• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ପଞ୍ଚାୟତ ଭୋଟ୍‌ ଗଣତିର ଦ୍ୱିତୀୟ ଦିନ। ୮୫୧ ଜିଲ୍ଲା ପରିଷଦ ଆସନରୁ ପ୍ରଥମ ଦିନ ଗଣତିରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ କାଉଣ୍ଟିଂ ହୋଇଥିଲା।ପ୍ରଥମ ଦିନର ଗଣତିରେ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ଓ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନରେ ୩୦୬ ଜୋନ୍‌ରେ ଗଣତି ଚାଲିଛି। ୨୯୮ ବ୍ଲକର ୩୦୬ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣନା ଚାଲିଛି। ପ୍ରଥମ ଦିନ ଗଣତିରେ ବିଜେଡି ଏକ ପ୍ରକାର ବାଜିମାତ୍‌ କରି ନେଇଥିବା ଜଣାପଡ଼ିଛି। ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି।

ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ, ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ୫୩୯ ଆସନରେ ଆଗୁଆ ଥିବାବେଳେ ବିଜେପି ୩୯ ଆସନରେ, କଂଗ୍ରେସ ୨୯ ଆସନରେ ଓ ଅନ୍ୟାନ୍ୟ ପାର୍ଟି ୯ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି। 

ଆଜି ଦ୍ୱିତୀୟ ଦିନ ଭୋଟ୍‌ ଗଣତି...ଜାଣନ୍ତୁ କେଉଁ ପ୍ରାର୍ଥୀ, କେଉଁ ସ୍ଥାନରୁ ଆଗରେ ଅଛନ୍ତି

ଜିଲ୍ଲା ପରିଷଦ- ବଲାଙ୍ଗିର

  • ଗୁଡ଼ଭେଲା ଜୋନ୍-୬ରେ ବିଜେଡିର ନିବାଶ ଅଗ୍ରୱାଲ ଆଗୁଆ
  • ବଙ୍ଗୋମୁଣ୍ଡା ଜୋନ୍-୨୧ରେ ବିଜେଡିର ଚିରଞ୍ଜିବୀ ଜାଲ ଆଗୁଆ
  • ବେଲପଡ଼ା ଜୋନ୍-୨୫ରେ ବିଜେଡିର ସୁଧାକର ଛତ୍ରିଆ ଆଗୁଆ
  • ଦେଓଗାଁ ଜୋନ୍-୧୩ରେ ବିଜେଡିର ସୁମତି ସେଠ ଆଗୁଆ
  • ପାଟଣାଗଡ଼ ଜୋନ୍-୧୫ରେ ବିଜେଡିର କସ୍ତୁରୀ ସେଠ୍‌ ଆଗୁଆ
  • ସଦର-୨୩ରେ ବିଜେଡିର ସଙ୍ଗୀତା ସୁନା ଆଗୁଆ
  • ପୁଇଁତଳା-୧୮ରେ ବିଜେଡିର କୁମରମଣୀ ସେଠ୍ ଆଗୁଆ
  • ଟିଟିଲାଗଡ଼-୮ରେ ବିଜେଡିର ସଞ୍ଜୟ ବେହେରା ଆଗୁଆ
  • ଖପ୍ରାଖୋଲ-୪ରେ ବିଜେଡିର ପ୍ରମିଳା ପାଥର ଆଗୁଆ

ଜିଲ୍ଲା ପରିଷଦ- ଜଗତସିଂହପୁର

  • ବିରିଡି ଜୋନ୍-୨୪ରେ ବିଜେଡିର ଚନ୍ଦ୍ରଶେଖର ଦାସ ଆଗୁଆ
  • ବାଲିକୁଦା ଜୋନ୍-୨୦ରେ ବିଜେଡିର ଜଟାଧାରୀ ଦାସ ଆଗୁଆ
  • ଏରସମା-୨ରେ ବିଜେଡିର ରାଣୀ ଟୁଡୁ ଆଗୁଆ
  • ତିର୍ତ୍ତୋଲ-୧୪ରେ ବିଜେଡିର ସୁଜାତା ମହାନ୍ତି ଆଗୁଆ
  • ନାଉଗାଁ-୧୮ରେ ବିଜେଡିର ମମତା ପରିଡ଼ା ଆଗୁଆ
  • ଜଗତସିଂହପୁର ଜୋନ୍-୧୦ରେ ବିଜେଡିର କନକ ସ୍ୱାଇଁ ଆଗୁଆ
  • କୁଜଙ୍ଗ-୬ରେ ବିଜେଡିର ରବିନାରାୟଣ ସାହୁ ଆଗୁଆ
  • ରଘୁନାଥପୁର-୨୬ରେ ବିଜେଡିର ଇତିଶ୍ରୀ ମଲ୍ଲିକ ଆଗୁଆ

