Advertisment

ଇଣ୍ଡିଗୋ ଫ୍ଲାଇଟ୍‌ରେ ତ୍ରୁଟି, ୨ ଘଣ୍ଟାରୁ ଅଧିକ ସମୟ ଫସିଲେ ଯାତ୍ରୀ

ବିମାନ କମ୍ପାନୀ ପକ୍ଷରୁ ଯାତ୍ରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ତେବେ ପରବର୍ତ୍ତି ସମୟରେ ବିମାନ ଯାତ୍ରାକୁ ବାତିଲ କାରଯାଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Bangalore to Bhubaneshwar Flights

Indigo Flight Issue

Advertisment

ବେଙ୍ଗାଲୁରୁରେ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି। ୨ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଲା ଭୁବନେଶ୍ୱର ଆସୁଥିବା ବିମାନ। ଆଜି ସନ୍ଧ୍ୟା ୬ଟା ୪୦ ରେ ବିମାନଟି ଉଡାଣ ଭରି ଥାନ୍ତା। ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ଅଟକି ରହିଥିଲା। ଫଳରେ ବହୁ ଯାତ୍ରୀ ଦୀର୍ଘ ସମୟ ଧରି ଅଟକି ରହିଥିଲେ। ଏନେଇ ବିମାନ କମ୍ପାନୀ ପକ୍ଷରୁ ଯାତ୍ରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ତେବେ ପରବର୍ତ୍ତି ସମୟରେ ବିମାନ ଯାତ୍ରାକୁ ବାତିଲ କାରଯାଇଥିବା ସୂଚନା ମିଳିଛି।

Advertisment

Indigo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