Advertisment

ବିଜେଡିରେ ଯୋଗଦେବେ କି ପାଣ୍ଡିଆନ୍ ? ନବୀନ ନିବାସରେ ବଡ଼ ବୈଠକ...

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଜେଡିରେ ହୋଇପାରନ୍ତି ସାମିଲ... ଏନେଇ ରାଜନୈତିକ ମହଲରେ ଲାଗି ରହିଛି ଚର୍ଚ୍ଚା

author-image
Prangyan Parimita
BJD

BJD

ନବୀନ ନିବାସରେ ବଡ ବୈଠକ । ଏକାଠି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା। ଏଥିପାଇଁ ଦଳର ବରିଷ୍ଠ ନେତାମାନେ ସକାଳୁ ସକାଳୁ ନବୀନ ନିବାସରେ ପହଞ୍ଚିଛନ୍ତି । 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବୈଠକରେ ପ୍ରସଙ୍ଗ କଣ ରହିଛି, ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

Advertisment

ମନ୍ତ୍ରୀ ପ୍ରତାପ ଦେବ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମୀର ଦାସ, ସଞ୍ଜୟ ଦାସ ବର୍ମା, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଅଶୋକ ପଣ୍ଡା ପ୍ରମୁଖ ନବୀନ ନିବାସରେ ଉପସ୍ଥିତି ଅଛନ୍ତି । ଆହୁରି ଅନେକ ବରିଷ୍ଠ ନେତା ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି। ...

BJD VK Pandian
Advertisment
Advertisment