ଜିଲ୍ଲା ପରିଷଦ- ଯାଜପୁର

  • ଯାଜପୁର ଜୋନ୍ ୩୦ରେ ବିଜେଡିର ସୁନିତା ରାଉତ ଆଗୁଆ
  • ବଡ଼ଚଣା-୧୮ରେ ବିଜେଡିର ସସ୍ମିତା ମହାନ୍ତି ଆଗୁଆ
  • ବରୀ-୨୨ରେ ବିଜେପିର କବୀର ଦାସ ଆଗୁଆ
  • ବିଞ୍ଝାରପୁର-୨୬ରେ ବିଜେଡିର ନନ୍ଦକିଶୋର ସାମଲ ଆଗୁଆ
  • ଦାନଗଦି-୯ରେ ବିଜେଡିର ଟିନା ହାଇବ୍ରୁ ଆଗୁଆ
  • ଦଶରଥପୁର-୫ରେ ବିଜେଡିର ମନସ୍ୱିନୀ ଦାସ ଆଗୁଆ
  • ଧର୍ମଶାଳା-୧୨ରେ ବିଜେଡିର ପ୍ରଣତି ଲେଙ୍କା ଆଗୁଆ
  • ଧର୍ମଶାଳା-୧୩ରେ ବିଜେଡିର ସ୍ମୃତିରେଖା ବେହେରା ଆଗୁଆ
  • ରସୁଲପୁର-୩୪ରେ ବିଜେଡିର ମମତା ଖୁଣ୍ଟିଆ ଆଗୁଆ
  • କୋରେଇ-୨ରେ ବିଜେଡିର ଉମାକାନ୍ତ ମାଝୀ ଆଗୁଆ
  • ସୁକିନ୍ଦା-୩୮ରେ ବିଜେଡିର ସାଧୁଚରଣ ଟିଉ ଆଗୁଆ

ଜିଲ୍ଲା ପରିଷଦ- ନବରଙ୍ଗପୁର

  • ନବରଙ୍ଗପୁର ଜୋନ୍-୨ରେ ବିଜେଡିର ପରଜା ଭତ୍ରା ଆଗୁଆ
  • ପାପଡ଼ାହାଣ୍ଡି ଜୋନ୍-୨ରେ କଂଗ୍ରେସର ଲିପିକା ମାଝୀ ଆଗୁଆ

ଜିଲ୍ଲା ପରିଷଦ- ଝାରସୁଗୁଡ଼ା

  • ଲଇକେରା ଜୋନ୍-୨ରେ ବିଜେଡିର ଅଞ୍ଜୁକ୍ତା ବେହେରା ଆଗୁଆ
  • ଝାରସୁଗୁଡ଼ା ଜୋନ୍-୨ରେ ବିଜେଡିର ଦୀଗାମ୍ବର ଭୋଇ ଆଗୁଆ
  • ଲଖନପୁର-୨ରେ ବିଜେଡିର ଅକ୍ଷୟ ସାହୁ ଆଗୁଆ

ଜିଲ୍ଲା ପରିଷଦ- ସୁନ୍ଦରଗଡ଼

  • ବାଲିଶଙ୍କରା ଜୋନ୍-୧୮ରେ ବିଜେପିର ଜସନ୍ତୀ ଏକ୍କା ଆଗୁଆ
  • କୁତ୍ରା ଜୋନ୍-୫ରେ ବିଜେଡିର ଗଙ୍ଗାରାମ ମିଞ୍ଜ ଆଗୁଆ
  • ରାଜଗାଙ୍ଗପୁର ଜୋନ୍-୨୨ରେ କଂଗ୍ରେସର ସୀଲା ଏକ୍କା ଆଗୁଆ
  • ସୁନ୍ଦରଗଡ଼ ସଦର-୨୬ରେ ବିଜେଡିର ମଞ୍ଜୁଲତା ନାୟକ ଆଗୁଆ
  • ହେମଗିରି ଜୋନ୍-୨୮ରେ ବିଜେଡିର ମହିମା ସେଠ୍ ଆଗୁଆ
  • ଟାଙ୍ଗରପାଲି ଜୋନ୍-୧୦ରେ ବିଜେଡିର କୁନ୍ତି ପ୍ରଧାନ ଆଗୁଆ

ଜିଲ୍ଲା ପରିଷଦ- ରାୟଗଡ଼ା

  • ପଦ୍ମପୁୂର ଜୋନ୍-୧୩ରେ ବିଜେଡିର ରବୀନ୍ଦ୍ର ଆଚାର୍ଯ୍ୟ ଆଗୁଆ
  • ରାମନାଗୁଡ଼ା-୧୯ରେ ବିଜେଡିର ସୁରେଶ ଗମାଙ୍ଗ ଆଗୁଆ
  • ପଦ୍ମପୁୂର ଜୋନ୍-୧୩ରେ ବିଜେଡିର ରବୀନ୍ଦ୍ର ଆଚାର୍ଯ୍ୟ ଆଗୁଆ
  • ରାମନାଗୁଡ଼ା-୧୯ରେ ବିଜେଡିର ସୁରେଶ ଗମାଙ୍ଗ ଆଗୁଆ
  • କଲ୍ୟାଣସିଂହପୁର-୨ରେ ବିଜେଡିର ବି.ଗୌରୀଦେବୀ ଆଗୁଆ
  • ମୁନିଗୁଡ଼ା-୧୭ରେ ବିଜେଡିର ମାଧବୀ କନ୍ଧପାଣି ଆଗୁଆ
  • ଗୁଣପୁର-୧୦ରେ ବିଜେଡିର ରଶ୍ମୀରେଖା ଶତପଥୀ ଆଗୁଆ

