Kendrapara municipal election campaign
ହାତରେ ସମୟ କମ ଥିବାରୁ ଜମୁଛି ପୌର ନିର୍ବାଚନ ପାଇଁ ପ୍ରଚାର ପାର୍ଥୀ ମାନେ ଘରକୁ ଘର ବୁଲି ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିବା ସହ ଭୋଟରଙ୍କୁ ହାତେଇବାକୁ ପ୍ରୟାସ ଚଳାଇଛନ୍ତି । କିଏ କିଭଳି ଭାବରେ ଭୋଟରଙ୍କୁ ଆକୃଷ୍ଟ କରିବ ସେନେଇ ପ୍ରାର୍ଥୀ ମାନେ ପ୍ରସ୍ତୁତ କରିଛନ୍ତି ରଣନୀତି । କିଏ ଅଞ୍ଚଳର ସମସ୍ୟାକୁ ପ୍ରସଙ୍ଗ କରିଥିବା ବେଳେ କିଏ ବିକାଶକୁ ପ୍ରସଙ୍ଗ କରି ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି ।
ସେପଟେ ଡିଜିଟାଲରେ ମଧ୍ୟ ପ୍ରଚାର ଜୋର ଧରିଛି ଚଳିତ ନିର୍ବାଚନରେ ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । କେନ୍ଦ୍ରାପଡ଼ା ପୌରପାଳିକାର ୨୦ ନମ୍ବର ଓ୍ୱାର୍ଡକୁ ଯାଇ ନିଜ ସମର୍ଥିତ ନଗରପାଳିକା ଓ ଓ୍ୱାର୍ଡ ସଭ୍ୟ ପାଇଁ ପ୍ରଚାର କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us