Advertisment

Aadhaar App: ଆଉ ଦରକାର ହେବନି ଆଧାରକାର୍ଡ; QR କୋଡ୍ ସ୍କାନ କରିବା ମାତ୍ରେ ହେବ ସବୁ କାମ...

ୟୁପିଆଇ ଭଳି କ୍ୟୁ ଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ହେବ ସବୁ କାମ। ମୋବାଇଲ ଆପରେ ଫେସ୍ ଆଇଡି ଅଥଣ୍ଟିକେସନ୍ ସହ ସବୁ ତଥ୍ୟ ସୁରକ୍ଷିତ ଭାବେ ଜାଣିପାରିବେ। କେନ୍ଦ୍ର ସରକାର ଏକ ନୂଆ ଆଧାର ଆପ୍ ଆଣିଛନ୍ତି।

New Aadhaar App

New Aadhaar App

Advertisment

ନିଜର ବ୍ୟକ୍ତିଗତ ତଥ୍ୟ ଯାଂଚ୍ ପାଇଁ ଆଉ ଦରକାର ହେବନି ଆଧାରକାର୍ଡ କି ତାର ଜେରକ୍ସ କପି। ୟୁପିଆଇ ଭଳି କ୍ୟୁ ଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ହେବ ସବୁ କାମ। ମୋବାଇଲ ଆପରେ ଫେସ୍ ଆଇଡି ଅଥଣ୍ଟିକେସନ୍ ସହ ସବୁ ତଥ୍ୟ ସୁରକ୍ଷିତ ଭାବେ ଜାଣିପାରିବେ। କେନ୍ଦ୍ର ସରକାର ଏକ ନୂଆ ଆଧାର ଆପ୍ ଆଣିଛନ୍ତି। 

Advertisment

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏହାର ସୂଚନା ଓ ବ୍ୟବହାର ସମ୍ପର୍କରେ କହିଛନ୍ତି। ନୂଆ ଆଧାର ଆପ୍ ଦ୍ବାରା ୟୁଜର ଏବେ ନିଜ ଇଛା ଅନୁସାରେ କେବଳ ଜରୁରୀ ତଥ୍ୟ ସେୟାର କରିପାରିବେ। 

Advertisment

ୟୁପିଆଇ ପେମେଣ୍ଟରେ କ୍ୟୁ ଆର୍ କୋଡ୍ ସ୍କାନ ଭଳି ସହଜ ହେବ ଆଧାର ଭେରିଫିକେସନ୍। ଏହି ପ୍ରକ୍ରିୟା ଶହେ ପ୍ରତିଶତ ଡିଜିଟାଲ୍ ଏବଂ ସୁରକ୍ଷିତ। ଆଧାର କାର୍ଡ ସହ ଜଡିତ ତଥ୍ୟ ଲିକ୍ ହୋଇପାରିବ ନାହିଁ। ଖୁବଶୀଘ୍ର ଏହି ଆପ୍ ଲଂଚ୍ ହେବ। 

ଅଧିକ ପଢ଼ନ୍ତୁ: ମାଗଣାରେ କରିପାରିବେ Ghibli ଷ୍ଟାଇଲ୍ AI ଇମେଜ୍‌; ଆପଣଙ୍କ ପାଇଁ ୫ ଟୁଲ୍ସ

Advertisment
Mobile App Aadhaar Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