ଜିଲ୍ଲା ପରିଷଦ- ନବରଙ୍ଗପୁର

  • ନବରଙ୍ଗପୁର ଜୋନ୍-୨ରେ ବିଜେଡିର ପରଜା ଭତ୍ରା ଆଗୁଆ
  • ପାପଡ଼ାହାଣ୍ଡି ଜୋନ୍-୨ରେ କଂଗ୍ରେସର ଲିପିକା ମାଝୀ ଆଗୁଆ
  • ନବରଙ୍ଗପୁର ଜୋନ୍-୧୯ରେ ବିଜେଡିର ଅରୁଣ ମିଶ୍ର ଆଗୁଆ
  • ରାଇଘର ଜୋନ୍-୨୪ରେ ବିଜେପିର ପୂର୍ଣ୍ଣଚନ୍ଦ୍ର ଗଣ୍ଡ ଆଗୁଆ
  • ଚନ୍ଦାହାଣ୍ଡି ଜୋନ୍-୮ରେ ବିଜେଡିର କେତକୀ ମଲ୍ଲୀଗୌଡ଼ ଆଗୁଆ
  • ଡାବୁଗାଁ ଜୋନ୍-୧୩ରେ ବିଜେଡିର ଗୁପ୍ତ ବିଷୋୟୀ ଆଗୁଆ

ଜିଲ୍ଲା ପରିଷଦ- ଅନୁଗୁଳ

  • ପାଲଲହଡ଼ା ଜୋନ୍-୧ରେ ବିଜେଡିର ସାବିତ୍ରୀ ମାଝୀ ଆଗୁଆ
  • ଅନୁଗୁଳ ସଦର ଜୋନ୍-୨ରେ ବିଜେଡିର ରେବତୀ ନାୟକ ଆଗୁଆ
  • କିଶୋରନଗର-୧୨ରେ ବିଜେଡିର ଅନୁପମା ସାହୁ ଆଗୁଆ
  • ଆଠମଲ୍ଲିକ-୬ରେ ବିଜେଡିର ଯୁଧିଷ୍ଠିର ସିଂହ ଆଗୁଆ
  • କଣିହାଁ-୯ରେ ବିଜେଡିର ରଂଜନ ସାହୁ ଆଗୁଆ
  • ସଦର-୨ରେ ବିଜେଡିର ରେବତୀ ନାୟକ ଆଗୁଆ
  • ଛେଣ୍ଡିପଦା-୧୫ରେ ବିଜେପିର ଯଶୋବନ୍ତ ବେହେରା ଆଗୁଆ
  • ତାଳଚେର-୧୯ରେ ବିଜେଡିର ବବ୍ରୁ ପ୍ରସାଦ ପତି ଆଗୁଆ
  • ବଅଁରପାଳ-୨୬ରେ ବିଜେଡିର ସୁଶିଳା ନାୟକ ଆଗୁଆ

ଜିଲ୍ଲା ପରିଷଦ- ବାଲେଶ୍ୱର

  • ଖଇରା ଜୋନ୍-୪ରେ ବିଜେଡିର ରଶ୍ମିତା ମହାପାତ୍ର ଆଗୁଆ
  • ସଦର ଜୋନ୍-୨୬ରେ ବିଜେଡିର ସୋନାଲି ବିଶ୍ୱାଳ ଆଗୁଆ
  • ବାଲେଶ୍ୱର ସଦର ଜୋନ୍-୧୭ରେ ବିଜେଡିର ବନଲତା ସେଠୀ ଆଗୁଆ
  • ଭୋଗରାଇ-୩୩ରେ ବିଜେଡିର ହରେନ୍ଦ୍ର ଦାସ ଆଗୁଆ
  • ନୀଳଗିରି-୧୨ରେ ବିଜେପିର ଅନିତା ସିଂ ଆଗୁଆ
  • ରେମୁଣା-୩୭ରେ ବିଜେଡିର କଲ୍ୟାଣୀ ବାରିକ ଆଗୁଆ
  • ଭୋଗରାଇ-୩୨ରେ ବିଜେଡିର କବିତା ମହାନ୍ତି ଆଗୁଆ
  • ବାଲିଆପାଳ-୨୨ରେ ବିଜେଡିର ନିଶାକର ସେଠୀ ଆଗୁଆ
  • ଜଳେଶ୍ୱର-୮ରେ ବିଜେଡିର ଗୌରାଙ୍ଗ ସିଂ ଆଗୁଆ
  • ଔପଦା-୨ରେ ବିଜେପିର ଉଷାରାଣୀ ରାଉଳ ଆଗୁଆ
  • ବାହାନଗା-୧୯ରେ ବିଜେଡିର ବନପ୍ରଭା ଶିଆଳ ଆଗୁଆ
  • ସିମୁଳିଆ-୪୧ରେ ବିଜେଡି ସାବିତ୍ରୀ ପାଢୀ ଆଗୁଆ
  • ବସ୍ତା-୧୫ରେ ବିଜେଡିର ଦେବିକା ସୋରେନ ଆଗୁଆ

