ସଂକ୍ଷେପରେ ଆଜିର ତାଜା ଖବର - Sunday, 13 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି ! ସିଧା ନିଶାନାରେ ଶାସକ ଦଳ

ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ବୋଲି କହି, ଏତେ ବଡ଼ କାଣ୍ଡ ଭିଆଇଥିବା ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଦଳ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ଏଭଳି କାଣ୍ଡକୁ ସମ୍ବିତ ତୀବ୍ର ନିନ୍ଦା କରିଛନ୍ତି । More

କ’ଣ କଲା ଏ ରାଜନୀତି ! ବାପା ବିଜେଡିରୁ ପୁଅ ବିଜେପିରୁ, ଭାଇ ଭାଇରେ ବି ଜୋରଦାର ଟକ୍କର

ବାପା ଭୀମସେନ ମାଣ୍ଡୋଠିଆ ବିଜେପି ସମର୍ଥନରେ, ପୁଅ ରଣଜିତ ମାଣ୍ଡୋଠିଆ ବିଜେଡି ସମର୍ଥନରେ ଲଢ଼େଇ କରୁଛନ୍ତି ପରସ୍ପର ବିରୋଧରେ । ଅନୁଗୋଳ ପୌରପାଳିକା ୫ ନମ୍ବର ଓ୍ୱାର୍ଡର କାଉନସିଲ ପ୍ରାର୍ଥୀ ବନିଛନ୍ତି ଉଭୟେ ବାପ-ପୁଅ । More

ବିଜେଡି ନେତାଙ୍କ ମଧ୍ୟରେ ଛକାପଞ୍ଝା: କିଏ ହେବ ବ୍ଲକ ଅଧ୍ୟକ୍ଷ ?

ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ବେଳେ ଫୁଟି ବାହାରିଲା ବିଜେଡିର ଗୋଷ୍ଠୀ କନ୍ଦଳ । ବିଭିନ୍ନ ବ୍ଲକରେ ସ୍ଥାନୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା, କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । More

ଚେତନା ଓ ଆଧ୍ୟାତ୍ମିକତାର ବିଜୟ: ମଦ ନଛୁଇଁବାକୁ ଶପଥ କଲେ ଗାଁ ଲୋକ

ଦୀର୍ଘ ୨୦ ବର୍ଷ ହେବ ନିଶା ନିବାରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। More

ମାର୍ଚ୍ଚ ୧୬ ଓ ୧୭ ରେ ୟେଲୋ ୱାର୍ଣ୍ଣି ଜାରି: ଆଇଏମ୍‌ଡି

୧୬ ତାରିଖରେ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । More

ଜାଣନ୍ତୁ କିଏ କେଉଁଠି ଜିତିଲା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ

ସାରା ଓଡ଼ିଶାର ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବିଜେଡିର ବାଜିମାତ୍ More

ପ୍ରଶାନ୍ତଙ୍କ ବିରୋଧରେ ବିଜେପିର କଡ଼ା ଆଭିମୁଖ୍ୟ, ସାରା ରାଜ୍ୟରେ କରିବ ସତ୍ୟାଗ୍ରହ

ସୋମବାରଠାରୁ ହେବ ସତ୍ୟାଗ୍ରହ । ରାଜ୍ୟର ସବୁ ସହରାଞ୍ଚଳରେ ବିରୋଧୀ ବିଜେପି କରିବ ଜୋରଳଦାର ସତ୍ୟାଗ୍ରହ । ସବୁ ବ୍ଲକ୍‌ ଓ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ବିଜେପି କରିବ ପ୍ରତିବାଦ । More

ରହସ୍ୟ ଘେରରେ ନର୍ସଙ୍କ ମୃତ୍ୟୁ, ସ୍ୱାମୀ କହିଲେ- ମୋ ସ୍ତ୍ରୀକୁ ନ୍ୟାୟ ମିଳୁ

ଷ୍ଟାଫ୍ ନର୍ସଙ୍କ ମୃତ୍ୟୁକୁ ନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତଦେହ ରଖି ପରିବାରବର୍ଗ ଓ ସ୍ଥାନୀୟ ଲୋକ ଆନ୍ଦୋଳନ କରିଛନ୍ତି। More

