Advertisment

ପାର୍ବଣ ଋତୁ ପାଇଁ ରେଳ ମନ୍ତ୍ରଣାଳୟର ବ୍ୟାପକ ବ୍ୟବସ୍ଥା; ଯାତ୍ରୀଙ୍କ ପାଇଁ ବଢିଲା ୧୨ ହଜାର ୫ଶହ କୋଚ୍

୧୦୮ ଟ୍ରେନରେ ସାଧାରଣ ବଗି ସଂଖ୍ୟା ବୃଦ୍ଧି କରାଯାଇଛି । ଛଟ ପୂଜା ଓ ଦୀପାବଳି ପାଇଁ ୧୨ ହଜାର ୫ଶହ କୋଚ ବଢ଼ାଇବାକୁ ଅନୁମତି ମିଳିଛି।

ଅଦ୍ୟତନ ହୋଇଛି
Railways Minister Ashwini Vaishnaw

Railways Minister Ashwini Vaishnaw

Advertisment

ପାର୍ବଣ ଋତୁ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯାତ୍ରୀଙ୍କ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୧୦୮ ଟ୍ରେନରେ ସାଧାରଣ ବଗି ସଂଖ୍ୟା ବୃଦ୍ଧି କରାଯାଇଛି । ଛଟ ପୂଜା ଓ ଦୀପାବଳି ପାଇଁ ୧୨ ହଜାର ୫ଶହ କୋଚ ବଢ଼ାଇବାକୁ ଅନୁମତି ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ପାର୍ବଣ ପୂର୍ବରୁ ରାଜଧାନୀରେ ଜୋରଦାର୍ ଧରପଗଡ଼; ଅପରାଧୀଙ୍କ ଆଡ୍ଡାସ୍ଥଳୀରେ ଛାପା ମାରୁଛି ପୋଲିସ

ଚଳିତବର୍ଷ ପାର୍ବଣ ଋତୁ ପାଇଁ ଟ୍ରେନରେ ଏହି ଅତିରିକ୍ତ କୋଚ ଲାଗିବ । ଏଥିପାଇଁ ୫ ହଜାର ୯୭୫ ଟ୍ରେନ ଚିହ୍ନଟ ହୋଇଛି । ପୂଜା ଭିଡ଼ ଭିତରେ ଏହି ଅଧିକ କୋଚ ଯୋଡ଼ା ଯିବାରୁ ଏଥିରେ ୧ କୋଟିରୁ ଅଧିକ ଯାତ୍ରୀ ଉପକୃତ ହେବେ । ଗତବର୍ଷ ୪ ହଜାର ୪୨୯ ସ୍ପେଶାଲ ଟ୍ରେନ ପୂଜା ବେଳେ ଚାଲିଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। 

Advertisment

Chhath Puja Special Trains Ashwini Vaishnaw Diwali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