ଜିଲ୍ଲା ପରିଷଦ- ବରଗଡ଼

  • ବାଲେଶ୍ୱର ସଦର ଜୋନ୍-୧୭ରେ ବିଜେଡିର ବନଲତା ସେଠୀ ଆଗୁଆ
  • ଗାଇସିଲେଟ ଜୋନ୍-୮ରେ ବିଜେଡିର ସୁକାନ୍ତି ସାହୁ ଆଗୁଆ
  • ଝାରବନ୍ଧ ଜୋନ୍-୧୦ରେ ବିଜେଡିର ସନ୍ତୋଷ ବେହେରା ଆଗୁଆ
  • ଭଟଲୀ ଜୋନ୍-୨୫ରେ ବିଜେଡିର ଈଶ୍ୱର ସାହୁ ଆଗୁଆ
  • ସୋହେଲା ଜୋନ୍-୩୩ ବିଜେଡିର ମିତା ବିଶି ଆଗୁଆ
  • ବରପାଲି ଜୋନ୍-୧୯ରେ ବିଜେଡିର ଅନନ୍ତ ସେଠ ଆଗୁଆ
  • ବିଜେପୁର ଜୋନ୍-୨୨ରେ ବିଜେପିର ସୁଶାନ୍ତ ଗଡ଼ତିଆ ଆଗୁଆ
  • ପାଇକମାଳ-୧୨ରେ ବିଜେପିର ସୁରେନ୍ଦ୍ର ସିଂବରିହା ଆଗୁଆ
  • ବରଗଡ଼-୧୫ରେ ବିଜେଡିର ପ୍ରବାସିନୀ ପ୍ରଧାନ ଆଗୁଆ
  • ଭେଡେନ-୨୭ରେ ବିଜେଡିର ସତ୍ୟଜିତ ପୁରୋହିତ ଆଗୁଆ
  • ଅତାବିରା-୨ରେ ବିଜେଡିର ରଂଜିତ ସାହୁ ଆଗୁଆ


ଜିଲ୍ଲା ପରିଷଦ- ବୌଦ୍ଧ

  • ହରଭଙ୍ଗା ଜୋନ୍-୮ରେ ବିଜେଡିର ତାରାମଣୀ ପ୍ରଧାନ ଆଗୁଆ
  • ବୌଦ୍ଧ-୫ରେ ବିଜେଡିର ଉର୍ମିଳା ଝାଙ୍କର ଆଗୁଆ


ଜିଲ୍ଲା ପରିଷଦ- କଟକ

  • ସଦର-୫ରେ ବିଜେଡିର ପ୍ରଦୀପ୍ତ ମାହାଲି ଆଗୁଆ
  • ନରସିଂହପୁର-୧୭ରେ ବିଜେଡିର ଗୀତାଞ୍ଜଳି ପାତ୍ର ଆଗୁଆ
  • ବଡ଼ମ୍ବା-୩୦ରେ ବିଜେଡିର ରବୀନ୍ଦ୍ର ସାହୁ ଆଗୁଆ
  • ବାରଙ୍ଗ-୩୩ରେ ବିଜେଡିର ପ୍ରଦୀପ୍ତ ଭୋଇ ଆଗୁଆ
  • ମାହାଙ୍ଗା-୪୦ରେ ବିଜେଡିର ସୁସ୍ମିତା ଦାସ ଆଗୁଆ
  • ଟାଙ୍ଗୀଚୌଦ୍ୱାର-୧୧ରେ ବିଜେଡିର ଜ୍ୟୋତ୍ସାରାଣୀ ସୁବୁଦ୍ଧିରାୟ ଆଗୁଆ
  • ଆଠଗଡ଼-୨ରେ ବିଜେଡିର ମିନତି ଗାଗରାଇ ଆଗୁଆ
  • ତିଗିରିଆ-୧୫ରେ ବିଜେଡିର ସସ୍ମିତା ରାଉତ ଆଗୁଆ
  • କଣ୍ଟାପଡ଼ା-୯ରେ ବିଜେଡିର କ୍ରିଷ୍ଣାରାଣୀ ବେହେରା ଆଗୁଆ
  • ନିଶ୍ଚିନ୍ତକୋଇଲି-୨୫ରେ ବିଜେଡିର ବିଳାସ ଭୋଇ ଆଗୁଆ
  • ନିଶ୍ଚିନ୍ତକୋଇଲି-୨୬ରେ ବିଜେଡିର ଜସ୍ମିତା ସେଠୀ ଆଗୁଆ
  • ବାଙ୍କୀ-୩୫ରେ ବିଜେଡିର ସଂଜୟ ପାତ୍ର ଆଗୁଆ
  • ବାଙ୍କୀ ଡମପଡ଼ା-୩୮ରେ ବିଜେଡିର ଆଶିଷ ସାହୁ ଆଗୁଆ
  • ସାଲେପୁର-୪୪ରେ ବିଜେଡିର ରଂଜିତା ସେଠୀ ଆଗୁଆ


