/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755584561.jpg)
FM College student death: Main accused Professor Sameer Sahoo to be taken on remand
ବାଲେଶ୍ୱର FM ଛାତ୍ରୀ ମୃତ୍ୟୁ ମାମଲାରେ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେଲା କ୍ରାଇମ୍ ବ୍ରାଞ୍ଚ। ୩ ଦିନିଆ ରିମାଣ୍ଡ ଆବେଦନକୁ ମଞ୍ଜୁର କଲେ ବାଲେଶ୍ବର ଜିଲ୍ଲା ଦୌରାଜଜ୍। ଅଧ୍ୟାପକ ସମୀର ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଥିଲେ ପୀଡ଼ିତା ଛାତ୍ରୀ।
Advertisment
ସମୀରଙ୍କୁ ହେପାଜତରେ ନେଇ ପୀଡ଼ିତା ଓ ତାଙ୍କ ପରିବାର ଆଣିଥିବା ଅଭିଯୋଗ ନେଇ ତଥ୍ୟ ଉଗାରିବ ତଦନ୍ତକାରୀ ଟିମ୍। ସେପଟେ FM ଛାତ୍ରୀ ଆତ୍ମାହୁତି ମାମଲାରେ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଶୁଭ୍ରସମ୍ବିତ, ଜ୍ୟୋତିପ୍ରକାଶ ଓ ପ୍ରିନ୍ସିପାଲ ଦିଲ୍ଳୀପ ଘୋଷଙ୍କ ଜାମିନ ଆବେଦନ ଖାରଜ କଲେ ଜିଲ୍ଲା ଦୌରାଜଜ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)