଲା ୩ ବର୍ଷର ପୁଅ

ଦୋଷ କଲେ ବାପା-ମାଆ। ହେଲେ ଜେଲ ଗଲା ୩ ବର୍ଷର ପୁଅ। ବାପା-ମାଆଙ୍କ ଯିବା ପରେ ଏବେ ଅନାଥ ପରି ବଂଚୁଛନ୍ତି ୪ ଛୁଆ। ଆଉ ସିନ୍‌ ରିକ୍ରିଏସନ୍‌ ପାଇଁ ମାଆ ଆସିଥିଲା ବେଳେ ପିଲାଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିଲା। ହେଲେ ପିଲାଙ୍କୁ ନିଜ ସାଥୀରେ ନେଇ ପାରିଲା ନାହିଁ। More