/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646014653.jpg)
odisha-panchayat-poll-results-update
ଆଜି ପଞ୍ଚାୟତ ଭୋଟ୍ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ଏବେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ । ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ପରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।ବିଜେଡି ୫୧୭ ସିଟ୍ରେ, ବିଜେପି ୩୧, କଂଗ୍ରେସ ୨୯ରେ ଏବଂ ଅନ୍ୟ ଦଳ ୭ଟି ସିଟ୍ରେ ବିଜୟୀ ହୋଇଛନ୍ତି ।୮୫୧ରୁ ୫୮୪ ଜିଲ୍ଲା ପରିଷଦ ଜୋନ୍ରେ ଏବେ ଯାଏଁ ଫଳାଫଳ ଆସିଛି । ଆଜି ଶେଷ ଦିନରେ ୨୩୧ ଜୋନ୍ରେ ଗଣତି ହେବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)