ସଂକ୍ଷେପରେ ଆଜିର ତାଜା ଖବର - Monday, 31 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗାର୍ଲ ଫ୍ରେଣ୍ଡ ଧୋକା ଦେଲା ବୋଲି ଜୀବନ ହାରିଲେ, ସୁଇସାଇଡ୍ ନୋଟ୍‌ରେ ବି ନାଁ ଲେଖିଲେ ! ଏବେ କ’ଣ ହେବ ?

ସୌମ୍ୟରଂଜନ ପାଣିଗ୍ରାହୀ । ନିଶା ତାଙ୍କର ମଡେଲିଂ । ଏଥିପାଇଁ ମୁମ୍ବାଇରେ ବି ରହୁଥିଲେ । କିନ୍ତୁ ଲକ୍‌ଡାଉନ୍ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କ କ୍ୟାରିୟର୍ । More

ମହାପ୍ରଭୁ ଲିଙ୍ଗରାଜ ଜମି କିଣାବିକାକୁ ନେଇ ତେଜିଲା ବିବାଦ: କିଛି ବେନିୟମ କାମ ହୋଇନି ବୋଲି କହିଲେ ଜମି ମାଲିକ

ଜମିର ମାଲିକ କିରୁଥିକା ପ୍ରଭାକରନଙ୍କୁ ଓ଼ଟିଭି ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଜାଣନ୍ତୁ ସେ କଣ କହିଲେ More

କେନ୍ଦ୍ର ବଜେଟ୍‌ରୁ ଓଡ଼ିଶାକୁ ମିଳିବ କି ଫାଇଦା ?

ବଜେଟ୍ ପୂର୍ବରୁ ଜୋର ଧରିଛି ରାଜନୀତି। କଣ କହିଲେ ଉଭୟ ବିଜେଡି ଓ କଂଗ୍ରେସ, ପଢନ୍ତୁ More

ଟ୍ୱିଷ୍ଟ ! ଯୁକ୍ତ ଦୁଇ ପରୀକ୍ଷା କରିବାକୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଗତ ୨୭ ତାରିଖରେ ପରୀକ୍ଷା ବାତିଲ ଦାବିରେ କିଛି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ରାଜଧାନୀରେ ଆନ୍ଦୋଳନ କରିଥିଲେ।   More

ବୟସ ୯୫ ପାର୍ ! ତଥାପି ପ୍ରବଳ ଯୋଶ, ନିର୍ବାଚନ ମଇଦାନରେ କରୁଛନ୍ତି ଜୋରଦାର ପ୍ରଚାର

ନିର୍ବାଚନ ମଇଦାନରେ ସେହି ମହାଶୟଙ୍କ ଜୋଶ୍ ଦେଖିଲେ ଠିକ୍ ଅନୁମାନ କରିହେଉଛି, ଯେମିତି ବୟସ ୟାଙ୍କ ପାଖେ ହାର ମାନିଛି । ଉଭୟ ଚାଲି ଓ ବୋଲି ଦୁଇଟି ଯାକରେ ପାରଙ୍ଗମ । More

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ! ଖୋଲିବ ଶ୍ରୀମନ୍ଦିର, ବଡ଼ ଠାକୁରଙ୍କୁ ମନ ଭରି ଦେଖିବେ ଭକ୍ତ

ଆଧାର କିମ୍ବା ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ମଧ୍ୟ ଜରୁରୀ । ନଚେତ୍ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଆର୍‌ଟିପିସିଆର୍‌ ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ । More

ମଡର୍ଣ୍ଣ ବିଟ୍‌ରେ ଡ୍ୟାନ୍ସ କରି ଜଜ୍‌ଙ୍କ ହୋସ୍ ଉଡ଼ାଇଲେ ଓଡ଼ିଆ ଝିଅ

ଫାଇନାଲରେ ରହିଛନ୍ତି ଭାରତ ଓଡ଼ିଶା ଝାରସୁଗୁଡ଼ାର ଝିଅ ଶ୍ରେୟା ଲେଙ୍କା ଓ ବ୍ରାଜିଲର ଗ୍ରାବିଏଲା ଡାଲସିନ। More

