/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757233162.jpg)
State BJP President Manmohan Samal visits Delhi
ଭୁବନେଶ୍ବର : ପୁଣି ଦିଲ୍ଲୀ ଗସ୍ତରେ ମନମୋହନ ସାମଲ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ଗତକାଲି ରାତିରେ ସେ ଦିଲ୍ଲୀ ଯାଇଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏହା ସହ ରାଜ୍ୟ କମିଟି ଏବଂ ବୋର୍ଡ ଓ ନିଗମ ନିଯୁକ୍ତି ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହାର ଦିନକ ପୂର୍ବରୁ ହିଁ ଦିଲ୍ଲୀରୁ ଫେରିଥିଲେ ମନମୋହନ। ପୁଣି ଥରେ ଦିଲ୍ଲୀ ଯିବାକୁ ନେଇ ଏବେ ନାନା ଚର୍ଚ୍ଚା ହେଉଛି। ଗତ ଗସ୍ତ ବେଳେ ରାଜ୍ୟ ବିଜେପିର ନୂଆ ଟିମ୍ ଗଠନ ନେଇ ଆଲୋଚନା ହୋଇଥିବା ସେ ସୂଚନା ଦେଇଥିଲେ। ତେଣୁ ଏବେ ପୁଣି ଗସ୍ତ ନାନା ଚର୍ଚ୍ଚାକୁ ବଢ଼ାଇଛି।
Advertisment
ପୂର୍ବ ଗସ୍ତ ସମୟରେ ଶୀର୍ଷ ସ୍ତରର ନେତାକ ସହ ହୋଇଥିଲା ଆଲୋଚନା। ଏବେ ପୁଣି ଥରେ ଆଲୋଚନା କରି ଚୂଡାନ୍ତ ହୋଇପାରେ ତାଲିକା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)