ସଂକ୍ଷେପରେ ଆଜିର ତାଜା ଖବର - Wednesday, 27 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଗକୁ ସ୍ୱାଭାବିକ ହେବ ତ ବାବୁସାନଙ୍କ ଆକ୍ଟିଂ କ୍ୟାରିୟର ?

ବାବୁ-ପ୍ରକୃତି ଏବଂ ତୃପ୍ତି ମଧ୍ୟରେ ହୋଇଥିବା ଝଗଡା ଅନେକ ଫ୍ୟାନ୍‌ଙ୍କ ମନକୁ ଆଘାତ ଦେଇଛି। More

ରାଜ୍ୟରେ ଭୟାବହ ରୋଗରେ ପରିଣତ ହେଲାଣି ପିସି କାରବାର

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହାର ଜବାବ ରଖି ଅର୍ଥମନ୍ତ୍ରୀ କହିଛନ୍ତି, ବିରୋଧୀ ଆଣିଥିବା ଅଭିଯୋଗ ଭିତ୍ତିହୀନ।  More

ରାଷ୍ଟ୍ରପତି ଭବନରେ ମହାମହିମଙ୍କ ସହ ବୁଲିଲେ ମୟୂରଭଞ୍ଜର ଅତିଥି

ସ୍ୱପ୍ନ ସତ ହେଲା। ଅତିଥି ହୋଇ ଯାଇଥିଲେ, ଅଭୁଲା ଅନୁଭବ ନେଇ ଫେରିଲେ। More

ବିଜ୍ଞାନ ଓ ବାଣିଜ୍ୟ ଦୁଇଟି ଯାକରେ ପୁଅଙ୍କୁ ପଛରେ ପକାଇଲେ ଝିଅ

୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ସାଙ୍ଗକୁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ଭଲ ରେଜଲ୍ଟ ଦେଇଛି । ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ରହିଛି ୯୪.୧୨% । ୪୫ ହଜାର ୫୮୭ ଛାତ୍ର ପାସ୍ କରିଥିବା ବେଳେ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ୩୨ ହଜାର ୫୧୯ ଛାତ୍ରୀ ପାସ୍ କରିଛନ୍ତି । More

ବାବୁସାନଙ୍କୁ କାଲି ଜେରା କରି କି ତଥ୍ୟ ଉଗାଳିବ ପୋଲିସ୍ ?

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଭିନେତା ବାବୁସାନ ତ ପହଞ୍ଚିଲେ, କିନ୍ତୁ ଏକାଧିକ ଅସମାହିତ ପ୍ରଶ୍ନ ଏବେ ଘେରିରହିଛି ତାଙ୍କୁ । More

ସ୍କୁଲ୍‌ରେ ବିଦ୍ୟୁତ୍‌ ସକ୍‌; ୨ ଛାତ୍ର ସମେତ ପ୍ରଧାନଶିକ୍ଷକ ଗୁରୁତର

ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍‌ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି। More

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ବାବୁସାନ

ହାଇକୋର୍ଟରେ ବାବୁସାନ ଆଗୁଆ ଜାମିନ ଆବେଦନ କରିଛନ୍ତି। More

ବାହାରିଲା +୨ ରେଜଲ୍ଟ : ବିଜ୍ଞାନରେ ୯୪% ଏବଂ ବାଣିଜ୍ୟରେ ୮୯% ପାସ୍

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ More

‘ବାବୁସାନ ବହୁତ ଟାୟାର୍ଡ ଅଛି, ଦୁଇ ଦିନ ପରେ ସମସ୍ତଙ୍କୁ ମନର କଥା କହିବ’

