BJP Leader Minati Barik’s Vehicle Set On Fire
ଭୁବନେଶ୍ୱର: ପେଟ୍ରୋଲ ବୋମା ପକାଇ ଜାଳିଦେଲେ ବିଜେପି ନେତ୍ରୀଙ୍କ ଗାଡ଼ି। ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପକାଇ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ଣରେ ଏହି ଘଟଣା ଘଟିଛି।
Advertisment
ନୟାପଲ୍ଲୀ ବ୍ରିଟ୍ କଲୋନୀ ସ୍ଥିତ ଘର ଆଗରେ ମିନତୀ ବାରିକଙ୍କ ପାର୍କିଂ କରାଯାଇଥିବା ବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ ବୋମା ପକାଇ ଗାଡ଼ି ଜାଳି ଦେଇଛନ୍ତି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ ସହ ତନାଘନା ଆରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)