କେବେ ଖାଇଛନ୍ତି କି ‘ଦହି ଗୋଲମରିଚ ମାଂସ

ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ବଢିଯାଏ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଶୈଳୀରେ ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଦହି ଗୋଲମରିଚ ମାଂସ ‘ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ପ୍ରଣାଳୀରେ ବନେଇ ପାରିବେ । More

ବିଧାୟକଙ୍କ ବର୍ବରକାଣ୍ଡକୁ ନେଇ ସରକାରଙ୍କୁ ଟାର୍ଗେଟ: ପ୍ରଶାନ୍ତଙ୍କୁ ବିଜେଡିରୁ ବହିଷ୍କାର କରାଯାଉ ବୋଲି ଦାବି କଲେ ସମ୍ବିତ ପାତ୍ର

ପ୍ରଶାନ୍ତ ଜଗଦେବକୁ ବିଜେଡିରୁ ବହିଷ୍କାର କରାଯାଉ ଏବଂ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି । More

ଶେୟାର ମାର୍କେଟ୍‌ ନାଁରେ ଚିଟ୍‌ଫଣ୍ଡ କାରବାର, ଠକି ନେଲେ ୧୦ କୋଟିରୁ ଅଧିକ ଟଙ୍କା

ଶେୟାର ମାର୍କେଟ ଆଡଭାଇଜରୀ ସଂସ୍ଥା ନାଁରେ ଚାଲୁଛି ଚିଟ୍‌ଫଣ୍ଡ କାରବାର। ଶେୟାର ମାର୍କେଟ କାରବାର ନାଁରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି। More

ଚଳନ୍ତା କାର୍‌ରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ପରିବାର

ଚଳନ୍ତା କାର୍‌ରେ ଲାଗିଲା ନିଆଁ । ବାରିପଦା ବେତନଟୀ ଫ୍ଲାଏ ଓଭର ଉପରେ ଯାଉଥିବା ଚଳନ୍ତା କାର୍‌ରେ ନିଆଁ ଲାଗିଛି । କାର୍‌ରେ ଥିବା ୨ ମହିଳା ସମେତ ୪ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି । ସର୍ଟ ସର୍କିଟରୁ ହଠାତ୍ କାର୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି । More

ଅଳ୍ପ ବୟସରେ ବିଚକ୍ଷଣ ପ୍ରତିଭା : ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଦୁଇ କୁନି ଝିଅ ପ୍ରତ୍ୟୁଷା ଓ ସିକ୍ତା

ଶିକ୍ତା ବସୁନ୍ଧରା ହୁଅନ୍ତୁ, ଅବା ପ୍ରତ୍ୟୁଷା, ଏମାନେ ତ ନିଜ ପ୍ରଖର ସ୍ମରଣଶକ୍ତି ଓ ମେଧା ବଳରେ ସ୍ଥାନ ପକ୍କା କରିଛନ୍ତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ । More

ଦୋଳ ପୂର୍ଣ୍ଣମୀ ଦିନ କରନ୍ତୁ ଏହି ଉପାୟ, ଚମକି ଉଠିବ ଆପଣଙ୍କ ଭାଗ୍ୟ

ଆଗକୁ ଆସୁଛି ଦୋଳ ପୂର୍ଣ୍ଣମୀ । ଫାଲ୍ଗୁନ ମାସ ପୂର୍ଣ୍ଣମୀ ଦିନ ଦୋଳ ପୂର୍ଣ୍ଣମୀ ପଡିଥାଏ । ଏହା ହିନ୍ଦୁ ଧର୍ମର ଗୋଟିଏ ବଡ଼ ପର୍ବ, ଯାହାକୁ ସାରା ଭାରତ ବର୍ଷରେ ପାଳନ କରାଯାଇ ଥାଏ । ତେବେ ଏହିଦିନରେ ପୁରାଣ ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି । More

ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ହେଲେ ଏଭଳି ଜରୁରୀ ଅବତରଣର କାରଣ କଣ ହୋଇପାରେ? More

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ: ସମ୍ବିତ ପାତ୍ର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନବୀୟ କାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଦାବି କରିଛନ୍ତି। More

