ଅଦ୍ୟତନ ହୋଇଛି
CMC
Advertisment
କଟକ ମହାନଗର ନିଗମ କାଉନସିଲ ବୈଠକରେ ଆରମ୍ଭରୁ ହୋହାଲ୍ଲା ଓ ପାଟିତୁଣ୍ଡ । ସହରର ଏକାଧିକ ଉଦଘାଟନ ଉତ୍ସବରେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କୁ ଆମନ୍ତ୍ରଣ ନ କରାଯିବା ସହ କୌଣସି ଫଳକରେ ବି ତାଙ୍କ ନାମ ରହିନଥିବାରୁ କଂଗ୍ରେସ କର୍ପୋରେଟର ଏହାର ପ୍ରତିବାଦ କରିଛନ୍ତି । କଂଗ୍ରେସ କର୍ପୋରେଟର ମାନେ ସମ୍ମିଳନୀ ଗୃହରେ ଧାରଣାରେ ବସିବା ସହ ପାଟିତୁଣ୍ଡ କରିଥିଲେ । ସେପଟେ ଅନ୍ୟଦାବି ନେଇ ବିଜେପି କର୍ପୋରେଟରମାନେ ମଧ୍ୟ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/CMC_1676291405.jpg)