Advertisment

Bangladeshi Nationals Detained: ପାରାଦୀପରେ ୪ ବାଂଲାଦେଶୀ ଅଟକ; ମିଳିଲାନି ପରିଚୟ ପତ୍ର…

ପାରାଦୀପ ଲକ ଥାନା ପୋଲିସ ପକ୍ଷରୁ ଚଢାଉ କରି ୪ଜଣ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖିବା ସହ ପଚରାଉଚରା କରାଯାଉଛି।

ଅଦ୍ୟତନ ହୋଇଛି
Four Bangladeshi Nationals Detained in Paradip for Illegal Entry

Four Bangladeshi Nationals Detained in Paradip for Illegal Entry

Advertisment

ପାରାଦୀପରେ ୪ ବାଂଲାଦେଶୀ ଅଟକପାରାଦୀପ ଲକ ଥାନା ପୋଲିସ ପକ୍ଷରୁ ଚଢାଉ କରି ୪ଜଣ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖିବା ସହ ପଚରାଉଚରା କରାଯାଉଛିସମସ୍ତେ ଗୋଟିଏ ପରିବାରର ବୋଲି ପୋଲିସ ଜାଣିବାକୁ ପାଇଛି ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ଦେଇ ଏମାନେ ପାରାଦୀପରେ ପହଞ୍ଚିଥିଲେ

Advertisment

ତେବେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଭାରତକୁ ବେଆଇନ ଅନୁପ୍ରବେଶ କରିଛନ୍ତି ତାହା ସ୍ପଷ୍ଟ ହୋଇନିଯାଂଚ ବେଳେ ସେମାନଙ୍କ ପାଖରୁ କୌଣସି ପରିଚୟ ପ୍ରମାଣପତ୍ର ମିଳିନଥିବା ବେଳେ, ପୋଲିସ ଆଗରେ ସବୁ ସତ କହିଛନ୍ତିସମସ୍ତଙ୍କୁ ପାରାଦୀପ ଅଠରବାଙ୍କି ସ୍ଥିତ ରେଣ୍ଟାଲ ହାଉସରେ ରଖାଯାଇଛିସରକାରଙ୍କ ନିର୍ଦ୍ଦେଶ ମୁତାବକ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି

Bangladeshi National
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