Advertisment

Holi safety Tip: ହୋଲି ଖେଳ ବେଳେ କ’ଣ କରିବା କ’ଣ ନାହିଁ

ଆଜି ରଙ୍ଗର ପର୍ବ ହୋଲି। ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ୍ ଅଛନ୍ତି ଲୋକେ।

Holi

ଅଧିକ ପଢ଼ନ୍ତୁ: ହୋଲିରେ କଟକଣା; ଦିନ ଗୋଟାଏ ସୁଦ୍ଧା ସାର ରଙ୍ଗ ଖେଳ

ପିଠା, ମିଠା, ପାନ ସାଙ୍ଗକୁ ଭଳି ଭଳିକା ଖାଇବାର ଆସର ବି ଜମିଛି। ରଙ୍ଗ ଲଗାଇ ପରସ୍ପରକୁ ଅଭିବାଦନ ଜଣାଇଛନ୍ତି ସମସ୍ତେ। ତେବେ ରଙ୍ଗ ଖେଳିବା ବେଳେ ସତର୍କ ରହିବାକୁ ଏବଂ ଜୈବିକ ରଙ୍ଗ ବା ହର୍ବାଲ୍ କଲର୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏବେ ଆସନ୍ତୁ ହୋଲି ଖେଳ ବେଳେ କ’ଣ କରିବା।

- କେମିକାଲ ରଙ୍ଗର ବ୍ୟବହାର କରିବା ନାହିଁ

- ରଙ୍ଗ ଖେଳ ବେଳେ ଆଖି ଓ କାନର ସୁରକ୍ଷା ପ୍ରତି ଧ୍ୟାନ ଦେବା

- କେମିକାଲ ଯୁକ୍ତ ବ୍ୟବହାର କରିବା ନାହିଁ

- ହାନିକାରକ ରଙ୍ଗରୁ ବର୍ତ୍ତିବାକୁ ଦେହରେ ତେଲ କିମ୍ବା ଲୋସନ ଲଗାଇବା

ହୋଲି ଖେଳ ବେଳେ କ’ଣ କରିବା ନାହିଁ

- ରସାୟନିକ ତଥା କୃତ୍ରିମ ରଙ୍ଗର ବ୍ୟବହାର କରିବା ନାହିଁ

- ଅସୁସ୍ଥ ବ୍ୟକ୍ତି ଓ ଛୋଟଶିଶୁଙ୍କୁ ରଙ୍ଗ ଠାରୁ ଦୂରେଇ ରଖନ୍ତୁ

- ହୋଲି ଖେଳ ବେଳେ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ

ଅଧିକ ପଢ଼ନ୍ତୁ: ଯାଦବ ହୋଲିରେ ବାଡ଼ି ଖେଳ....ଏକ ନିଆରା ପରମ୍ପରା...

Holi Holi Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