ଜିଲ୍ଲା ପରିଷଦ- ଗଂଜାମ

  • ହିଞ୍ଜିଳି ଜୋନ୍-୬୮ରେ ବିଜେଡିର ଏ. ସୁଦର୍ଶନ ଆଗୁଆ
  • କବିସୂର୍ଯ୍ୟନଗର ଜୋନ୍-୬ରେ ବିଜେଡିର ସଂଗୀତା ସ୍ୱାଇଁ ଆଗୁଆ
  • ଆସିକା ଜୋନ୍-୨ରେ ବିଜେଡିର ଅନିମା ପରିଡ଼ା ଆଗୁଆ
  • ବୁଗୁଡ଼ା-୪୨ରେ ବିଜେଡିର ଗଙ୍ଗାପାଣି ଜେନା ଆଗୁଆ
  • କୁକୁଡ଼ାଖଣ୍ଡି ଜୋନ୍-୯ରେ ବିଜେଡିର ମମତା ଦାସ ଆଗୁଆ
  • ରଂଗେଇଲୁଣ୍ଡା ଜୋନ୍-୫୪ରେ ବିଜେଡିର ଦୀପକ ସାମନ୍ତ ଆଗୁଆ
  • ରଂଗେଇଲୁଣ୍ଡା ଜୋନ୍-୫୪ରେ ବିଜେଡିର ଦୀପକ ସାମନ୍ତ ଆଗୁଆ
  • ହିଂଜିଳିକାଟୁ ଜୋନ୍-୬୮ରେ ବିଜେଡିର ଏଲ୍. ସୁଦର୍ଶନ ଆଗୁଆ
  • ଗଂଜାମ-୧୫ରେ ବିଜେଡିର ସନାତନ ବେହେରା ଆଗୁଆ
  • ଦିଗପହଣ୍ଡି-୨୬ରେ ବିଜେଡିର ବିପିନ ପ୍ରଧାନ ଆଗୁଆ
  • ବେଗୁନିଆଡ଼ା-୪୫ରେ ବିଜେଡିର ମଧୁମିତା ସାହୁ ଆଗୁଆ
  • ପୁରୁଷୋତ୍ତମପୁର-୩୬ରେ ବିଜେଡିର ଭଜମନ ବେହେରା ଆଗୁଆ
  • ଧରାକୋଟ-୩୦ରେ ବିଜେଡିର ଟୁକୁନା ଗୌଡ଼ ଆଗୁଆ
  • ଖଲିକୋଟ-୧୨ରେ ବିଜେଡିର ଚନ୍ଦନା କୁମାର ସେଠୀ ଆଗୁଆ
  • ଭଞ୍ଜନଗର-୫୧ରେ ବିଜେଡିର ଜିତେନ୍ଦ୍ର ଆରୁଖ ଆଗୁଆ
  • ଜଗନ୍ନାଥପ୍ରସାଦ-୨୩ରେ ବିଜେଡିର ସୁମିତ୍ରା ପ୍ରଧାନ ଆଗୁଆ


ଜିଲ୍ଲା ପରିଷଦ- କେନ୍ଦ୍ରାପଡ଼ା

  • ଆଳି ଜୋନ୍-୨ରେ ବିଜେଡିର ଭୀଷ୍ମ ମହାନ୍ତି ଆଗୁଆ
  • କେନ୍ଦ୍ରାପଡ଼ା ଜୋନ୍-୬ରେ ବିଜେଡିର ନିର୍ମଳା ମହାନ୍ତି ଆଗୁଆ
  • ପଟ୍ଟାମୁଣ୍ଡାଇ ଜୋନ୍-୧୬ରେ ବିଜେଡିର ଜ୍ୟୋତିର୍ମୟୀ ବେହେରା ଆଗୁଆ
  • ରାଜନଗର-୩୧ରେ ବିଜେଡିର ଅଶୋକ ପଢ଼ିଆରୀ ଆଗୁଆ
  • ମହାକାଳପଡ଼ା-୨୦ରେ ବିଜେଡିର ସୁବୋଧ ଲେଙ୍କା  ଆଗୁଆ
  • ମହାକାଳପଡ଼ା-୨୧ରେ ବିଜେଡିର ଅନୁରାଧା ସ୍ୱାଇଁ ଆଗୁଆ
  • ରାଜକନିକା-୨୮ରେ ବିଜେଡିର ପ୍ରତାପ ବେହେରା ଆଗୁଆ
  • ମାର୍ଶାଘାଇ-୨୫ରେ ବିଜେଡିର ଦୁର୍ଗାବତୀ ପ୍ରଧାନ ଆଗୁଆ
  • ଗରଦପୁର-୧୦ରେ ବିଜେଡିର ସତ୍ୟାନନ୍ଦ ରାଉତ ଆଗୁଆ


ଜିଲ୍ଲା ପରିଷଦ- ଖୋର୍ଦ୍ଧା

  • ବାଣପୁର ଜୋନ୍-୧୪ରେ ବିଜେପିର ରୋଜିତା ପ୍ରଧାନ ଆଗୁଆ
  • ଟାଙ୍ଗି ଜୋନ୍-୧୦ରେ ବିଜେଡିର ବିଜୟ ଜେନା ଆଗୁଆ
  • ଖୋର୍ଦ୍ଧା-୨ରେ ବିଜେଡିର କୈସରା ବେଗମ ଆଗୁଆ
  • ଚିଲିକା-୫ରେ ବିଜେଡିର ରୀନା ବେହେରା ଆଗୁଆ
  • ବୋଲଗଡ଼-୨୬ରେ ବିଜେଡିର ସୁବାସ ରାଜଗୁରୁ ଆଗୁଆ
  • ବେଗୁନିଆ-୨୩ରେ ବିଜେଡିର ଅନାଦି ସାହୁ ଆଗୁଆ

