Advertisment

ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ; ବନ୍ଦ ହେଲା ମତଦାନ

ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ । ଯାଜପୁର ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତ ୪ ନମ୍ବର ବୁଥ୍‌ରୁ ୪ଜଣ ଦୁର୍ବୃତ୍ତ ଭୋଟ୍‌ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Miscreants allegedly loot ballot box at booth no 4 in Bachala Panchayat under Binjharpur block

Miscreants allegedly loot ballot box at booth no 4 in Bachala Panchayat under Binjharpur block

ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ । ଯାଜପୁର ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତ ୪ ନମ୍ବର ବୁଥ୍‌ରୁ ୪ଜଣ ଦୁର୍ବୃତ୍ତ ଭୋଟ୍‌ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। 

Advertisment

ଭୋଟ୍‌ ବାକ୍ସ ଉଠାଇବା ଫଳରେ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ୱାରା ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ତେଜନା କାରଣରୁ ବୁଥ୍‌ରେ ମତଦାନ ବନ୍ଦ ରହିଥିବା ଜଣାପଡିଛି । 

 Ballot Box Loot

ସୂଚନା ଅନୁସାରେ,  ବୁଥ୍‌ରେ ସକାଳୁ ଶୃଙ୍ଖଳିତ ଭାବେ ମତାମତ ଚାଲିଥିଲା । ଭୋଟିଂର କିଛି ସମୟ ପରେ ତଥା ପ୍ରାୟ ୯ଟା ୨୫ ମିନିଟ୍‌ରେ କିଛି ଦୁର୍ବୃତ୍ତ ଆସି ହଠାତ୍‌ ଗଣ୍ଡଗୋଳ କରିବା ସହ ଭୋଟ୍‌ ବାକ୍ସକୁ ଉଠାଇ ନେଇଥିଲେ । ୬ ନମ୍ବର ବୁଥ୍‌କୁ ଆସି ୪ ଜଣ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇ ପୋଖରୀରେ ଫିଙ୍ଗିଦେଲେ ଯାହା ପରଠାରୁ ହିଁ ଭୋଟିଂକୁ ବନ୍ଦ କରିଦିଆଯାଇଛି ।

Advertisment
Jajpur Ballot Box Loot
Advertisment
Advertisment