ସଂକ୍ଷେପରେ ଆଜିର ତାଜା ଖବର - Saturday, 12 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏଡାଇଦେଇ ଚାଲିଗଲା ମାଆ ବାଘୁଣୀ, କୋଳେଇ ନେଲା ମଣିଷ

କୁନି ବାଘ ଶାବକଙ୍କୁ ଧରି କ୍ଷୀର ଖୁଆଉଥିବା ଦେଖିବାକୁ ମିଳିଛି। More

ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି ଓଡ଼ିଶା: ଅପରାଜିତା

ଆକ୍ରମଣର ଶୀକାର ଆହତଙ୍କୁ ଭେଟିଛନ୍ତି ବିଜେପି ସାଂସଦ। More

‘ପ୍ରଶାନ୍ତ ଜଗଦ୍ଦେବଙ୍କ କାଣ୍ଡ କୌଣସି ସୁସ୍ଥ ମସ୍ତିଷ୍କ ବ୍ୟକ୍ତିର ହୋଇପାରେନା’

ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡା ଘଟଣାକୁ ନେଇ ସବୁ ମହଲରୁ ନିନ୍ଦା। ତେବେ ଚିଲିକା ବିଧାୟକଙ୍କ ଗୁଣ୍ଡାଗିରି ନୂଆ ନୁହେଁ। ପୂର୍ବରୁ ଅନେକ ଥର ନିଜ କାରନାମାକୁ ନେଇ ବିବାଦରେ ରହିଛନ୍ତି ଏହି ଜନ ପ୍ରତିନିଧି। More

ବାଣପୁର ଘଟଣାକୁ ରାଜନୈତିକ ଇତିହାସରେ ପ୍ରଥମ ଘଟଣା କହିଲେ ଧର୍ମେନ୍ଦ୍ର, ଅପରାଜିତା

ସାଂସଦ ସସ୍ମିତ୍ ପାତ୍ର କହିଛନ୍ତି ଯେ ବାଣପୁର ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ। More

ଏଣିକି ରବିବାରରେ ଜଗା ଦର୍ଶନ କରିବେ ଭକ୍ତ

ଦର୍ଶନ ସମୟ ନେଇ ଲାଗିଥିବା କଟକଣା ବି ହଟାଇ ଦିଆଗଲା। More

ବାହୁବଳୀ ବିଧାୟକଙ୍କ ବିବାଦର ଲମ୍ବା ତାଲିକା

ଏମଏଲଏ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେଇଛନ୍ତି।  More

ବନ୍ଧା ହେବେ ପ୍ରଶାନ୍ତ ଜଗଦ୍ଦେବ

ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି।  More

ବାଡ଼ିରେ ଫଳିଛି ଲାଲ ଲାଲ ଷ୍ଟ୍ରବେରି : ବାପାଙ୍କ ପ୍ରେରଣା ପାଇଁ ଚାଷରେ ସଫଳ ହୋଇଛନ୍ତି ଦୁଇ ଭାଇ

ନାଲି ନାଲି ସ୍ଟ୍ରବେରି ଦେଖିଲା ମାନେ ପାଟି ରୁ ଲାଳ ଗଡିବା ସ୍ୱାଭାବିକ । ପିଲାଠୁ ବୁଢା ଯାଏଁ ସମସ୍ତଙ୍କ ମନ ଜିଣେ ଷ୍ଟ୍ରବେରି । କିନ୍ତୁ ବଜାରରେ ଏହାର ଦର ଅଧିକ ଥିବାରୁ ସମସ୍ତଙ୍କ ପାଇଁ କିଣିବା ସମ୍ଭବପର ହୋଇପାରେ ନାହିଁ । More

ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି ଦେଶର ଭବିଷ୍ୟତ : ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଫଳ ଶୂନ

ଆସିକା ହରଡାପଦରର ଆନନ୍ଦଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢୁଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ଆଉ ଏଇ ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଭିଭାବକ। More

ଲୋକଙ୍କ ଉପରେ ଗାଡ଼ି ମଡ଼ାଇଲେ ବିଜେଡି ବିଧାୟକ, ଦଳ କହିଲା- ଉଚିତ୍‌ ସମୟରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ

ପ୍ରଶାନ୍ତ ଜଗଦ୍ଦେବ ଯେଉଁଭଳି ଭାବରେ ଆଜି ବାଣପୁରରେ ବର୍ବର କାଣ୍ଡ ଘଟାଇଲେ, ଏହାକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। More