ଜିଲ୍ଲା ପରିଷଦ- ମାଲକାନଗିରି

  • କୋରକୁଣ୍ଡା ଜୋନ୍-୫ରେ କଂଗ୍ରେସର ମଙ୍ଗୁ ଖିଲ ଆଗୁଆ
  • ମାଲକାନଗିରି-୧୨ରେ ବିଜେଡିର ମୁକା ମାଡକାମୀ ଆଗୁଆ
  • କାଲିମେଳା-୨ରେ ବିଜେଡିର ମମତା ପଡିଆମୀ ଆଗୁଆ
  • ମାଥିଲି-୯ରେ ବିଜେଡିର ହିରଣ୍ୟ ମୁଦୁଲି ଆଗୁଆ
  • ଚିତ୍ରକୋଣ୍ଡା-୧୫ରେ ବିଜେଡିର ସମାରୀ ଟାଙ୍ଗଲୁ ଆଗୁଆ


ଜିଲ୍ଲା ପରିଷଦ- ମୟୂରଭଂଜ

  • ଶୁକ୍ରୁଳି-୫୨ରେ ବିଜେଡିର ବିକାଶ ରଂଜନ ସାଏ ଆଗୁଆ
  • ରରୁଆଁ-୪୪ରେ ବିଜେଡିର ମିନତି ତିରିଆ ଆଗୁଆ
  • କରଞ୍ଜିଆ-୭ରେ ବିଜେଡିର ଜ୍ୟୋତ୍ସାରାଣୀ ନାଏକ ଆଗୁଆ


ଜିଲ୍ଲା ପରିଷଦ- ନୟାଗଡ଼

  • ନୟାଗଡ଼ ଜୋନ୍-୧୭ରେ ବିଜେଡିର ପ୍ରତୀମା ଦଳ ବେହେରା ଆଗୁଆ
  • ଓଡ଼ଗାଁ ଜୋନ୍-୨ରେ ବିଜେଡିର ବିରଜାଲକ୍ଷ୍ମୀ ସାହୁ ଆଗୁଆ
  • ନୟାଗଡ଼ ଜୋନ୍-୧୩ରେ ବିଜେଡିର କ୍ଷୀରୋଦ ମହାପାତ୍ର ଆଗୁଆ
  • ଦଶପଲ୍ଲାର ଜୋନ୍-୧୦ରେ ବିଜେଡିର ସତ୍ୟଭାମା ନାୟକ ଆଗୁଆ
  • ରଣପୁର-୨୨ରେ ବିଜେଡିର ଦେବାଶିଷ ପଟ୍ଟନାୟକ ଆଗୁଆ

 

ଜିଲ୍ଲା ପରିଷଦ- ସୁନ୍ଦରଗଡ଼

  • ବାଲିଶଙ୍କରା ଜୋନ୍-୧୮ରେ ବିଜେପିର ଜସନ୍ତୀ ଏକ୍କା ଆଗୁଆ
  • କୁତ୍ରା ଜୋନ୍-୫ରେ ବିଜେଡିର ଗଂଗାରାମ ମିଞ୍ଜ ଆଗୁଆ
  • ରାଜଗାଙ୍ଗପୁର ଜୋନ୍-୨୨ରେ କଂଗ୍ରେସର ସୀଲା ଏକ୍କା ଆଗୁଆ
  • ସୁନ୍ଦରଗଡ଼ ସଦର-୨୬ରେ ବିଜେଡିର ମଂଜୁଲତା ନାୟକ ଆଗୁଆ
  • ହେମଗିରି ଜୋନ୍-୨୮ରେ ବିଜେଡିର ମହିମା ସେଠ୍ ଆଗୁଆ
  • ଟାଙ୍ଗରପାଲି ଜୋନ୍-୧୦ରେ ବିଜେଡିର କୁନ୍ତି ପ୍ରଧାନ ଆଗୁଆ
  • ବଣାଇ ଜୋନ୍-୧୬ରେ ବିଜେଡିର ରାମଚନ୍ଦ୍ର ସାହୁ ଆଗୁଆ
  • ବଡ଼ଗାଁ ଜୋନ୍-୧୪ରେ ବିଜେଡିର ସୋନାଲି ହେସ୍ ଆଗୁଆ
  • ନୂଆଗାଁ-୧୨ରେ ବିଜେଡିର ସୁଶିଲା ଟପ୍ନୋ ଆଗୁଆ
  • କୋଇଡା-୬ରେ ବିଜେଡିର ଅଶୋକ ନାୟକ ଆଗୁଆ
  • କୁଆଁରମୁଣ୍ଡା-୨ରେ ବିଜେଡିର ରାଜେନ୍ଦ୍ର କୁଜୁର ଆଗୁଆ
  • ବିଶ୍ରା-୨୦ରେ ବିଜେପିର ମଦନୀ ଓରାମ ଆଗୁଆ
  • ସବଡେଗା-୨୪ରେ ବିଜେଡିର ଜଲମୀ କେର୍କେଟା ଆଗୁଆ
  • ଲାଠିକଟା-୩୨ରେ ବିଜେଡିର ସଂଜୁକ୍ତାବିନ୍ଦୁ ବାର୍ଲା ଆଗୁଆ
  • ଲେଫ୍ରିପଡ଼ା-୩୪ରେ ବିଜେଡିର ଅଞ୍ଜଳି ଘୋଷ ଆଗୁଆ