ଯାତ୍ରା ଦେଖିବା ପାଇଁ ଯାଇଥିଲେ, ହେଲେ ରାସ୍ତାକଡ଼ରୁ ମିଳିଲା ମୃତଦେହ

ଗୋଟିଏ ଦିନରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏଥିରେ ୨ ଜଣ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଓ ପାଟଣାଗଡ଼-କଣ୍ଟାବାଞ୍ଜି ୪୨ ନମ୍ବର ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  More

ଭୁବନେଶ୍ୱରରେ ପୁଷ୍ପା ଷ୍ଟାଇଲରେ ଚୋରି: ଉପରେ ପାଣି ଟ୍ୟାଙ୍କର, ଭିତରେ ମଦ...

ଫିଲ୍ମ ‘ପୁଷ୍ପା’ରେ କ୍ଷୀର ଗାଡ଼ିରେ ସିକ୍ରେଟ୍ ଚ୍ୟାମ୍ବର କରି ଚନ୍ଦନ କାଠ ଚାଲାଣ ହେଉଥିଲା। ଠିକ୍ ସେହିଭଳି କଣ୍ଟେନରରେ ସିକ୍ରେଟ୍ ଚ୍ୟାମ୍ବର କରି ମଦ ଚୋରା କାରବାର କରୁଥିବା ଜଣେ ମାଷ୍ଟରମାଇଣ୍ଡକୁ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗିରଫ କରିଛି। More

ପୋଲିସ୍‌ ହୋଇ ପୋଲିସ୍‌କୁ ଚକ୍‌ମା ଦେଉଥିଲେ, ଲୁଚିଛପି ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରୁଥିଲେ ASI

ଗଞ୍ଜେଇ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ବନ୍ଧା ହେଲେ ASI। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏବଂ ଏଥିରେ ପୋଲିସ ASI ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। More

ସରିଛି ନିର୍ବାଚନ, ହେଲେ ଥମିନି ହିଂସା: ସାମାନ୍ୟ ବଚସାକୁ ନେଇ ହଣାହଣି, ମାର୍‌ପିଟ୍‌

ଗଞ୍ଜାମ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।  More

ଏଡାଇଦେଇ ଚାଲିଗଲା ମାଆ ବାଘୁଣୀ, କୋଳେଇ ନେଲା ମଣିଷ

କୁନି ବାଘ ଶାବକଙ୍କୁ ଧରି କ୍ଷୀର ଖୁଆଉଥିବା ଦେଖିବାକୁ ମିଳିଛି। More

ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି ଓଡ଼ିଶା: ଅପରାଜିତା

ଆକ୍ରମଣର ଶୀକାର ଆହତଙ୍କୁ ଭେଟିଛନ୍ତି ବିଜେପି ସାଂସଦ। More

‘ପ୍ରଶାନ୍ତ ଜଗଦ୍ଦେବଙ୍କ କାଣ୍ଡ କୌଣସି ସୁସ୍ଥ ମସ୍ତିଷ୍କ ବ୍ୟକ୍ତିର ହୋଇପାରେନା’

ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡା ଘଟଣାକୁ ନେଇ ସବୁ ମହଲରୁ ନିନ୍ଦା। ତେବେ ଚିଲିକା ବିଧାୟକଙ୍କ ଗୁଣ୍ଡାଗିରି ନୂଆ ନୁହେଁ। ପୂର୍ବରୁ ଅନେକ ଥର ନିଜ କାରନାମାକୁ ନେଇ ବିବାଦରେ ରହିଛନ୍ତି ଏହି ଜନ ପ୍ରତିନିଧି। More

ଲୋକ ଅଦାଲତରେ ମିଶିଗଲା ମନ

ଦୁଇଜଣଙ୍କୁ ମିଳାମିଶା କେନ୍ଦ୍ର ତରଫରୁ ବୁଝାସୁଝା କରାଯାଇଥିଲା। More

ବାଣପୁର ଘଟଣାକୁ ରାଜନୈତିକ ଇତିହାସରେ ପ୍ରଥମ ଘଟଣା କହିଲେ ଧର୍ମେନ୍ଦ୍ର, ଅପରାଜିତା

ସାଂସଦ ସସ୍ମିତ୍ ପାତ୍ର କହିଛନ୍ତି ଯେ ବାଣପୁର ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ। More