/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749907274.jpg)
Frustrated over wife's dowry charge
ଚର୍ଚ୍ଚ।ରେ ରାଜସ୍ଥାନର କୃଷ୍ଣ କୁମାର ଧାକଡ । ସେ ମିଛ ଯୌତୁକ ନିର୍ଯ।ତନା ମାମଲା ଓ ଅନ୍ୟାୟ ବିରେ।ଧରେ ଲଢିବାକୁ ଖେ।ଲିଛନ୍ତି ଚା’ ଦେ।କାନ । ଯାହାକି କୃଷ୍ଣ ଏମିତି ସେମିତି ଜାଗାରେ ଖେ।ଲିନାହାନ୍ତି । ଖେ।ଲିଛନ୍ତି ନିଜ ଶଶୁର ଘର ସାମନାରେ । ଷ୍ଟଲର ନାଁ ବି ଅଜବ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଚା’ ଦେ।କାନର ନାଁ ଦେଇଛନ୍ତି ‘498A T CAFE’ । ଦେ।କାନର ନାଁ ଦର୍ଶାଉଛି ଯେଉଁ ଧାରାରେ କୃଷ୍ଣଙ୍କ ପତ୍ନୀ ତାଙ୍କ ବିରେ।ଧରେ ଯୌତୁକ ନିର୍ଯ।ତନା ମାମଲା ରୁଜୁ କରିଛନ୍ତି ।
ଅଧିକ ପଢ଼ନ୍ତୁ:ବରଫ ଗଦାରେ ପୋତିହୋଇଛି ପାଦରୁ ବେକ, ମୁହଁ କେବଳ ଉପରେ; ରହିଲେ ୨ ଘଣ୍ଟା
ଏକ ରିପେ।ର୍ଟ ଅନୁସାରେ କୃଷ୍ଣ ହାତକଡ଼ି ପିନ୍ଧି ଗ୍ରାହକଙ୍କୁ ଚା’ ଦେଇଥାଆନ୍ତି । ଯାହା ଗତ ୩ବର୍ଷ ଧରି ସେ ସହିଥିବା କଷ୍ଟ ଓ ଅପମାନର ପ୍ରତୀକ । ଚା’ ଦେ।କାନର ଆଖପାଖରେ ବିଭିନ୍ନ ପାଷ୍ଟର ଲାଗିଛି । ଯେଉଁଥିରେ ଲେଖାଯାଇଛି ଯେତେବେଳ ଯାଏ ନ୍ୟାୟ ମିଳିନି, ସେବେ ଯାଏ ଚା’ ମିଳିବ ।
ଆହୁରି ଲେଖାହେ।ଇଛି ଆସନ୍ତୁ ଚା’ ପିଇ ଚର୍ଚ୍ଚ। କରିବା, ୧୨୫ରେ କେତେ ଖର୍ଚ୍ଚ କରିବାକୁ ପଡ଼ିବ । ଯାହା IPCର ଧାରା 498A ଓ 125କୁ ବୁଝାଉଛି । ଏହି ଧାରାରେ କୃଷ୍ଣଙ୍କ ବିରେ।ଧରେ ମାମଲା ରୁଜୁ ହେ।ଇଛି ।
କୃଷ୍ଣ ୨୦୧୮ରେ ମିନାକ୍ଷୀଙ୍କୁ ବିବାହ କରିଥିଲେ । ଦୁହେଁ ମିଶି ମହୁମାଛି ପାଳନର ବ୍ୟବସାୟ ଆରମ୍ଭ କରିଥିଲେ ।ଯାହାକି ସ୍ଥାନୀୟ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ନୂଆ ପରିଚୟ ଦେଇଥିଲା । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ୨୦୨୧ରେ ତାଙ୍କର ଏହି ପ୍ରକଳ୍ପର ଉଦଘାଟନ କରିଥିଲେ ।
କୃଷ୍ଣ ଅଭିଯେ।ଗ କରନ୍ତି ତାଙ୍କ ପତ୍ନୀ ମିନାକ୍ଷୀ ୨୦୨୨ରେ ନିଜ ଘର ଛାଡି ପିତାମାତାଙ୍କ ସହ ରହିବାକୁ ଚାଲିଯାଆନ୍ତି । କିଛି ମାସ ପରେ କୃଷ୍ଣଙ୍କ ବିରେ।ଧରେ ଆଇପିସି ଧାରା 498A ଓ 125ରେ ମାମଲା ରୁଜୁ କଲେ ।
କୃଷ୍ଣ ଅଭିଯେ।ଗ କରନ୍ତି ମିଛି କେସ୍ କାରଣରୁ ସବୁକିଛି ବର୍ବ।ଦ ହେ।ଇଗଲା । ଗତ ୩ବର୍ଷ ଧରି ନ୍ୟାୟ ପାଇବା ପାଇଁ କେ।ର୍ଟକୁ ଧାଉଁଛନ୍ତି । ସେ କହିଛନ୍ତି ମେ।ର ବୁଢୀ ମାଆ ଅଛନ୍ତି । ସେ ମେ। ଉପରେ ନିର୍ଭରଶୀଳ । ଟିଣ ଘରେ ରହୁଛୁ । ମେ। ପାଖରେ କିଛି ବି ନାହିଁ । ସବୁକିଛି ହରାଇସାରିଲିଣି ।
ଅନେକ ଥର ନିଜର ଜୀବନ ହାରିବାକୁ ଭାବିଛି । କିନ୍ତୁ ସେହି ଦୁର୍ବଳ ମୁହୂର୍ତ୍ତରେ ମନେ ପଡେ ମାଆର ମୁଁ ଏକମାତ୍ର ସାହାରା । ଆଇନର ଦୁରୂପଯେ।ଗ କରି ମତେ ଫସାଯାଇଥିଛି । ଅନ୍ତାରେ ଚାହା ଦେ।କାନ କରି ଏହି ଅନ୍ୟାୟ ବିରେ।ଧରେ ଲଢିବ ବେ।ଲି କହିଛନ୍ତି କୃଷ୍ଣ ।
ସେପଟେ ମିନାକ୍ଷୀ କହିଛନ୍ତି ଜମି କିଣିବା ପାଇଁ ସେମାନେ ମେ। ବାପାଙ୍କୁ ଟଙ୍କା ମାଗିଥିଲା । ସେ ମନା କରିବାକୁ ମତେ ମାଡ଼ ମାରିଥିଲେ । ମୁଁ ଏବେ ମେ। ପିତାଙ୍କ ଘରେ ରହୁଛି । ମୁଁ ବିବାହ ବିଚ୍ଛେଦ ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ଏହା ପୂର୍ବରୁ ମେ। ନାଁରେ ନେଇଥିବା ଋଣ ସେମାନଙ୍କୁ ଶୁଝିବାକୁ ପଡ଼ିବ ।
ଏବେ କୃଷ୍ଣ ଧାକଡ଼ ଓ ତାଙ୍କ ଚା’ ଦେ।କାନ କାହାଣୀ ସେ।ସିଆଲ ମିଡିଆରେ ଭାଇରାଲ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)