ପୁଅ ପାଇଁ ଆଗକୁ ଆସିଲେ ଅପରାଜିତା । ପୁଅ ଫେରିବା ପରେ ସମସ୍ତଙ୍କ ଧନ୍ୟବାଦ ଜଣାଇଛନ୍ତି । More

ଓଡ଼ିଶାର ଅନାଥ ଶିଶୁକୁ କୋଳେଇ ନେଲେ ସ୍ପେନୀୟ ମହିଳା

ଅନାଥ ଶିଶୁକୁ ମିଳିଗଲା ନୂଆ ମା’ କୋଳ। ଜଣେ ସ୍ପେନୀୟ ମହିଳା ଗଜପତିର ଏକ ଅନାଥ ଶିଶୁକୁ କୋଳେଇ ନେଇଛନ୍ତି। More

‘ବାବୁ ରାତି ଅନିଦ୍ରା ହୋଇଛି, ନିଦରୁ ଉଠିଲେ ବାବୁ’

ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ଏକ କାର୍‌ ଯୋଗେ ବାବୁସାନ ଭୁବନେଶ୍ୱର ଜଗନ୍ନାଥ ବିହାର ସ୍ଥିତ ଘରକୁ ଯାଇଥିଲେ।  ପ୍ରଥମେ ବାପା, ମା’ଙ୍କ ପାଖକୁ ଯିବି। ଯେତେବେଳେ ଯାହା ଦରକାର ପଡିବ ତାହି କହିବି ବୋଲି ସେ କହିଛନ୍ତି। More

କାଶୀପୁର ହଇଜାରେ ଆଜି ଆଉ ୨ ମୃତ : ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ହାଡ଼ିଗୁଡ଼ା ପଞ୍ଚାୟତ କୁଗୁପୁଟରେ ଜଣେ ମହିଳା ଆକ୍ରାନ୍ତ ଓ ଟିକିରି ପଞ୍ଚାୟତ ଜାମୁଗୁଡ଼ରେ ଆଉ ଜଣେ ମହିଳା ଆକ୍ରାନ୍ତ ମୃତ । More

ବାନ୍ତି କରିବା ବାହାନାରେ ଥାନାରୁ ଚମ୍ପଟ ମାରିଲା ହତ୍ୟାକାରୀ

ବାନ୍ତି କରିବା ଆଳରେ କନଷ୍ଟେବଲ୍‌କୁ ଚକ୍‌ମା ଦେଖାଇ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ। ନାବାଳକଙ୍କୁ ହତ୍ୟା ଅଭିଯୋଗରେ କୋରାପୁଟ ସଦର ଥାନାରେ ପର୍ଶୁରାମ ପରଜାଙ୍କୁ ପୋଲିସ୍ ଅଟକ ରଖିଥିଲା।  More

ପ୍ରକାଶ ପାଇଲା OJEE ରେଜଲ୍ଟ :

www.ojee.nic.inରେ ରେଜଲ୍ଟ ଉପଲବ୍ଧ More

୬୫୦ କୋଟି ଟଙ୍କାରେ ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ଏକ କ୍ୟାନ୍ସର ହସ୍ପିଟାଲ୍‌

୬୫୦ କୋଟି ଟଙ୍କା ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍‌। ଆସନ୍ତା ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଲକ୍ଷ୍ୟ। More

ଭୁବନେଶ୍ୱରରେ ପହଞ୍ଚିଲେ ବାବୁସାନ

ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ ମହାନ୍ତି। ଚେନ୍ନାଇରୁ ବିମାନ ଯୋଗେ ଆସି ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।  More

ଆଜି ପ୍ରକାଶ ପାଇବ ଯୁକ୍ତ ୨ ଓ OJEE ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ୨ ଓ OJEE ରେଜଲ୍ଟ। ଅପରାହ୍ଣ ୪ଟାରେ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟାରେ OJEE ରେଜଲ୍ଟ ବାହାରିବ। More

ଆସିଲା ବିମାନ, ହେଲେ ଆସିଲେନି ବାବୁସାନ...

