ଅଦ୍ୟତନ ହୋଇଛି
Union Home Minister Amit Shah to visit Odisha on June 17
Advertisment
ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବେ ଏହି ଦୁଇ ବରିଷ୍ଠ ନେତାା ଆସନ୍ତା ୧୭ ତାରିଖରେ ଶାହା ଓ ୨୨ ତାରିଖରେ ନଡ୍ଡା ଓଡ଼ିଶା ଆସିବେ। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
Advertisment
ଉଭୟ ନେତାଙ୍କ ଗସ୍ତକୁ ନେଇ ଏବେ ଉତ୍ସାହିତ ବିଜେପି କ୍ୟାମ୍ପ। ୨୪ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବ। ଏହି ଅବସରରେ କର୍ମୀଙ୍କୁ ଉଭୟ ବରିଷ୍ଠ ନେତା କି ମନ୍ତ୍ର ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685694818.jpg)