/odishatv-khabar/media/post_attachments/uploadimage/library/16_9/16_9_0/s_1702099164.jpg)
PM Modi tops in world leaders ranking with 76% rating
ବିଶ୍ୱ ନେତା ରାଙ୍କିଂରେ ସର୍ବାଗ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୭୬% ରେଟିଂ ମିଳିଛି । ଦ୍ୱିତୀୟରେ ଅଛନ୍ତି ମେକ୍ସିକୋ ରାଷ୍ଟ୍ରପତି । ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମିଳିଛି ସପ୍ତମ ସ୍ଥାନ ।
Advertisment
ଆମେରିକାର ମର୍ଣ୍ଣିଂ କନସଲ୍ଟ ନାମକ ଏକ ସଂସ୍ଥା ଦ୍ୱାରା ୨୨ ଜଣ ବିଶ୍ୱ ନେତାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବାଧିକ ୭୬% ରେଟିଂ ମିଳିଛି । ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ୩୭%, କାନାଡ଼ା ପିଏମ ଜଷ୍ଟିନ ଟ୍ରୁଡୋଙ୍କୁ ୩୧%, ୟୁକେ ପିଏମ୍ ରିଷି ସୁନକଙ୍କୁ ୨୫% ପ୍ରତିଶତ ରେଟିଂ ମିଳିଛି ।
ଆମେରିକାର କନସଲଟାନ୍ସି ଫାର୍ମର ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ଟ୍ରାକରରେ ସର୍ଭେରେ ନମ୍ବର ୱାନ ହୋଇଛନ୍ତି ପିଏମ୍ ମୋଦି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)