ଅଦ୍ୟତନ ହୋଇଛି
ରାତିରେ ଚାଲିଛି ବିଧାନସଭା
Advertisment
ଆଜି ବିଳମ୍ବିତ ରାତି ଯାଏ ଚାଲିଛି ବିଧାନସଭା କାର୍ଯ୍ୟ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ ଉପରେ ରାତି ୯ଟା ପରେ ବି ଚାଲିଛି ଆଲୋଚନା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଗୃହରେ ଆଲୋଚନା ହେଉଛି । ବିରୋଧୀ ଦଳ ବିଧାୟକମାନେ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିବା ବେଳେ ଶାସକ ଦଳ ଏହାକୁ ପାରିତ କରିବା ନେଇ ଯୁକ୍ତି ବାଢୁଛନ୍ତି । ଦୀର୍ଘ ଦିନ ପରେ ବିଳମ୍ବିତ ରାତି ଯାଏଁ ବିଧାନସଭାରେ ଘମାଘୋଟ ଆଲୋଚନା ଚାଲିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743617307.jpg)