• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରଚାର ବେଳେ ମୁହାଁମୁହିଁ ହେଲେ ବିଜେଡି-କଂଗ୍ରେସ କର୍ମୀ । ରଣକ୍ଷେତ୍ର ପାଲଟିଲା କୋରାପୁଟ ଡୁମ୍ବାଗୁଡା ସାପ୍ତାହିକ ହାଟ । ସାପ୍ତାହିକ ହାଟ ପଡ଼ଇାରେ ପଞ୍ଚାୟତ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି ପ୍ରଚାର ପାଇଁ ଗୁଡ଼ାଆମ୍ବ ପଡ଼ଇାରେ ଉଭୟ ପକ୍ଷର କର୍ମୀମାନେ ଏକତ୍ରିତ ହୋଇଥିଲେ । ଠିକ୍‌ ସେହି ସମୟରେ କୌଣସି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ନେଇ ଉଭୟ ପକ୍ଷ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।

ତେବେ ଏନେଇ ଦଶମନ୍ତପୁର ଥାନାରେ ଉଭୟ ଦଳ ପକ୍ଷରୁ ଏତଲା ଦିଆଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।