ଜିଲ୍ଲା ପରିଷଦ- ବଲାଙ୍ଗିର

  • ତୁରେଇକେଲା-୧୧ରେ କଂଗ୍ରେସର କୌଶିକ ମେହେର ଆଗୁଆ
  • ମୁରିବାହାଲ-୨୮ରେ ବିଜେପିର ଜୟନ୍ତୀ ସାହୁ ଆଗୁଆ
  • ସଇଁତଳା-୩୧ରେ ବିଜେଡିର ରୀତାରାଣୀ ହାତୀ ଆଗୁଆ
  • ଲୋଇସିଂହା-୩୪ରେ ବିଜେପିର ଭଗବତୀ ଧରୁଆ ଆଗୁଆ


ଜିଲ୍ଲା ପରିଷଦ- ନବରଙ୍ଗପୁର

  • ଝରିଗାଁ-୧୦ରେ ବିଜେଡି ଶ୍ୟାମସୁନ୍ଦର ନାଏକ ଆଗୁଆ
  • କୋଷାଗୁମୁଡ଼ା-୫ରେ ବିଜେଡିର ଦନେଇ ଭତ୍ରା ଆଗୁଆ
  • ଉମରକୋଟ-୨ରେ ବିଜେଡିର ଛାୟା ବିଶ୍ୱାସ ଆଗୁଆ


ଜିଲ୍ଲା ପରିଷଦ- ରାୟଗଡ଼ା

  • କଲ୍ୟାଣସିଂହପୁର-୨ରେ ବିଜେଡିର ବି. ଗୌରୀଦେବୀ ଆଗୁଆ
  • ମୁନିଗୁଡ଼ା-୧୭ରେ ବିଜେଡିର ମାଧବୀ କନ୍ଧପାଣି ଆଗୁଆ
  • ଗୁଣପୁର-୧୦ରେ କଂଗ୍ରେସର କୁନି ନିମାଲ ଆଗୁଆ
  • ବିଷମକଟକ-୧୫ରେ କଂଗ୍ରେସର କୃଷ୍ଣ ନାହାକ ଆଗୁଆ
  • କାଶିପୁର-୪ରେ କଂଗ୍ରେସର ରଂଜିତା ନାୟକ ଆଗୁଆ
  • କୋଲନରା-୭ରେ କଂଗ୍ରେସର ସୁନିତା ଟାଙ୍ଗିଡି ଆଗୁଆ
  • ରାୟଗଡ଼ା-୨୦ରେ ବିଜେଡିର ସଂଧ୍ୟାରାଣୀ ସାରକା ଆଗୁଆ


ଜିଲ୍ଲା ପରିଷଦ- ସୁନ୍ଦରଗଡ଼

  • କୁତ୍ରା ଜୋନ୍-୫ରେ ବିଜେଡିର ଗଂଗାରାମ ମିଞ୍ଜ ଆଗୁଆ
  • ରାଜଗାଙ୍ଗପୁର ଜୋନ୍-୨୨ରେ ବିଜେଡିର ଜ୍ୟୋତି କୁଜୁର ଆଗୁଆ
  • ସୁନ୍ଦରଗଡ଼ ସଦର-୨୬ରେ ବିଜେଡିର ମଂଜୁଲତା ନାୟକ ଆଗୁଆ
  • ହେମଗିରି ଜୋନ୍-୨୮ରେ ବିଜେଡିର ମହିମା ସେଠ୍ ଆଗୁଆ
  • ଟାଙ୍ଗରପାଲି ଜୋନ୍-୧୦ରେ ବିଜେଡିର କୁନ୍ତି ପ୍ରଧାନ ଆଗୁଆ
  • ବଣାଇ ଜୋନ୍-୧୬ରେ ବିଜେଡିର ରାମଚନ୍ଦ୍ର ସାହୁ ଆଗୁଆ
  • ବଡ଼ଗାଁ ଜୋନ୍-୧୪ରେ ବିଜେଡିର ସୋନାଲି ହେସ୍ ଆଗୁଆ
  • ନୂଆଗାଁ-୧୨ରେ ବିଜେପିର ସଂଜିତା କିସପଟା ଆଗୁଆ
  • କୋଇଡା-୬ରେ ବିଜେଡିର ଅଶୋକ ନାୟକ ଆଗୁଆ
  • କୁଆଁରମୁଣ୍ଡା-୨ରେ ବିଜେଡିର ରାଜେନ୍ଦ୍ର କୁଜୁର ଆଗୁଆ
  • ବିଶ୍ରା-୨୦ରେ ବିଜେଡିର ଦଶମୀ ମିଞ୍ଜ ଆଗୁଆ
  • ସବଡେଗା-୨୪ରେ ବିଜେଡିର ଜଲମୀ କେର୍କେଟା ଆଗୁଆ
  • ଲାଠିକଟା-୩୨ରେ ବିଜେଡିର ସଂଜୁକ୍ତାବିନ୍ଦୁ ବାର୍ଲା ଆଗୁଆ
  • ଲେଫ୍ରିପଡ଼ା-୩୪ରେ ବିଜେଡିର ଅଞ୍ଜଳି ଘୋଷ ଆଗୁଆ

