ଅଦ୍ୟତନ ହୋଇଛି
Sarathi
Advertisment
ମାଲକାନଗିରିରେ ବିବାଦୀୟ ସାରଥୀ ବାବା ଓରଫ ସନ୍ତୋଷ ରାଉଳର ପାଦୁକା ଶୋଭାଯାତ୍ରା । ଘଣ୍ଟ, ହୁଳହୁଳି ଓ ବାଜାରେ ଏହି ପାଦୁକାକୁ ସ୍ୱାଗତ କରାଯିବା ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବହୁ ସଂଖ୍ୟକ ଆଦିବାସୀ ଲୋକ । ସାରଥୀ ଅନୁଗାମୀ ଏହି ପାଦୁକାକୁ ସାରା ଜିଲ୍ଲାରେ ପରିକ୍ରମା କରାଯିବ ବୋଲି କହିଛନ୍ତି । ବିଭିନ୍ନ ମାମଲାରେ ସାରଥୀ ବାବା ଓରଫ ସନ୍ତୋଷ ରାଉଳ ଦୀର୍ଘଦିନ ଧରି ଜେଲ୍ରେ ରହିଥିଲା । ପରେ ଏବେ ଜାମିନ୍ରେ ବାହାରିଛି । ଏମିତିକି କେନ୍ଦ୍ରାପଡ଼ା ର ବାରିମୂଳ ଆଶ୍ରମରେ ପ୍ରବେଶ ସହ କୌଣସି ସ୍ଥାନରେ ପ୍ରବଚନ କାର୍ଯ୍ୟକ୍ରମ କରିପାରିବ ନାହିଁ ବୋଲି ସାରଥୀକୁ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Sarathi_1676289531.jpg)