Advertisment

Stray Dog Census: ବୁଲା କୁକୁରଙ୍କୁ ନେଇ ଟେନ୍ସନରେ BMC

ରାଜଧାନୀରେ ହେବ ବୁଲା କୁକୁର ଗଣନା। ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ହେବ ବୁଲା କୁକୁର ଗଣନା। ଆସନ୍ତା ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ସମୁଦାୟ ୬୭ଟି ୱାର୍ଡରେ ଗଣନା କାର୍ଯ୍ୟ ପାଇଁ ଗଠନ ହେଲା ୪୧୦ଟି ଟିମ । ସଂକ୍ରମଣ ଜନିତ ରୋଗ, ଦୁର୍ଘଟଣାରୁ ରକ୍ଷାପାଇବା ପାଇଁ BMCର ଏହି ପ୍ରୟାସକୁ ସଭିଏ ସ୍ବାଗତ କରିଛନ୍ତି । ସେପଟେ ଗଣନା କାର୍ଯ୍ୟରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ BMC

author-image
Ramakrushna Dakua
Bhubaneswar to Conduct Stray Dog Census from Sept 17–24; 410 Teams Deployed, ₹12 Lakh Budget

Bhubaneswar to Conduct Stray Dog Census from Sept 17–24; 410 Teams Deployed, ₹12 Lakh Budget

ବୁଲାକୁକୁରଙ୍କୁନେଇଟେନ୍ସନରେ BMC ଦିନକୁଦିନରାଜଧାନୀରେବୁଲାକୁକୁରଙ୍କବଢୁଛିଉତ୍ପାତସବୁଦିନସମସ୍ୟାରେପଡ଼ୁଛନ୍ତିଜନସାଧାରଣ ।  ଏଣିକିକୁକୁରଗଣିବ, ନଜରରଖିବ BMC । ଆସନ୍ତାସେପ୍ଟେମ୍ବର୧୭ତାରିଖରୁ୨୪ତାରିଖମଧ୍ୟରେ୨ଟିପର୍ଯ୍ୟାୟରେକୁକୁରଗଣନାହେବବୁଲାକୁଜୁରଗଣନାପାଇଁଜୋନ୍, ୱାର୍ଡୱାର୍ଡରେଥିବାପ୍ରତ୍ୟେକଗଳିପାଇଁଟିମ୍ଗଠନକରାଯାଇଛିକୁକୁରଗଣନାପାଇଁ୪୧୦ଟିମ୍ଗଠନକରାଯାଇଛିସକାଳ୫ଟାରୁସଂଧ୍ୟା୭ଟାଯାଏହେବକୁକୁରଗଣନାଦକ୍ଷପଶୁଡାକ୍ତରଙ୍କତତ୍ତ୍ବାବଧାନରେସ୍ବଛସୁପରଭାଇଜର, ସାନିଟାରୀଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ବାର୍ଡଅଫିସରପ୍ରମୁଖଏହିକାର୍ଯ୍ୟସଂପାଦନକରିବେକୁକୁରଗଣନାରେ BMC ମୋଟ୍୧୨ଲକ୍ଷଟଙ୍କାଖର୍ଚ୍ଚକରିବ

Advertisment

ଯେଉଁମାନେଏହିକୁକୁରଗଣନାକାର୍ଯ୍ୟନିୟୋଜିତହେବେସେମାନଙ୍କୁଦିନିଆତାଲିମଦିଆଯାଇଛିକୁକୁରଙ୍କଗତିବିଧିଉପରେନଜରରଖିଗଣନାକରାଯିବ BMCକୁକୁରଗଣନାକୁସ୍ବାଗତକରିଛନ୍ତିପଶୁପ୍ରେମୀକହିଛନ୍ତିକୁକୁରଗଣନାହେଲେକେଉଁୱାର୍ଡରେକେତେକୁକୁରଅଛନ୍ତିଜଣାପଡ଼ିବସହଜରେଖାଦ୍ୟ, ଭେକସିନଯୋଗେଇଦେଇପାରିବକୁକୁରଗୋଟେସ୍ଥାନରେରୁହନ୍ତିଅନ୍ୟଜାଗାରେରହିପାରନ୍ତିନାହିଁପ୍ରତିବର୍ଷକେତେକୁକୁରଜନ୍ମନେଉଛନ୍ତିମରୁଛନ୍ତିସବୁରତଥ୍ୟରଖିପାରିବ BMC

ଭୁବନେଶ୍ୱରବାସୀଙ୍କସୁରକ୍ଷା, ଦୁର୍ଘଟଣାଏବଂବିଭିନ୍ନସଂକ୍ରାମକରୋଗବ୍ୟାପିବାରୁରକ୍ଷାକରିବାପାଇଁବିଏମ୍ସିପକ୍ଷରୁରାଜ୍ୟରେପ୍ରଥମକରିଏହିପଦକ୍ଷେପନିଆଯାଇଛିଦିନଧରିକୁକୁରଗଣନାହେବା BMCପଦକ୍ଷେପକୁସବୁମହଲରୁସ୍ବାଗତକରାଯାଇଛି

Advertisment

ଭୁବନେଶ୍ବରରରୁକେମେରାପର୍ସନସୋନ୍ତୋଷତରେଇଙ୍କସହଜ୍ୟୋତିପ୍ରକାଶପତିଙ୍କରିପୋର୍ଟଓଟିଭି  

Odisha News Bhubaneswar BMC
Advertisment
Related Articles
Advertisment