Advertisment

Schools Receive Bomb Threat: ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ; ଛାତ୍ରଛାତ୍ରୀଙ୍କୁ ଫେରାଇ ଦିଆଗଲା ଘରକୁ...

ନୂଆଦିଲ୍ଲୀର ୨ଟି ଘରୋଇ ସ୍କୁଲ DPS ଆର୍.କେ.ପୁରମ୍ ଓ ପଶ୍ଚିମବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି। ଆଜି ସକାଳେ ମେଲ୍ ଯୋଗେ କେହି ସ୍କୁଲରେ ବିସ୍ଫୋରଣ କରିବ ନେଇ ଧମକ ପରେ ପହଞ୍ଚିଲା ପୋଲିସ୍ ଓ ଅଗ୍ନିଶମ ବାହିନୀ।

Two Delhi schools receive bomb threat

Two Delhi schools receive bomb threat

Advertisment

ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ। ନୂଆଦିଲ୍ଲୀର ୨ଟି ଘରୋଇ ସ୍କୁଲ DPS ଆର୍.କେ.ପୁରମ୍ ଓ ପଶ୍ଚିମବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି। ଆଜି ସକାଳେ ମେଲ୍ ଯୋଗେ କେହି ସ୍କୁଲରେ ବିସ୍ଫୋରଣ କରିବ ନେଇ ଧମକ ପରେ ପହଞ୍ଚିଲା ପୋଲିସ୍ ଓ ଅଗ୍ନିଶମ ବାହିନୀ। 

Advertisment

ଘଟଣା ପରେ ତୁରନ୍ତ ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରାଇ ଦିଆଯାଇଛି। ଗତ ଅକ୍ଟୋବର ମାସରେ ରୋହିଣୀ ଅଞ୍ଚଳର ଏକ ସ୍କୁଲରେ ବିସ୍ଫୋରଣ ଘଟିଥିଲା। ତେଣୁ ଏବେ ପୁଣି ଥରେ ସ୍କୁଲକୁ ଧମକ ଆସିବା ପରେ ଦିଲ୍ଲୀର ସ୍କୁଲ ଗୁଡ଼ିକାରେ ବଢ଼ିଛି ସୁରକ୍ଷା ଚିନ୍ତା। 

ଅଧିକ ପଢନ୍ତୁ: ତିନି ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୯ଜଣ ଗୁରୁତର...

ଗତ ଅକ୍ଟୋବର ମାସରେ ରୋହିଣୀ ଅଞ୍ଚଳର ଏକ ସ୍କୁଲରେ ବିସ୍ଫୋରଣ ଘଟିଥିଲା। ତେଣୁ ଏବେ ପୁଣି ଥରେ ସ୍କୁଲକୁ ଧମକ ଆସିବା ପରେ ଦିଲ୍ଲୀର ସ୍କୁଲ ଗୁଡ଼ିକାରେ ବଢ଼ିଛି ସୁରକ୍ଷା ଚିନ୍ତା। ଏହାପୂର୍ବରୁ ୨ ଫେବୃଆରୀ ୨୦୨୪ ରେ ଡିପିଏସ୍ ଆର.କେପୁରମ୍ ପ୍ରିନ୍ସପାଲ୍‌ଙ୍କୁ ସ୍କୁଲରେ ବୋମା ଥିବା ନେଇ ଧମକ ଦିଆଯାଇଥିଲା।

Advertisment

ଚଳିତ ବର୍ଷ ସ୍କୁଲ, ଡାକ୍ତରଖାନା ଏବଂ ବିମାନରେ ବୋମା ଥିବା ବିଷୟରେ ଅନେକ ମିଛ ମେଲ୍‌ ଆସିଥିଲା। ଅଧିକାଂଶ ସମୟରେ, ଏହି ଧମକପୂର୍ଣ୍ଣ ମେଲ କିମ୍ବା ଫୋନ୍ କଲ ମିଥ୍ୟା ପ୍ରମାଣିତ ହୋଇଛି, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସତର୍କତା ଅବଲମ୍ବନ କରାଯାଉଛି।

ଅଧିକ ପଢନ୍ତୁ: ରାଜଧାନୀର ଛାତି ଉପରେ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ! ୩ ଗିରଫ, ଘାଣ୍ଟୁଛି ସିବିଆଇ

Advertisment
Schools Students Bomb Threat Delhi Schools
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