‘ଘରେ ବନାନ୍ତୁ 'ମଲାଇ ମସରୁମ୍’

ଛତୁର ବିଭିନ୍ନ ରେସିପି ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଆଗରୁ ଆମେ ଛତୁର ଭିନ୍ନ ଭିନ୍ନ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ମଲାଇ ମସରୁମ୍’’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

୨୨ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ ବାହୁବଳୀ ବିଧାୟକ

ଡ୍ରାଇଭର ସିଟ୍‌ରେ ବସି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୨୨ ଜଣ ଆହତ ହୋଇଛନ୍ତି। More

ଭୋଟ୍ ବିଭାଜନ ଆଶଙ୍କାରେ ସମିତି ସଭ୍ୟଙ୍କୁ ଶପଥ ପାଠ,ଭିଡିଓ ଭାଇରାଲ

ଭୋଟ୍ ବିଭାଜନ ଆଶଙ୍କାରେ ସମିତି ସଭ୍ୟଙ୍କୁ ଇଶ୍ୱରଙ୍କ ନାଁରେ ଶପଥ ପାଠ । ବ୍ଲକ୍ ଚେୟାରମ୍ୟାନ୍ ନିର୍ବାଚନ ପୂର୍ବରୁ ଭୋଟ୍ ବିଭାଜନ ହେବା ଆଶଙ୍କାରେ ସମିତି ସଭ୍ୟଙ୍କୁ ଇଶ୍ୱରଙ୍କ ନାଁରେ ଶପଥ ପାଠ । ଖୋର୍ଦ୍ଧା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ଏଭଳି ଶପଥ ପାଠ କରାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି । More

ମଦ ପିଇ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଦେଖନ୍ତୁ ଘଟଣା ବେଳର LIVE ଦୃଶ୍ୟ

ଲୋକଙ୍କ ଉପରେ ବିଧାୟକ ଗାଡ଼ି ମଡ଼ାଇ ଦେବା ବେଳର LIVE ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ବିଧାୟକ ନିରୀହ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଦେଖିବାକୁ ମିଳିଛି। More

ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ ବିଜେଡି ବିଧାୟକ, ବିଜେପି କହିଲା- ଏଭଳି ଲୋକର ସ୍ଥାନ ଜେଲ୍‌ରେ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଛନ୍ତି।  More

ମାତାଲ ବିଧାୟକଙ୍କ ଉନ୍ମତକାଣ୍ଡ : ମଦ ପିଇ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ପ୍ରଶାନ୍ତ ଜଗଦ୍ଦେବ

ମାତାଲ ଅବସ୍ଥାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । More

ନାଏବ ସରପଞ୍ଚ ଚୟନକୁ ନେଇ ବିବାଦ, ପୁନଃ ଭୋଟିଂ ପାଇଁ ଧାରଣା

ସବୁଠି ନିର୍ବାଚନ ହିଂସା । ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ ଚୟନ ନେଇ ବିବାଦ ଉପୁଜିଛି । କଟକ ବଡ଼ପଟସୁନ୍ଦରପୁର ପଞ୍ଚାୟତରେ ନାଏବ ସରପଞ୍ଚ ଚୟନକୁ ନେଇ ବିବାଦ । ଅନିୟମିତତା ଓ ପୁନଃ ଭୋଟିଂ କରିବା ଦାବିରେ ଧାରଣା ଦିଆଯାଇଛି । More

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତଳେ ପକାଇ ଭୟଙ୍କର ମାଡ଼

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରବଳ ମାଡ଼। ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି। More

ଥାନା ସାମ୍ନାରେ ଗୁଣ୍ଡାରାଜ୍‌: କର୍ପୋରେଟର ପ୍ରାର୍ଥିନୀଙ୍କ ପରିବାରକୁ ଲୁହା ରଡ୍, ଠେଙ୍ଗାରେ ପିଟି ଲହୁଲୁହାଣ କଲେ

ଭୁବନେଶ୍ୱର ମହାନଗରରେ ପ୍ରାକ୍‌ ନିର୍ବାଚନୀ ହିଂସା। ଥାନା ସାମ୍ନାରେ ୫ ଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଲୁହା ରଡ୍, ଠେଙ୍ଗା, ଢେଲାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି।  More

ମର୍ଣ୍ଣିଂୱାକ୍ ପାଇଁ ଯାଉଥିଲେ ଆଇନଜୀବୀ, ଚାପି ଦେଲା ଟ୍ରକ୍‌

ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ମର୍ଣ୍ଣିଂୱାକ୍ କରିବାକୁ ଯାଉ ଥିବାବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଟ୍ରକ୍‌ ମାଡ଼ି ଯାଇଛି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।  More

ନିର୍ବାଚନ ଜିତିଲେ, ହେଲେ ଶେଷରେ ଥାନାରେ ରାତି କାଟିବାକୁ ପଡ଼ିଲା...

