Advertisment

Budhi Thakurani Yatra: ଏପ୍ରିଲ ୩ରୁ ମା’ ବୁଢୀ ଠାକୁରାଣୀ ଯାତ୍ରା; ଆସିଲା ଶୁଭ ଖୁଣ୍ଟି

ମଧ୍ୟରାତ୍ରରେ ପାରମ୍ପାରିକ ବାଦ୍ୟ ତୂରୀ ଓ ମହୁରୀ ବାଜାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ। ପରେ ମା’ଙ୍କୁ ଆମନ୍ତ୍ରଣ ପାଇଁ ହଜାର ହଜାର ଭକ୍ତ ଶୁଭ ଖୁଣ୍ଟି ସହ ବୁଢୀ ଠାକୁରାଣୀ ମନ୍ଦିରକୁ ଯାଇ ମାଆଙ୍କୁ ନିମନ୍ତ୍ରଣ ଦେଇଥିଲେ। ଆଉ ରାତ୍ର ପ୍ରାୟ ଗୋଟାଏ ୩୦ ମିନିଟରେ ମା’ଙ୍କ ଶୁଭ ଖୁଣ୍ଟି ଦେଶୀ ବେହେରାଙ୍କ ଘର ଆଗରେ ସ୍ଥାପନ କରାଯାଇଥିଲା।

Thakurani yatra

Thakurani yatra

Advertisment

ଏପ୍ରିଲ ୩ ତାରିଖରୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା। ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଆସିଲା ଶୁଭ ଖୁଣ୍ଟି। ଏହି ଯାତ୍ରା ଏପ୍ରିଲ୍ ୨୮ ତାରିଖ ଯାଏ ଚାଲିବ। ଠାକୁରାଣୀ ଯାତ୍ରା ପାଇଁ ଗତକାଲି ମଧ୍ୟରାତ୍ରୀରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି।

Advertisment

ଏଥିପାଇଁ ପାରମ୍ପରିକ ତୁରୀ, ମହୁରୀ ଓ ଢୋଲରେ କମ୍ପୁଥିଲା ସାରା ଅଞ୍ଚଳ। ଶୁଭଖୁଣ୍ଟି ସ୍ଥାପନ ନେଇ ଗତକାଲି ସକାଳେ ପାରମ୍ପରିକ ଧେଣ୍ଡୁରା ମାରି ଅଞ୍ଚଳରେ ଲୋକଙ୍କୁ ଜଣାଇ ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: କଟକରେ ୬ ପିଢିର ଦୋକାନ; ପୁରୁଣା ବ୍ୟବସାୟୀଙ୍କୁ ଖୋଜି ଖୋଜି ସମ୍ବର୍ଦ୍ଧନା, ଜାଣନ୍ତୁ କାହିଁକି..

Advertisment

ମଧ୍ୟରାତ୍ରରେ ପାରମ୍ପାରିକ ବାଦ୍ୟ ତୂରୀ ଓ ମହୁରୀ ବାଜାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ। ପରେ ମା’ଙ୍କୁ ଆମନ୍ତ୍ରଣ ପାଇଁ ହଜାର ହଜାର ଭକ୍ତ ଶୁଭ ଖୁଣ୍ଟି ସହ ବୁଢୀ ଠାକୁରାଣୀ ମନ୍ଦିରକୁ ଯାଇ ମାଆଙ୍କୁ ନିମନ୍ତ୍ରଣ ଦେଇଥିଲେ। ଆଉ ରାତ୍ର ପ୍ରାୟ ଗୋଟାଏ ୩୦ ମିନିଟରେ ମା’ଙ୍କ ଶୁଭ ଖୁଣ୍ଟି ଦେଶୀ ବେହେରାଙ୍କ ଘର ଆଗରେ ସ୍ଥାପନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଓଡ଼ିଶାର ଏହି ସ୍ଥାନରେ ଭକ୍ତ ବିଦୂରଙ୍କ ସହ ଭେଟ ହୋଇଥିଲେ ଶ୍ରୀକୃଷ୍ଣ, ବିନା ନିମନ୍ତ୍ରଣରେ ଆସି ତଳେ ବସିଥାନ୍ତି ଠାକୁର

Advertisment
Budhi Thakurani Yatra Brahmapur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