Advertisment

BJP Leader Jagannath Pradhan: ଆଜି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ୍ ଆବେଦନ ଶୁଣାଣି; ମିଳିବ କି ବେଲ୍ ?

ଆଜି ଜଗନ୍ନାଥ ପ୍ରଧାନଙ୍କ ଜାମିନ୍ ଆବେଦନର ଶୁଣାଣି କରିବେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ । ଜଗା ପ୍ରଧାନଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ କରିଛନ୍ତି ଜାମିନ୍ ଆବେଦନ ।

BJP Leader Jagannath Pradhan

BJP Leader Jagannath Pradhan

Advertisment

ଆଜି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିବ କି ବେଲ୍ ? ଆଜି ଜଗନ୍ନାଥ ପ୍ରଧାନଙ୍କ ଜାମିନ୍ ଆବେଦନର ଶୁଣାଣି କରିବେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଜଗା ପ୍ରଧାନଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ କରିଛନ୍ତି ଜାମିନ୍ ଆବେଦନ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଜଗନ୍ନାଥ ପ୍ରଧାନ

Advertisment

ଗତ ଗୁରୁବାର ଦିନ ରାତିରେ ଜଗା ପ୍ରଧାନ ଭୁବନେଶ୍ବର ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେଏହାପରେ ତାଙ୍କୁ ଗିରଫ କରିଥିଲା ପୋଲିସଭୁବନେଶ୍ବର SDJM କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା FIR, ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଥିଲା ପୋଲିସ ଜଗାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (), ୧୨୧ (), ୧୩୨, ୧୮୯(), ୧୯୦, (), ୩୦୪/ ୩୩୩, ୩୫୧(), ୫୪/୬୧() ଏବଂ ଦଫା ୬୨ ଲାଗିଛି

ଅଧିକ ପଢନ୍ତୁ: ଭୁଶୁଡିଲା ବ୍ରିଜ୍; ଆଖି ସାମନାରେ ତାସ ଘର ପରି ମଡ଼ ମଡ଼ ହୋଇ ଭାଙ୍ଗିଗଲା…

Advertisment
 

BJP Leader Jagannath Pradhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