ଅଦ୍ୟତନ ହୋଇଛି
Income Tax dept raids house of former Champua MLA Sanatan Mahakud
Advertisment
ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଭୁବନେଶ୍ୱର, କେନ୍ଦୁଝର, ଯୋଡ଼ା ସମେତ ମୋଟ୍ ୧୦ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି।
Advertisment
ସନାତନ ମହାକୁଡ଼ଙ୍କ ଘର ସମେତ ୩ରୁ ଅଧିକ ଠିକଣାରେ ଏକାକାଳୀନ ଚଢ଼ାଉ କରିଛି ଆୟକର ବିଭାଗ। କେନ୍ଦୁଝର ବାସଭବନ, ନମ୍ବିରାରେ ଥିବା ପୈତୃକ ଘର, ଭୁବନେଶ୍ୱରର ୩ରୁ ୪ଟି ଠିକଣାରେ ଆୟକର ବିଭାଗର ଟିମ୍ ପହଞ୍ଚି ଯାଞ୍ଚ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683779655.jpg)