ଥାନାରେ ରାତି କାଟିଲେ ନବ ନିର୍ବାଚିତ ସମିତି ସଭ୍ୟ। ବୁତିଙ୍ଗ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟ ଆପାରାଓ ପାତିକା ଥାନାରେ ରାତି କାଟିଥିବା ସୂଚନା ମିଳିଛି। More

ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ, ୨୩ରେ ଉପାଧ୍ୟକ୍ଷ ନିର୍ବାଚନ

ଆଜି ରାଜ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ପଞ୍ଚାୟତର ଅଧ୍ୟକ୍ଷଙ୍କୁ ବାଛିବେ। More

କେଉଁଠି ହାତାହାତି ତ କେଉଁଠି ଅପହରଣ; ଥମୁନି ନିର୍ବାଚନ ପରବର୍ତ୍ତୀ ହିଂସା

ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ପୋଲିସ-ଜନତା କଥା କଟାକଟିରୁ ହାତାହାତି କେନ୍ଦୁଝର ସାହାରପଡା ବ୍ଳକ୍ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେମାନଙ୍କ ଆକ୍ରୋଶରୁ ମଧ୍ୟ ବାଦ୍ ପଡିନଥିଲା ପୋଲିସ । More

୪ ରାଜ୍ୟରେ ବିଜେପିର ବାଜିମାତ୍‌ ପରେ ଓଡ଼ିଶାରେ ଚାଲିବ କି ମୋଦି ମ୍ୟାଜିକ୍‌ ?

୨୦୨୨ର ପ୍ରଥମ ବାଜିକୁ ୪-୧ରେ ଜିତିନେଲା ବିଜେପି । ୫ ରାଜ୍ୟରୁ ୪ ରାଜ୍ୟରେ ପଦ୍ମ ଛାଇ ଯିବା ପରେ ପୁଣି ମୋଦି ମ୍ୟାଜିକ୍‌କୁ ନେଇ ଚର୍ଚ୍ଚା । ଆଗକୁ ଓଡ଼ିଶାରେ ପଡ଼ିବ କି ମୋଦି ଯାଦୁର ପ୍ରଭାବ? ରାଜ୍ୟ ବିଜେପି ଏହାକୁ ନେଇ ବେଶ୍ ଆଶାବାଦୀ ଥିଲା ବେଳେ, ବିଜେଡି କହିଛି ଆଞ୍ଚଳିକ ସ୍ତରରେ ଜାତୀୟ ଷ୍ଟ୍ରାଟେଜି କାମ କରିବନି । ସେପଟେ କଂଗ୍ରେସର କହିବା କଥା ବିଜେପି ବିଜୟର ପ୍ରଭାବ ବିଜେଡି ଉପରେ ପଡିବ । More

ମ୍ୟାଟ୍ରିକ୍‌ ପରୀକ୍ଷା ମୂଲ୍ୟାୟନ ପାଇଁ ବୋର୍ଡରର ତିନି ପଦ୍ଧତି, ଜାଣନ୍ତୁ..

ଏଥର ଅଫ୍‌ଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ସବୁ ଅଂଶୀଦାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛନ୍ତି ସରକାର । ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ପରୀକ୍ଷା ମେ ୬ଯାଏ ଚାଲିବ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ମାଟ୍ରିକ୍ ମୂଲ୍ୟାୟନ ଲାଗି ତିନି ସୂତ୍ରୀ ପଦ୍ଧତି ଆପଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ତେଣେ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ସରକାର ସ୍ପଷ୍ଟତା ଆଣିନଥିବାରୁ ଚିନ୍ତାରେ ଅଭିଭାବକ । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ତେଜିଲା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି। ତେବେ ଏହାରି ଭିତରେ କିପରି ସରିବ ପ୍ରକଳ୍ପ ତାକୁ ନେଇ ଉଠିଛି ପ୍ରଶ୍ନ। More

ପୌରନିର୍ବାଚନ ପୂର୍ବରୁ ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳି

ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳି ସହ ୨ ଜଣଙ୍କୁ ଅପହରଣ ହୋଇଥିବାର ଅଭିଯୋଗ ହୋଇଛି । More