/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752214604.jpg)
Police Crack Down on Illegal Migrants in Sambalpur
ସମ୍ବଲପୁରରେ ଜୋରଦାର ହେଲା ସଂଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା। ପୋଲିସର ନିର୍ଦ୍ଦେଶ ଅନୁସାରେ ଧନୁପାଲି ଥାନାରେ ଭିଡ଼ ଜମାଇଥିଲେ ଶହ ଶହ ଲୋକେ। ରାଜ୍ୟ ବାହାର ବିଶେଷ କରି ପଶ୍ଚିମବଙ୍ଗର ଶ୍ରମିକମାନେ ଥାନାକୁ ଆସି ପୋଲିସକୁ ସେମାନଙ୍କ ପରିଚୟପତ୍ର ଦେଖାଇଛନ୍ତି। ପୋଲିସ ସେମାନଙ୍କ ଆଧାର କାର୍ଡ଼, ଭୋଟର କାର୍ଡ ଓ ଜନ୍ମ ପ୍ରମାଣପତ୍ର ଆଦି ଡକ୍ୟୁମେଣ୍ଟ ଯାଞ୍ଚ୍ କରିଛି। ତେବେ ଗତକାଲି ଶହଶହ ସଂଖ୍ୟାରେ ଶ୍ରମିକ ଆସିବାରୁ ଭିଡକୁ ଦେଖି ଆଜି ପୁଣି ଆସିବାକୁ କୁହାଯାଇଛି।
ସେପଟେ ଏକଦା କ୍ରାନ୍ତିକାରୀଙ୍କ ଭୂମି ଥିବା ପଶ୍ଚିମବଙ୍ଗ ମାଟି ଏବେ ଆତଙ୍କବାଦୀଙ୍କ ଅନ୍ତୁଡ଼ିଶାଳ ପାଲଟିଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଓଡ଼ିଶାକୁ ଆଉ ଏକ ପଶ୍ଚିମବଙ୍ଗ ବନିବାକୁ ଦିଆଯିବନାହିଁ। ଆମେ ସେଇମାନଙ୍କୁ ଠାବ କରିବୁ, ଯେଉଁମାନେ ଭାରତୀୟ ନୁହଁନ୍ତି ଏବଂ ଏଠାକୁ ଆସି ରାଷ୍ଟ୍ରବିରୋଧୀ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।
B.Tech Holders Queue for Home Guard Jobs: ଚାକିରି ପାଇଁ ଯୋଗ୍ୟତା ପଞ୍ଚମ ପାସ୍; ଆବେଦନକାରୀ ଡିପ୍ଲୋମା-ବି.ଟେକ ଡିଗ୍ରୀ ଧାରୀ…

Fuel Tankers Moving Unchecked: ଲମ୍ବୁଛି ଆନ୍ଦୋଳନ, ପେଟ୍ରୋଲ ଟାଙ୍କିରୁ ସରି ସରି ଆସୁଛି ତେଲ...

Congress Has Insulted the Constitution: ‘କଂଗ୍ରେସ ଏବେ ମାଆ-ପୁଅ-ଝିଅ-ଜ୍ୱାଇଁଙ୍କ ଦଳ ହେଇକି ଅଛି’

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)