ଗତକାଲି ଚେନ୍ନାଇ ଏୟାରପୋର୍ଟରେ ଅଭିନେତା ବାବୁସାନ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏହାପରେ ବି ସେ ଭୁବନେଶ୍ୱର ଫେରି ନାହାନ୍ତି। More

ହିଟ୍ ଷ୍ଟାର ବାବୁସାନଙ୍କୁ ନେଇ ଟେନ୍‌ସନ୍‌ରେ ଓଲିଉଡ୍

ଓଡ଼ିଆ ଫିଲ୍ମ ଜଗତକୁ ଗଲା କିଛି ବର୍ଷ ଧରି ସାହାରା ହୋଇ ଆସୁଥିବା ବାବୁସାନଙ୍କ ବିନା ଇଣ୍ଡଷ୍ଟ୍ରୀ ଆଗକୁ ଯିବ କେମିତି ? ଏମିତି ଏକାଧିକ ପ୍ରଶ୍ନ ଏବେ ଓଡ଼ିଆ ଦର୍ଶକ ଓ ସିନେ ପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ ସେପଟେ ବାବୁସାନ୍ ଏସବୁକୁ ଭୁଲି ତାଙ୍କ ଦକ୍ଷ ଅଭିନୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ବହୁ କଳାକାର, ନିର୍ଦ୍ଦେଶକ ଓ ସିନେ ସମୀକ୍ଷକ । More

ନରସିଂହପୁର ଜଙ୍ଗଲରେ ବୁଲୁଛି ଆଉ ଏକ ଗୁଳିବିଦ୍ଧ ହାତୀ

ଆଠଗଡ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଉଦ୍ଧାର ଘଟଣାର ରିପୋର୍ଟ ଦେବାକୁ ଆଉ ମାସେ ସମୟ ମାଗିଲା ଏସ୍ଆଇଟି More

ଷ୍ଟାର ଘର କଳିରେ ଟ୍ୱିଷ୍ଟ; ଓଡ଼ିଶା ପହଞ୍ଚିବା ପରେ ତୃପ୍ତିଙ୍କ ପାଖକୁ ଫେରିବେ କି ବାବୁସାନ ?

୩ ଦିନ ପରେ ଚେନ୍ନାଇରୁ ଫେରିଛନ୍ତି ଅଭିନେତ୍ରୀ ପ୍ରକୃତି ଏବଂ ଆଜି ତାଙ୍କ ଘରକୁ ଯାଇ ପଚରାଉଚରା କରିଛି ଖାରବେଳନଗର ଥାନା ପୋଲିସ । ତେବେ  ବାବୁସାନ ଗଲେ କୁଆଡ଼େ ? ଚେନ୍ନାଇରେ ନା ଆଉ କେଉଁଠି ଅଛନ୍ତି ସେ ? ନୋଟିସ୍ ସତ୍ତ୍ୱେ ନଆସିଲେ ଆଉ କି ପଦକ୍ଷେପ ନେଇପାରେ ପୋଲିସ ? More

ଚେନ୍ନାଇରୁ ଓଡ଼ିଶା ଅଭିମୁଖେ ବାବୁସାନ

ଚେନ୍ନାଇ ବିମାନ ବନ୍ଦରରେ ଓଲିଉଡ ଅଭିନେତା ବାବୁସାନ । ସାମ୍ନାକୁ ଆସିଲା ଚେନ୍ନାଇ ବିମାନବନ୍ଦରରେ ବାବୁସାନ୍‌ଙ୍କ ଭିଡିଓ । ବାବୁସାନ୍ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିବା ନେଇ ସୂଚନା ମିଳିଛି । More

ଚର୍ଚ୍ଚାରେ ଆଇଟିଆଇ ଛାତ୍ରଙ୍କ ଦେଶୀ ଯୁଗାଡ଼ : ସୀମାରେ ଅନୁପ୍ରବେଶ ରୋକିବାକୁ ସ୍ୱତନ୍ତ୍ର ପ୍ରୋଜେକ୍ଟ

ଚନ୍ଦ୍ରଗିରିର ସମୀର ପ୍ରଧାନୀଙ୍କ ଉଦ୍ଭାବନକୁ ନେଇ ଚର୍ଚ୍ଚା More