ଆସିଲା ନୂଆ ଗାଇଡ୍‌ଲାଇନ୍‌, ଫେବ୍ରୁଆରୀରେ ଲାଗିଲା କଟକଣା

ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଅନ୍ୟପଟେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି । More

ସ୍କୁଲ ମାଟି ମାଡି ନାହାଁନ୍ତି ତୁର୍କା ଗାଁର ଝିଅ

ସଭିଏଁ ପଢିବେ ସଭିଏଁ ବଢ଼ିବେ ,"ଝିଅ ହେଲେ ପାଠୋଇ "ଦେଶ ଯିବ ଆଗେଇ " ଭଳି ସରକାରଙ୍କ ଅନେକ ନାରା ତୁର୍କା ଗାଁରେ ବିଫଳ More

ପ୍ରକାଶ ପାଇଲା ପୌରାଧ୍ୟକ୍ଷ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଛି। More

ପିଏମ୍‌ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ପିଏମ୍ ଆବାସ ଯୋଜନାରେ ରାଜ୍ୟକୁ କେନ୍ଦ୍ର ଅବହେଳା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ ଆଣିଛନ୍ତି। More

ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବାରହା ଶିକାର : ୨ ଅଭିଯୁକ୍ତ ଗିରଫ

ବାରହା ଶିକାର କରି ଦୁଇ ଜଣ ଗିରଫ ହୋଇଛନ୍ତି । ଗିରଫ୍ ୨ ଜଣ ହେଲେ ରୁଗୁଡ଼ି ଥାନା ରୋଇଡ଼ା କ୍ୟାମ୍ପ୍ ହଟିଂ ଅଂଚଳର ସଲିମ ଓରାମ୍ ଓ ଅନୀଲ ମୁଣ୍ଡା । More

ହାଇକୋର୍ଟରେ ବିଚାରପତି ପାଇଁ ଆଉ ୪ ଜଣଙ୍କ ନାମ ସୁପାରିଶ

ନିଯୁକ୍ତି ମଞ୍ଜୁର ହେବା ହେବାପରେ ଓଡ଼ିଶା ହାଇକୋର୍ଟର ମୋଟ୍ ବିଚାରପତି ସଂଖ୍ୟା ୨୨କୁ ବୃଦ୍ଧି ପାଇବ । More

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ମୁଖ୍ୟ ଚିକିତ୍ସାଳୟର ଡାଏଲେସିସ୍ ରୁମ୍‌ରେ ନିଆଁ ଲାଗିବାରୁ ରୁମ୍‌ରେ ଥିବା ସିଟି ସ୍କାନ ମେସିନରେ ସର୍ଟ ସର୍କିଟରୁ ନିଆଁ ଲାଗିଛି । More

କୂଅରୁ ମିଳିଲା ‘ମୋ ବସ୍‌’ କଣ୍ଡକ୍ଟରଙ୍କ ମୃତଦେହ

ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁଲ୍‌ରେ ସେ କୂଅରେ ପଡ଼ିଗଲେ ନା ତାଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗା ଯାଇଛି ତାହା ଜଣାପଡ଼ି ନାହିଁ। More

କରୋନା କଟକଣାକୁ ଶାସକ ଦଳ ବିଧାୟକଙ୍କ ବେଖାତିର

ନିମୟ ଭାଙ୍ଗିଲେ ନେତା । ପ୍ରଚାର ସମୟରେ କରୋନା କଟକଣାର ଧଜିଆ ଉଡ଼ାଇଲେ ଶାସକ ଦଳ ବିଧାୟକ । More

ସରପଞ୍ଚ ପ୍ରାର୍ଥୀଙ୍କ ହାତରେ ବିଡ଼ା ବିଡ଼ା ନୋଟ୍‌, ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍‌

ଭୋଟ୍‌ ପାଇଁ କିଛି ପ୍ରାର୍ଥୀ ଭୋଟରଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭିତ ଜିନିଷ ଦେବାସହ ଟଙ୍କା ବାଣ୍ଟୁ ଥିବା ମଧ୍ୟ ନଜର ଆସିଛି। ଜଣେ ସରପଞ୍ଚ ପ୍ରାର୍ଥୀ ନିୟମ ଭାଙ୍ଗି ଭୋଟରଙ୍କୁ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଥିବା ନଜର ଆସିଛି। More

ରାତି ଅଧରେ ନଦୀରୁ ମାଛ ମାରୁଥିଲେ, ହଠାତ୍‌ ଘଟିଲା ଏମିତି କିଛି...

ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ୪ଟି ଟ୍ରଲର ଜବତ ହୋଇଛି। ଏହି ମାମଲାରେ ୩୨ କର୍ମଚାରୀଙ୍କୁ ଅଟକ ରଖି ମିଳିତ ଟିମ୍ ପଚରାଉଚରା କରୁଛି। More

ସକାଳ ଜଳଖିଆରେ ବନାନ୍ତୁ ‘କଞ୍ଚା କଦଳୀ ପୁରି’

ସକାଳ ହେଲେ ଘରେ ଜଳଖିଆ ପାଇଁ ପ୍ରସ୍ତୁତି ଚାଲେ । ତେବେ ସବୁବେଳେ ଏକା ପ୍ରକାର ଜଳଖିଆ ଖାଇ ବୋର୍ ଲାଗିଲାଣି କି ? ତାହେଲେ ଡେରି ନକରି ଆଜି ହିଁ ଘରେ ବନାନ୍ତୁ ସୁଆଦିଆ ‘କଞ୍ଚା କଦଳୀ ପୁରୀ’ । ଏହି ରେସିପିଟି ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । More

ଆଜିଠୁ କମିବ ଶୀତ, ୩ରୁ ବର୍ଷା !

ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ଫେବୃଆରୀ ୩ ତାରିଖରୁ ଆଭ୍ୟନ୍ତୀରଣ ଓଡ଼ିଶାରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ। More

ପଞ୍ଚାୟତ ମଇଦାନରେ ବି କୋଟିପତି ପ୍ରାର୍ଥୀ

ତୃଣମୂଳସ୍ତରର ପଲିଟିକ୍ସରେ ଖାଲି କୋଟିପତି ପ୍ରାର୍ଥୀ ନାହାନ୍ତି, ଗ୍ଲାମର ଗାର୍ଲ ବି ଭାଗ୍ୟ ପରୀକ୍ଷା କରୁଛନ୍ତି। More

ପଶ୍ଚିମା ଝଡ଼ ପ୍ରଭାବରେ ଫେବ୍ରୁଆରୀ ୩ରୁ ବର୍ଷା !

ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ୧୦ ଡିଗ୍ରୀ ତଳେ ରହିଛି ୧୦ ସହର। More

ବଜେଟ୍ : ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା?

ସରଳ ହେବ କି ଆୟକର ସ୍ଲାବ୍? ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା? ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି? କୋଭିଡ୍ ପରେ ନ୍ୟୁ ନର୍ମାଲ ପାଲଟିଥିବା ୱାର୍କ ଫ୍ରମ୍ ହୋମ୍ ଲାଗି ପ୍ରଚଳନ ହେବ କି ୱାର୍କ ଫ୍ରମ୍ ହୋମ୍ ଭତ୍ତା ରିହାତି? ଏଥର ବଜେଟ୍‌ରୁ ଏମିତି କିଛି ଆଶା ରଖିଛି ଆୟକରଦାତା। More

ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ଟେନସନ୍‌ରେ ସବୁ ଦଳର ପ୍ରାର୍ଥୀ

ବିଜେଡି ଶାସନରେ ଥିବାରୁ ଦଳରେ ଅଧିକ ଆଶାୟୀ, ତେଣୁ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀ ଅଧିକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। More

ମାଛ ଚିହ୍ନରେ ଠିଆ ହୋଇଥିବାରୁ ମାଛ ଧରି ଭୋଟ ମାଗିଲେ ପ୍ରାର୍ଥୀ

ମୋର ଚିହ୍ନ ମାଛ ଚିହ୍ନ ହୋଇଥିବାରୁ ହାତରେ ମାଛ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛି। More