Advertisment

Viral Video: ଚଳନ୍ତା ବାଇକ୍‌ରେ ରୋମାଣ୍ଟିକ୍ ହେଲେ ଦୁଇ ଝିଅ; କଲେ ଚୁମ୍ବନ ଆଉ ଆଲିଙ୍ଗନ

ଆପଣ ନିଶ୍ଚିତ ବାଇକ୍‌ରେ ପୁଅ-ଝିଅଙ୍କର କିଛି ଷ୍ଟଣ୍ଟ୍ ଭିଡିଓ ଦେଖିଥିବେ ଏବଂ ନିଶ୍ଚୟ ଭାବିଥିବେ ସେମାନେ ବୋଧେ ନିଜ ଜୀବନକୁ ଭଲ ପାଆନ୍ତି ନାହିଁ। ତେବେ ବର୍ତ୍ତମାନ ଯେଉଁ ଭିଡିଓଟି ଭାଇରାଲ୍ ହେଉଛି ସେଥିରେ ଆପଣ ବାଇକ୍ ଉପରେ ତ ରୋମାଣ୍ଟିକ୍ ସିନ ଦେଖିବେ, ଏହା କିନ୍ତୁ କୌଣସି ପୁଅ-ଝିଅଙ୍କର ନୁହେଁ। ଦୁଇ ଝି‍ଅ ଚଳନ୍ତା ବାଇକ୍‌ରେ ରୋମାନ୍ସ କରୁଥିବା ଦେଖିବାକୁ ମିଳେ।

ଅଦ୍ୟତନ ହୋଇଛି
Girls Kissing On Bike Viral Video

two girls romance on bike girls kissing on running bike

Advertisment

ସୋସିଆଲ୍ ମିଡିଆରେ ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ବାଇକ୍ ଚଳାଇବା ବେଳେ ଷ୍ଟଣ୍ଟ୍ ଦେଖାଉଥିବା ଦେଖିଥିବେ। କେତେବେଳେ ବୟସ୍କ ଲୋକ ତ ପୁଣି କେତେବେଳେ ଯୁବକମାନେ ନିଜ ଜୀବନକୁ ପାଣି ଛଡେଇ ଷ୍ଟଣ୍ଟ୍‌ ଦେଉଥିବା ଦେଖାଯାଏ। ବର୍ତ୍ତମାନ ସମୟରେ, ଆପଣ ନିଶ୍ଚିତ ଭାବରେ କିଛି ଯୋଡି ସୋସିଆଲ୍ ମିଡିଆରେ ଏଭଳି କରୁଥିବା ଦେଖିଥିବେ, ଯେଉଁମାନେ ଫିଲ୍ମ ଦେଖିବା ପରେ ବାଇକ୍‌ରେ ରୋମାନ୍ସ କରୁଥିବା ଦେଖିବାକୁ ମିଳେ।

Advertisment

ଆପଣ ନିଶ୍ଚିତ ବାଇକ୍‌ରେ ପୁଅ-ଝିଅଙ୍କର କିଛି ଷ୍ଟଣ୍ଟ୍ ଭିଡିଓ ଦେଖିଥିବେ ଏବଂ ନିଶ୍ଚୟ ଭାବିଥିବେ ସେମାନେ ବୋଧେ ନିଜ ଜୀବନକୁ ଭଲ ପାଆନ୍ତି ନାହିଁ। ତେବେ ବର୍ତ୍ତମାନ ଯେଉଁ ଭିଡିଓଟି ଭାଇରାଲ୍ ହେଉଛି ସେଥିରେ ଆପଣ ବାଇକ୍ ଉପରେ ତ ରୋମାଣ୍ଟିକ୍ ସିନ ଦେଖିବେ, ଏହା କିନ୍ତୁ କୌଣସି ପୁଅ-ଝିଅଙ୍କର ନୁହେଁ। ଦୁଇ ଝି‍ଅ ଚଳନ୍ତା ବାଇକ୍‌ରେ ରୋମାନ୍ସ କରୁଥିବା ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କରି ବାଇକ୍‌ରେ ବସିଥିଲେ, ଅଟାକାଇଲା ପୋଲିସ ! ୧୧୦୦୦ ଫାଇନ୍‌...

Advertisment

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ବାଇକ୍‌ରେ ଦୁଇ ଝିଅ ପରସ୍ପରଙ୍କୁ ମୁହଁ କରି ବସିଛନ୍ତି। ସେମାନଙ୍କ ବାଇକ୍ କ୍ଷିପ୍ର ବେଗରେ ଚାଲୁଛି। ତେବେ କେହି ଜଣେ ଏହି ଦୃଶ୍ୟକୁ ତାଙ୍କ ମୋବାଇଲ୍ କ୍ୟାମେରାରେ ରେକର୍ଡ କରିଥିଲେ କି ଏହା ଜାଣିଶୁଣି ରେକର୍ଡ କରାଯାଇଥିଲା ତାହା ଜଣା ନାହିଁ କିନ୍ତୁ ‘ପାପା କୀ ପରୀୟାଁ’ ପ୍ରକୃତରେ ଏଠାରେ ଚମତ୍କାର କରିଛନ୍ତି। ଦୁଇ ଝିଅ ମଧ୍ୟରୁ କେହି ବି ବାଇକ୍‌ର ହ୍ୟାଣ୍ଡେଲ ଧରି ନାହାନ୍ତି କିନ୍ତୁ ବାଇକ୍ ଚାଲିଛି। ଉଭୟ ପରସ୍ପରଙ୍କୁ ଚୁମ୍ବନ ଦେଉଛନ୍ତି ଏବଂ ଦୁହେଁ ଆଲିଙ୍ଗନ ମଧ୍ୟ କରୁଛନ୍ତି।

ଭିଡିଓ କେଉଁଠୁ ଆସିଛି ତାହା ମଧ୍ୟ ଜଣା ପଡିନାହିଁ, କିନ୍ତୁ ଗାଡିର ରେଜିଷ୍ଟ୍ରେସନ ପ୍ଲେଟ୍‌ରୁ ଜଣା ପଡୁଛି ଯେ ଏହା ତାମିଲନାଡୁର ବୋଲି। ଭିଡିଓଟି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମରେ ghantaa ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି।

Advertisment

ଏହି ଭିଡିଓଟି ନିକଟରେ ପୋଷ୍ଟ କରାଯାଇ ଥିବା ବେଳେ ଖବର ଲେଖାହେବା ବେଳକୁ ଏହାକୁ ପ୍ରାୟ ୮୨ ହଜାର ଲୋକ ପସନ୍ଦ କରିଛନ୍ତି ଏବଂ ୨.୭ ମିଲିୟନ୍ ଅର୍ଥାତ୍ ୨୭ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି। ଭିଡିଓରେ ବିଭିନ୍ନ ପ୍ରକାର ମନ୍ତବ୍ୟ ମଧ୍ୟ ଦିଆଯାଇଛି। କେହି କେହି ‘ପାପା କୀ ପରୀୟାଁ’ ଲେଖିଥିବା ବେଳେ ଆଉ କେହି ‘କ’ଣ କ’ଣ ଦେଖିବାକୁ ପଡୁଛି’ ବୋଲି ଲେଖିଛନ୍ତି।

Social Media Viral Video Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