 


ଜିଲ୍ଲା ପରିଷଦ- ନବରଙ୍ଗପୁର

  • ନବରଙ୍ଗପୁର ଜୋନ୍-୧୯ରେ ବିଜେଡିର ଅରୁଣ ମିଶ୍ର ଆଗୁଆ
  • ରାଇଘର ଜୋନ୍-୨୪ରେ ବିଜେଡିର ନାନରା ଖରା ଆଗୁଆ
  • ଚନ୍ଦାହାଣ୍ଡି ଜୋନ୍-୮ରେ ବିଜେଡିର କେତକୀ ମଲ୍ଲୀଗୌଡ଼ ଆଗୁଆ
  • ଡାବୁଗାଁ ଜୋନ୍-୧୩ରେ ବିଜେଡିର ଗୁପ୍ତ ବିଷୋୟୀ ଆଗୁଆ
  • ତେନ୍ତୁଳିଖୁଣ୍ଟି-୧୫ରେ ବିଜେଡିର ରତିକାନ୍ତ ପଣ୍ଡା ଆଗୁଆ
  • ଝରିଗାଁ-୧୦ରେ ବିଜେଡି ଶ୍ୟାମସୁନ୍ଦର ନାଏକ ଆଗୁଆ
  • କୋଷାଗୁମୁଡ଼ା-୫ରେ ବିଜେଡିର ଦନେଇ ଭତ୍ରା ଆଗୁଆ
  • ଉମରକୋଟ-୨ରେ ବିଜେଡିର ଛାୟା ବିଶ୍ୱାସ ଆଗୁଆ


ଜିଲ୍ଲା ପରିଷଦ- ବଲାଙ୍ଗିର

  • ବଙ୍ଗୋମୁଣ୍ଡା ଜୋନ୍-୨୧ରେ ବିଜେପିର ଦାମ ସୁନା ଆଗୁଆ
  • ବେଲପଡ଼ା ଜୋନ୍-୨୫ରେ ବିଜେଡିର ସୁଧାକର ଛତ୍ରିଆ ଆଗୁଆ
  • ଦେଓଗାଁ ଜୋନ୍-୧୩ରେ ବିଜେଡିର ସୁମତି ସେଠ ଆଗୁଆ
  • ପାଟଣାଗଡ଼ ଜୋନ୍-୧୫ରେ ବିଜେଡିର କସ୍ତୁରୀ ସେଠ ଆଗୁଆ
  • ସଦର-୨୩ରେ ବିଜେଡିର ସଂଗୀତା ସୁନା ଆଗୁଆ
  • ପୁଇଁତଳା-୧୮ରେ ବିଜେଡିର କୁମରମଣୀ ସେଠ୍ ଆଗୁଆ
  • ଟିଟିଲାଗଡ଼-୮ରେ ବିଜେଡିର ସଂଜୟ ବେହେରା ଆଗୁଆ
  • ଖପ୍ରାଖୋଲ-୪ରେ ବିଜେଡିର ପ୍ରମିଳା ପାଥର ଆଗୁଆ
  • ତୁରେଇକେଲା-୧୧ରେ କଂଗ୍ରେସର କୌଶିକ ମେହେର ଆଗୁଆ
  • ମୁରିବାହାଲ-୨୮ରେ ବିଜେପିର ଜୟନ୍ତୀ ସାହୁ ଆଗୁଆ
  • ସଇଁତଳା-୩୧ରେ ବିଜେଡିର ରୀତାରାଣୀ ହାତୀ ଆଗୁଆ
  • ଲୋଇସିଂହା-୩୪ରେ ବିଜେପିର ଭଗବତୀ ଧରୁଆ ଆଗୁଆ

ଜିଲ୍ଲା ପରିଷଦ- ଅନୁଗୁଳ

  • କିଶୋରନଗର-୧୨ରେ ବିଜେଡିର ଅନୁପମା ସାହୁ ଆଗୁଆ
  • ଆଠମଲ୍ଲିକ-୬ରେ ବିଜେଡିର ଯୁଧିଷ୍ଠିର ସିଂହ ଆଗୁଆ
  • କଣିହାଁ-୯ରେ ବିଜେଡିର ରଂଜନ ସାହୁ ଆଗୁଆ
  • ସଦର-୨ରେ ବିଜେଡିର ରେବତୀ ନାୟକ ଆଗୁଆ
  • ଛେଣ୍ଡିପଦା-୧୫ରେ ବିଜେଡିର ତ୍ରିନାଥ ବେହେରା ଆଗୁଆ
  • ତାଳଚେର-୧୯ରେ ବିଜେଡିର ବବ୍ରୁ ପ୍ରସାଦ ପତି ଆଗୁଆ
  • ବଅଁରପାଳ-୨୬ରେ ବିଜେଡିର ସୁଶିଳା ନାୟକ ଆଗୁଆ